Browsing Tag

corona time

କରୋନା କାଳରେ ଅନ୍ୟ ସହରକୁ ଯାଉଥିଲେ, ଏସବୁ ବିଷୟ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ

କରୋନା ଯୋଗୁ ଲାଗୁ ହୋଇଥିବା ଲକଡାଉନ ଧୀରେ ଧୀରେ କୋହଳ ହେବାରେ ଲାଗିଛି। ଲୋକମାନେ ଗୋଟିଏ ସହରରୁ ଆଉ ଏକ ସହରକୁ ଯିବା ଆରମ୍ଭ କରିଛନ୍ତି। କିନ୍ତୁ ଏହି ସମୟରେ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ। ଖାସ୍ କରି ରାତିରେ ଟ୍ରାଭେଲ କରୁଥିବା ଲୋକେ କିଛି ବିଷୟ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ।…

ଖୁସି ରହିବା ଆପଣଙ୍କ ଅଧିକାର, ଆପଣାନ୍ତୁ କିଛି ସରଳ ଉପାୟ

ଏହି କରୋନା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଅତିରିକ୍ତ କାମ ଅଛି ନଚେତ କୌଣସି କାମ ନାହିଁ । କାହା ପାଖରେ କାମକୁ ଠିକ୍ ସମୟରେ ଶେଷ କରିବା ପାଇଁ ଚାପ ମଧ୍ୟ ଅଛି । ତେଣୁ ଏହି ସମୟରେ ମାନସିକ ଚାପରେ ରହିବା ସ୍ୱାଭାବିକ । ଚାପ ଜୀବନକୁ ନଷ୍ଟ କରିଦିଏ ଏଥିରୁ ଦୂରେଇ ରହିବା ଭଲ ଏକଥା ତ…

ତିନି ଜିଲ୍ଲାରେ ସମ୍ପର୍କୀୟ ବଢ଼ାଇଛନ୍ତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଲାଗୁଛି କରୋନା ପଜେଟିଭ୍‌ କ୍ଷେତ୍ରରେ ପ୍ରତିଯୋଗିତା ଚାଲିଛି ରାଜ୍ୟର ତିନିଟି ଜିଲ୍ଲା ମଧ୍ୟରେ । ବାଲେଶ୍ୱର, ଭଦ୍ରକ ଓ ଯାଜପୁର । ଏହି ତିନି ଜିଲ୍ଲାରେ କୋଲକାତା ଲିଙ୍କ୍‌ଙ୍କ ପ୍ରବେଶ ଯୋଗୁଁ ଏବେ ସ୍ଥିତି ସଂଗୀନ ହେବାକୁ ବସିଛି । ଗତ କିଛି ଦିନ ହେଲା ଏହି ତିନି ଅଞ୍ଚଳରୁ ପଜେଟିଭ୍‌ଙ୍କ…

ଗଛ କାଟୁଛ, କ୍ଷୀର ଢାଳୁଛ କାହିଁକି ? ଏଇ କରୋନା ବେଳାରେ ଲୋକେ ତ ଖାଇବାକୁ ପାଉ ନାହାନ୍ତି

କରୋନା ଲକ୍‌ଡାଉନ୍‌ରେ ବନ୍ଧା ହୋଇଯାଇଛି ସାରା ଦେଶ । ମନ୍ତ୍ରୀ ଠୁ ଯନ୍ତ୍ରୀ, ଧନୀରୁ ଗରିବ ସମସ୍ତଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । ଫରକ ଏତିକି ଯେ ଯିଏ ସାଇତି ରଖିଛି କିମ୍ବା ଅଧିକ ଅର୍ଥ ପାଖରେ ଅଛି ସିଏ ଚଳି ଯାଉଛି ଆଉ ଯିଏ ଦାଣ୍ଡରୁ ଆଣିଲେ ହାଣ୍ଡିରେ ଫୁଟାଏ ତାକୁ ଅସୁବିଧା ହେଉଛି ।…