Browsing Tag

corona symptoms

ଚାଇନାରେ ପୁଣି ବଢୁଛି କୋଭିଡ ମାମଲା, ଲକ୍ଷଣ ଜାଣନ୍ତୁ

ଚାଇନାରେ ପୁଣି ବୃଦ୍ଧି ପାଉଛି କୋଭିଡ ମାମଲା । କରୋନା ମାମଲା ବୃଦ୍ଧି ହେତୁ ୧୧ଟି ସହରରେ ତାଲା ପଡିବା ସହ ୩ କୋଟି ଲୋକେ ଏବେ ଲକଡାଉନରେ ରହିଛନ୍ତି । ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଅନୁଯାୟୀ ଏପର୍ଯ୍ୟନ୍ତ ପାଖାପାଖି ୬୦୦୦ରୁ ଉର୍ଦ୍ଧ୍ୱଟି ନୂଆ ମାମଲା ସାମନାକୁ ଆସିଛି । ଯେଉଁ ସହର…

କାଶିବା ବେଳେ ନଜର ଆସୁଛି କି ଏସବୁ ଲକ୍ଷଣ, ସ୍ପଷ୍ଟ ହୋଇଯାଆନ୍ତୁ ଯେ ଆପଣ ଏବେ କରୋନା କବ୍‌ଜାରେ

କରୋନା ଭାଇରସ୍‌ର ଦ୍ୱିତୀୟ ଲହରୀ ଏବେ ଚାରିଆଡ଼େ ବ୍ୟାପିବାରେ ଲାଗିଛି। ଏଣୁ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ପାଳନ କରିବାକୁ ପରାମର୍ଶ ଦିଆଯାଉଛି। କରୋନା କାଳରେ ଯଦି ଆପଣ ସାମାନ୍ୟ ଅସହଜ ମନେ କରୁଛନ୍ତି ତେବେ ଘରେ ରହି ନିଜ ଯତ୍ନ ନିଅନ୍ତୁ। ତେବେ ଯଦି କରୋନା କାଳରେ…

ଅତି ଦ୍ରୁତ ଗତିରେ ମାଡ଼ି ଯାଉଛି କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌, ଦେଖାଦେଉଛି ଏସବୁ ଲକ୍ଷଣ

ଏଥର ଯେମିତି କାହାକୁ ଛାଡ଼ିବନି କରୋନା । ଖୋଜି ଖୋଜି ଆକ୍ରମଣ କରୁଛି । ଧନୀ ଗରିବ, ନେତା ଅଭିନେତା ସେ ଯେତେ ବଡ଼ ବ୍ୟକ୍ତି ହେଉ ନା କାହିଁକି କରୋନାର ଦ୍ୱିତୀୟ ଲହରୀ ସେମାନଙ୍କୁ କାବୁ କରି ନେଇଛି । ପୂର୍ବରୁ ବି ଅମିତାଭ ବଚ୍ଚନଙ୍କ ଭଳି ବ୍ୟକ୍ତି ଓ ତାଙ୍କ ପୂରା ପରିବାର କରୋନାରେ ସଂକ୍ରମିତ…

ଆହୁରି ଅଧିକ ଲକ୍ଷଣ ନେଇ ଆସିଲା ଅଲକ୍ଷଣା କରୋନା, ଜାଣିଲେ ଆପଣ ବି ଡରି ଯିବେ

କରୋନା ଭାଇରସ୍‌ ମହାମାରୀ ଭାରତ ସମେତ ପୂରା ଦୁନିଆରେ ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି। ଏହି ରୋଗରୁ ମୁକ୍ତି ପାଇଁ ସାରା ବିଶ୍ୱର ଡାକ୍ତର ଓ ବୈଜ୍ଞାନିକମାନେ ଭ୍ୟାକ୍‌ସିନ୍‌ ତିଆରିରେ ଲାଗି ପଡ଼ିଛନ୍ତି। ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ଅନ୍ୟ ହେଲ୍‌ଥ ଅର୍ଗାନାଇଜେସନ୍‌ ମଧ୍ୟ…

ସ୍ୱାସ୍ଥ୍ୟ ବିଭାଗର ସୂଚନା: ଟେଷ୍ଟିଂ ବେଳେ ୮୫ ପ୍ରତିଶତ ରୋଗୀଙ୍କ ପାଖରେ ନଥିଲା ଲକ୍ଷଣ, ଆକ୍ରାନ୍ତଙ୍କ ଭିତରେ ୧୦୧…

