Browsing Tag

corona testing kit

ଏବେ ଚୀନରୁ ନୁହେଁ ବରଂ ଏହି ଦେଶରୁ କରୋନା କିଟ୍ କିଣିବ ଭାରତ, ଦେଲା ଏତେ ଲକ୍ଷର ଅର୍ଡର

କରୋନା ସଙ୍କଟ ବେଳେ ଭାରତ ଚୀନଠାରୁ ସାହାଯ୍ୟ ଆଶା କରି କରୋନା ରାପିଡ଼ ଟେଷ୍ଟ କିଟ ଅର୍ଡର କରିଥିଲା। କିନ୍ତୁ ଏହି କିଟ ସଠିକ ତଥା ନିର୍ଭୁଲ ତଥ୍ୟ ଦେବାରେ ଅସମର୍ଥ ହୋଇଥିଲା। ଏଣୁ ଭାରତ ଏବେ ଚୀନଠାରୁ ନୁହେଁ ବରଂ ଦକ୍ଷିଣ କୋରିଆଠାରୁ କରୋନା କିଟ୍ କିଣିବାକୁ ନିଷ୍ପତ୍ତି ନେଇଛି। ଭାରତ ତରଫରୁ…

୧୦୦୦ଟଙ୍କାରୁ ବି କମ୍ ଦାମରେ କରୋନା ଟେଷ୍ଟିଂ କିଟ୍, ୧୦ ମିନିଟରେ ଆସିବ ରେଜଲ୍ଟ

କରୋନା ମହାମାରୀ ବେଳେ ସବୁଠାରୁ ବଡ଼ ସମସ୍ୟା ଏହାର ଟେଷ୍ଟିଂ କିଟକୁ ନେଇ ରହିଛି। ଭାରତରେ ପର୍ଯ୍ୟାପ୍ତ ପରିମାଣରେ ଟେଷ୍ଟିଂ କିଟ ଉପଲବ୍ଧ ନ ଥିବାରୁ ରୋଗୀ ଚିହ୍ନଟ କରିବାରେ ସମସ୍ୟା ଉପୁଜୁଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ନୋଏଡାର ଏକ କମ୍ପାନୀ ଏବେ ରାପିଡ୍ ଟେଷ୍ଟ କିଟ ପ୍ରସ୍ତୁତ କରିଛି।…

ମଇରୁ ମାସକୁ ପ୍ରସ୍ତୁତ ହେବ ୨୦ ଲକ୍ଷ ମେଡ ଇନ ଇଣ୍ଡିଆ ଟେଷ୍ଟିଂ କିଟ୍‌ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

କରୋନା ଭାଇରସକୁ ରୋକିବା ପାଇଁ ସମଗ୍ର ବିଶ୍ୱରେ ଦୁଇ ପ୍ରକାର ଉପାୟ ଆପଣାଯାଉଛି। ଗୋଟେ ଲକ୍‌ଡାଉନ ଏବଂ ଅନ୍ୟଟି ଟେଷ୍ଟିଂ। କିନ୍ତୁ ଲକ୍‌ଡାଉନ କରି ଭାରତରେ କରୋନା ସ୍ଥିତିକୁ ନିୟନ୍ତ୍ରିତ କରାଯାଇପାରିଛି। ଲକଡାଉନ କରି ଯେପରି ଭାରତ କରୋନା ସ୍ଥିତିକୁ ନିୟନ୍ତ୍ରିତ କରିପାରିଛି ସେହିପରି ଏବେ…

ରାଜ୍ୟରେ ପହଞ୍ଚିଲା କରୋନା ଟେଷ୍ଟ କିଟ୍‌,ଦିଲ୍ଲୀରୁ ବିମାନ ଯୋଗେ ଆସିଲା ଭୁବନେଶ୍ୱରକୁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ପହଞ୍ଚିଲା କରୋନା ଟେଷ୍ଟ କିଟ୍‌ । ଆର୍‌ଏମ୍‌ଆରସି ଏବଂ ଓଏସ୍‌ଏମ୍‌ସିକୁ ଏହି କିଟ୍‌ ଏବଂ ଅନ୍ୟ ମେଡିକାଲ ସାମଗ୍ରୀ ଦିଆଯିବ । ବିମାନରେ ଦିଲ୍ଲୀରୁ ଏହି ସବୁ ସାମଗ୍ରୀ ଭୁବନେଶ୍ୱର ଆସିଛି । ଯାହାଫଳରେ କରୋନା ଆକ୍ରାନ୍ତଙ୍କ ପରୀକ୍ଷା ଆହୁରି ସହଜ ହେବ ।

କରୋନା ପରୀକ୍ଷା ପାଇଁ କିଟ୍‌ ଯୋଗାଇ ଦେବାକୁ କେନ୍ଦ୍ର ନିକଟରେ ଦାବି ଜଣାଇଲା ଓଡ଼ିଶା

ଭୁବନେଶ୍ୱର (କେ ନ୍ୟୁଜ୍‌) : ସାରା ଦେଶରେ କରୋନା ଭାଇରସକୁ ନେଇ ଆତଙ୍କ ଦେଖାଦେଇଥିବାବେଳେ ଅଧିକ କରୋନା ଟେଷ୍ଟିଂ କିଟ୍‌ ଯୋଗାଇ ଦେବାକୁ ପ୍ରସ୍ତାବ ରଖିଲା ଓଡ଼ିଶା। ଏନେଇ କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ସହ ଭିଡିଓ କନଫରେନ୍‌ସିଂରେ କଥା ହୋଇଛନ୍ତି ରାଜ୍ୟ ସରକାର। ବୈଠକରେ ମୁଖ୍ୟ ଶାସନ…