Browsing Tag

corona treatment

କରୋନାକୁ ରୋକିବ ଜଡିବୁଟ୍ଟି ଧୂପ, ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହେବା ପରେ ଦାବି

ବନାରସ ହିନ୍ଦୁ ୟୁନିଭରସିଟି ପ୍ରସ୍ତୁତ କରିଛି ଜଡିବୁଟ୍ଟି ଧୂପ । ଯେଉଁଥିରେ ମିଶିଛି ୧୯ପ୍ରକାର ଜଡିବୁଟ୍ଟି ଜାତୀୟ ପଦାର୍ଥ । କୁହାଯାଇଛି କି ଏହି ଧୂପ କରୋନା ଭଇରସ ସଂକ୍ରମଣକୁ ରୋକୁଛି । କିନ୍ତୁ ଏହା କିଭଳି କାମ କରୁଛି ? କଣ ଏହା ପଛର କାହାଣୀ ?ବର୍ତ୍ତମାନ ଚାରିଆଡେ କରୋନାକୁ ପ୍ରତିହତ…

ଟିକାକରଣ ପରେ ବି ବଢୁଛି ସଂକ୍ରମଣ, କାରଣ ଖୋଜିବା ପାଇଁ ଗଠନ ହେଲା ଏକ ବିଶେଷଜ୍ଞ କମିଟି

ଭୁବନେଶ୍ୱର(କେ ନ୍ୟୁଜ):  ଟିକାକରଣ ପରେ ବି ବଢୁଛି ସଂକ୍ରମିତ । କରୋନା ଟିକାର ଡବଲ୍‌ ଡୋଜ୍‌ ନେବା ପରେ ବି ସଂକ୍ରମିତ ହେଉଛନ୍ତି କେତେକ ବ୍ୟକ୍ତି। ଦୁଇ ଡୋଜ୍‌ ନେବା ପରେ କାହିଁକ ଓ କେମିତି ସଂକ୍ରମିତ ହେଉଛନ୍ତି ସେନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ…

କରୋନା ପାଇଁ ଭାଇରାଲ ହେଉଥିବା ଘରୋଇ ଉପାୟର ଜାଣନ୍ତୁ ସତ୍ୟତା

କରୋନାର ୨ୟ ଲହର ସମସ୍ତଙ୍କୁ ଡରାଇ ରଖିଛି । ଏଥିରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଅନେକ ମାତ୍ରାରେ ଜାଗୃତ ହୋଇପଡିଛି । ରୋଗୀଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଉଛନ୍ତି । ପ୍ରାୟ ଲୋକ ଏହାର ନିରାକରଣ ପାଇଁ ଅନେକ ଘରୋଇ ଉପାୟ ଆପଣାଉଛନ୍ତି । କିଛି ଉପାୟ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ…

ଶବ ଯେଉଁଠି କରୋନା ରୋଗୀଙ୍କ ଚିକିତ୍ସା ସେଇଠି, ମୁମ୍ବାଇର ଏକ ହସପିଟାଲରୁ ଆସିଲା ଆଉ ଏକ ଭିଡିଓ

ମୁମ୍ବାଇର ଏକ ହସ୍ପିଟାଲର ଛାତି ଥରା ଭିଡ଼ିଓ ଏବେ ସାମ୍ନାକୁ ଆସିଛି। ଆଶ୍ଚର୍ଯ୍ୟ କରାଉଥିବା ଏହି ଭିଡ଼ିଓରେ ଏକ ୱାର୍ଡ଼ରେ ଯେଉଁଠି ଏକାଧିକ ଶବ ରଖାଯାଇଛି ସେହିଠାରେ ହିଁ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା କରାଯାଉଛି। କେବଳ ଏତିକି ନୁହେଁ ଭିଡ଼ିଓରେ ଦେଖାଯାଉଛି ଯେ ରୋଗୀଙ୍କ ସମ୍ପର୍କୀୟ ମଧ୍ୟ…

ଦେଶରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ କଲେ ତାଲିକା, ୫୫ଟି ଜରୁରୀ ଔଷଧକୁ କଲେ ସାମିଲ

ଦେଶରେ କରୋନା ଭାଇରସକୁ ରୋକିବା ପାଇଁ କେନ୍ଦ୍ର ସରକାର ୫୫ଟି ଜରୁରୀ ଔଷଧ ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ଔଷଧଗୁଡିକୁ ସଂକ୍ରମିତ ଲୋକଙ୍କ ଚିକିତ୍ସା ପାଇଁ ଉପଯୋଗ କରାଯିବ। ତେବେ ICUରେ ହିଁ ଏଗୁଡିକର ସବୁଠୁ ଅଧିକ ଆବଶ୍ୟକତା ପଡିଥାଏ। ଦେଶରେ ଦିନକୁ ଦିନ ବଢି ଚାଲିଥିବା ସଂକ୍ରମିତଙ୍କ…

ଏହି ଦେଶୀ ଉପଚାର ଆପଣଙ୍କୁ କରୋନା ଭାଇରସ ଠାରୁ କରିବ ରକ୍ଷା, ଜାଣନ୍ତୁ କେମିତି

କରୋନା ଭାଇରସର ନାମ ଶୁଣିବା ପରେ ହିଁ ମନ ଭିତରେ ଭୟର ସଞ୍ଚାର ଖେଳିଯାଉଛି। କାହିଁକିନା ଏହି ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇ ୪୬୦୦ ରୁ ଅଧିକ ଲୋକଙ୍କର ମ୍ରୁତ୍ୟୁ ହୋଇସାରିଲାଣି। ସେହିପରି ଅଧା ଲକ୍ଷରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ଅଛନ୍ତି। ଏବେ ପଯ୍ୟର୍ନ୍ତ ଏହି ଜୀବନନାଶକ…