ଭୁବନେଶ୍ବର : କରୋନା ଲକ୍ଷଣ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ସୂଚନା । ଟେଷ୍ଟିଂ ବେଳେ କେବଳ ୧୫ ପ୍ରତିଶତ ଆକ୍ରାନ୍ତଙ୍କ ପାଖରେ କରୋନା ଲକ୍ଷଣ ଦେଖାଯାଉଛି । ସେହିପରି ୮୫ ପ୍ରତିଶତ ସଂକ୍ରମିତଙ୍କର କୌଣସି ଲକ୍ଷଣ ଦେଖାଯାଉ ନାହିଁ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

କରୋନା ଭାଇରସର ନୂଆ ଲକ୍ଷଣ, ଲକ୍ଷଣ ପୂର୍ବରୁ ଶରୀରରେ ପଡିପାରେ ଲାଲ ରଙ୍ଗର ଚିହ୍ନ

କରୋନାର ପ୍ରକୋପ ଦିନକୁ ଦିନ ବଢିବା ସହିତ ଏହାର ଲକ୍ଷଣ ମଧ୍ୟ ବହୁତ ମାତ୍ରାରେ ପରିବର୍ତ୍ତନ ହେଉଛି। ଗମ୍ଭୀର ଭାବରେ ପ୍ରଭାବିତ ହୋଇଥିବା ଇଟାଲୀର ଚିକିତ୍ସକଙ୍କ ଅଧ୍ୟୟନରୁ ଜଣାପଡିଛି ଯେ ପାଞ୍ଚ ଜଣ ମଧ୍ୟରୁ ଜଣେ ରୋଗୀଙ୍କର କରୋନାର ଲକ୍ଷଣ ଆସିବା ପୂର୍ବରୁ ଶରୀରରେ ଲାଲ ରଙ୍ଗର ଚିହ୍ନ ବା ଦାଗ…

ଏବେ ହାତୀଙ୍କଠାରୁ ମିଳୁଛି କରୋନା ଲକ୍ଷଣ ! ଭାରତର ଏହି ଚିଡିଆଖାନାର ୨ ହାତୀଙ୍କୁ କରାଗଲା କ୍ୱାରେଣ୍ଟାଇନ

ସାରା ଦୁନିଆରେ ଏ ପର୍ଯ୍ୟନ୍ତ କରୋନା ଭାଇରସର ପ୍ରଭାବ ମଣିଷ ଉପରେ ରହିଥିଲା। କିନ୍ତୁ ଏବେ ଏହାର ପ୍ରଭାବ ଜୀବଜନ୍ତୁଙ୍କ ଉପରେ ମଧ୍ୟ ଦେଖିବାକୁ ମିଳୁଛି। ଏମିତି କିଛି ଖବର ଡେରାଡୁନର ରାଜାଜୀ ପାର୍କରୁ ସାମ୍ନାକୁ ଆସିଛି। ଏଠାରେ ଚିଲା ରେସକ୍ୟୁ ସେଣ୍ଟରରେ 2 ହାତୀଙ୍କଠାରେ କରୋନା ଲକ୍ଷଣ…

ଆପଣଙ୍କ ପାଦରେ ଦେଖାଯାଉଛି କି ଏପରି ଦାଗ, ତେବେ ହୋଇଯାଆନ୍ତୁ ସଚେତନ ନଚେତ ହୋଇପାରନ୍ତି କରୋନାର ଶିକାର

କରୋନା ଭାଇରସରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି। ବର୍ତ୍ତମାନ ବିଶ୍ୱରେ ଏହି ଭାଇରସରେ ୧ଲକ୍ଷ ୪୩ହଜାରରୁ ଅଧିକ ଲୋକଙ୍କର ମୁତ୍ଯୁ ହୋଇସାରିଛି। ଭାରତରେ ମଧ୍ୟ ଏହାର ସଂଖ୍ୟା ବଢିବାରେ ଲାଗିଛି। ସୂଚନା ମୁତାବକ ବ୍ୟକ୍ତିମାନଙ୍କ ପାଖରେ କରୋନା ଲକ୍ଷଣକୁ ନେଇ ଭିନ୍ନ ଭିନ୍ନ…

ସାଧାରଣ ଥଣ୍ଡା ଓ କରୋନା ଭାଇରସର ଲକ୍ଷଣ ମଧ୍ୟରେ କଣ ରହିଛି ପାର୍ଥକ୍ୟ, ଜାଣନ୍ତୁ କିଛି ଜରୁରୀ କଥା

ଚୀନରୁ ବ୍ୟାପିଥିବା କରୋନା ଭାଇରସ ଏବେ ସାରା ଦୁନିଆରେ ତାର କାୟା ବିସ୍ତାର କରିସାରିଛି । କରୋନା ଭାଇରସର ନାମ ନେବା ମାତ୍ରେ ଏବେ ଲୋକମାନଙ୍କ ଭିତରେ ଏକପ୍ରକାର ଭୟ ଦେଖିବାକୁ ମିଳୁଛି । ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଏହି ମହାମାରୀ…