ଜାନୁଆରୀ ଶେଷରେ ପିକ୍ ଓ ମାର୍ଚ୍ଚରେ ଧରାଶାୟୀ ହେବ କରୋନା: ଆଇଆଇଟି କାନପୁର ପ୍ରାଧ୍ୟାପକ ମନୀନ୍ଦ୍ର ଅଗ୍ରଓ୍ଵାଲ
କେନ୍ୟୁଜ୍(ବ୍ୟୁରୋ): ମାର୍ଚ୍ଚରେ ଧରାଶାୟୀ ହେବ କରୋନା । ସରିଯିବ ତୃତୀୟ ଲହର । ଭବିଷ୍ୟବାଣୀ କରିଛନ୍ତି ଆଇଆଇଟି କାନପୁର ପ୍ରାଧ୍ୟାପକ ମନୀନ୍ଦ୍ର ଅଗ୍ରଓ୍ଵାଲ । ଭାରତରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ତୃତୀୟ ଲହର । ପ୍ରାଧ୍ୟାପକ ଅଗ୍ରଓ୍ଵାଲଙ୍କ ସୂତ୍ର ମଡେଲ କହୁଛି, ଜାନୁଆରୀ ଶେଷ ବେଳକୁ…