Browsing Tag

corona symptoms are found even after recovery

୫୦ % ରୋଗୀଙ୍କ ଠାରେ ସୁସ୍ଥ ହେବାର ୬ ମାସ ପରେ ବି ଦେଖାଯାଉଛି କରୋନା ଲକ୍ଷଣ

ନୂଆଦିଲ୍ଲୀ :  କରୋନା ଯିବର ନାଁ ଧରୁନି । ପୁଣି ଥରେ ଫେରିଛି । ଏବେ ଭାରତର ଅନେକ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ନଜରକୁ ଆସିବା ପରେ ସେଠାରେ ଲକ୍‌ଡାଉନ୍‌ ଲାଗୁ ହୋଇଛି । ତେବେ ଏକ ସଦ୍ୟ ରିପୋର୍ଟରୁ ଜଣାଯାଇଛି ଯେ କରୋନା ରୋଗରୁ ଭଲ ହୋଇଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୫୦…