ୟାକୁ ହିଁ କୁହନ୍ତି ମଣିଷ ପଣିଆ: କରୋନା ସନ୍ଦିଗ୍ଧଙ୍କ ଶବ ସତ୍କାର କରି ପ୍ରଶଂସା ସାଉଁଟୁଛନ୍ତି ଦୁଇ ଯୁବକ
ଟାଙ୍ଗୀ: କରୋନା ଶିଖେଇ ଦେଇଛି ଅନେକ କିଛି । ମଣିଷ ଟଙ୍କାର ପାହାଡ଼ ଉପରେ ଠିଆ ହୋଇଥିଲେ ସୁଦ୍ଧା ଏବେ ନାଚାର । କେଉଁଠି ପୁଅର ଚିକିତ୍ସା ପାଇଁ ବାପ ନିରୁପାୟ ତ । କେଉଁଠି ମାର ଶବ ସଂସ୍କାର ପାଇଁ ମିଳୁନି ଚାରି କାନ୍ଧ । କରୋନା ଯେମିତି ଆଜି ନିଜ ସମ୍ପର୍କୀୟଙ୍କୁ ଦୁରେଇ ଦେଉଛି । ସତରେ କଣ…