ଅମାନିଆମାନେ ସାବଧାନ, ମାସ୍କ ନ ପିନ୍ଧିଲେ ଦୁଇଗୁଣା ଜରିମାନା ଦେବ
କେନ୍ୟୁଜ୍(ବ୍ୟୁରୋ): କରୋନା ମୁକାବିଲା ନେଈ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା । ଆଜିଠାରୁ ୧୪ ଦିନ ମାସ୍କ ଅଭିଯାନ ନେଇ ଲୋକଙ୍କୁ କଲେ ଅପିଲ୍। ଆଜିଠୁ ସଂକଳ୍ପ ନେବା ଆମେ ସମସ୍ତେ ମାସ୍କ ପିନ୍ଧିବା। ମାସ୍କ ନପିନ୍ଧିଲେ ଦୁଇଗୁଣା ଫାଇନ ଆଦାୟ ହେବ। ଏହା ସହ…