Browsing Tag

corona recovered

ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୬୪୧ କରୋନା ଆକ୍ରାନ୍ତ, କଟକରୁ ସର୍ବାଧିକ ୪୪୨ ଜଣ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରୁ ଆଜି ୨୬୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଳାରୁ ସର୍ବାଧିକ ୪୪୨ ଜଣ ଓ ବଲାଙ୍ଗିରରୁ ସର୍ବନିମ୍ନ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବାରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ…

କରୋନାରୁ ଏବେ ଏବେ ହୋଇଛନ୍ତି କି ସୁସ୍ଥ, ତ ଏହି ୧୦ଟି କଥା ଉପରେ ନିଶ୍ଚୟ ରଖନ୍ତୁ ଧ୍ୟାନ

ଯେଉଁ ଲୋକ ନିକଟରେ କରୋନାରୁ ସୁସ୍ଥ ହୋଇଛନ୍ତି, ସେମାନଙ୍କୁ କିଛି ସାବଧାନତା ଅବଲମ୍ବନ କରିବା ଜରୁରୀ। କାହିଁକିନା, ସମ୍ପୂର୍ଣ୍ଣ ଭାବେ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ କିଛି ସମସ୍ୟାକୁ ସାମ୍ନା କରିବାକୁ ପଡ଼ିପାରେ। ଯେମିତିକି, କରୋନାରୁ ରିକଭର ହୋଇଥିବା ଲୋକଙ୍କୁ ଅଧିକ ମାତ୍ରାରେ…

ରାଜ୍ୟରେ ଆଜି ସର୍ବାଧିକ ରେକର୍ଡ ସଂଖ୍ୟାକ ୧୪୦୯ କରୋନା ରୋଗୀ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ଆଜି ରେକର୍ଡ ସଂଖ୍ୟାକ ୧୪୦୯ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି ଗଂଜାମରୁ ୨୫୮ ଜଣ, ଖୋର୍ଦ୍ଧାରୁ ୨୧୮ ଜଣ, ରାୟଗଡ଼ାରୁ ୧୨୮ ଜଣ,…