କୋଭିଡ୍ ଟେଷ୍ଟିଂ ନାଁରେ ଏ କେମିତିକା ଦଣ୍ଡ! ଜୋର୍ ଜବରଦସ୍ତ ମହିଳାଙ୍କୁ ତଳେ ପକାଇ ନେଲେ ନମୁନା…ଛାତି ଥରାଇ ଦେବ ଏହି…
ଚୀନରେ ଏବେ ଲୋକେ କରୋନା ଭାଇରସ୍ଠୁ ଅଧିକ ଲକ୍ଡାଉନକୁ ଭୟ କରୁଛନ୍ତି। କୌଣସି ବି ପରିସ୍ଥିତିରେ ଲୋକେ ବନ୍ଦୀ ହୋଇ ରହିବାକୁ ଚାହୁଁ ନାହାନ୍ତି। ସାଂଘାଇ ଏବଂ ଅନ୍ୟ କେତେକ ଅଞ୍ଚଳରୁ ଏମିତି କିଛି ଭିଡିଓ ସାମ୍ନାକୁ ଆସୁଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଲୋକଙ୍କୁ…