ଚୀନରେ ହେବ କରୋନା ପ୍ରୁଫ ସ୍ମାର୍ଟ ସିଟି, ଲକଡାଉନରେ ବି ଠପ ହେବନି ଜୀବନଚର୍ଯ୍ୟା
ଚୀନରେ ଏକ ନୂଆ ସ୍ମାର୍ଟ ସିଟି ନିର୍ମାଣ ପାଇଁ ପ୍ଲାନିଂ କରାଯାଉଛି। କୁହାଯାଉଛି, ଏହି ସିଟି ସମ୍ପୂର୍ଣ୍ଣ ଭାବେ କୋଭିଡ-୧୯ ପ୍ରୁଫ ହେବ। ଅର୍ଥାତ ଏଠାରେ କରୋନାର କୌଣସି ବିପଦ ରହିବ ନାହିଁ। ଯେପରି ଏଠାରେ ରହିବାକୁ ଥିବା ଲୋକେ ନିଜକୁ ସୁରକ୍ଷିତ ରଖିପାରିବେ ଏବଂ ଭବିଷ୍ୟତରେ ଲକଡାଉନରୁ ନିଜକୁ…