Browsing Tag

corona update in india

ଦେଶରେ ୯୦ ହଜାର ପାର ହେଲା ମୃତକ ସଂଖ୍ୟା, ୨୪ ଘଣ୍ଟାରେ ୧୦୮୫ ଜଣଙ୍କ ଜୀବନ ନେଲା କରୋନା

ଭାରତରେ ଏବେ ବି କରୋନା ମହାମାରୀ ପ୍ରଭାବ ଜାରି ରହିଛି । ପ୍ରତିଦିନ ହାରାହାରି ୮୦ ହଜାର ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ୮୩  ହଜାର ୩୪୭ ନୂଆ ମାମଲା ଚିହ୍ନଟ ହୋଇଥିବା…

କରୋନା ଅପଡ଼େଟ: ଦେଶରେ ଗତ ୨୪ ଘଣ୍ଟାରେ ୭୫୦୮୩ ନୂଆ ମାମଲା, ୧୦୫୩ ମୃତ

ଲଗାତାର କିଛି ଦିନ ଧରି ୯୦ହଜାରରୁ ଅଧିକ ଦୈନିକ ମାମଲା ଚିହ୍ନଟ ହେଉଥିବା ବେଳେ ଗତ ଦୁଇ ଦିନ ହେବ ଏହି ସଂଖ୍ୟାରେ କିଛିଟା ହ୍ରାସ ଘଟିଥିବା ନେଇ ରିପୋର୍ଟ ଆସିଛି । ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟାରେ କିଛିଟା ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ମଙ୍ଗଳବାର ଅର୍ଥାତ ଆଜି ଦେଶରେ ମୋଟ କରୋନା…

ଦେଶରେ କରୋନାକୁ ନେଇ ଆଶ୍ଵସ୍ତିକର ଖବର, ୯୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତ ସଂଖ୍ୟା

ନୂଆଦିଲ୍ଲୀ: ଲଗାତାର କିଛି ଦିନ ଧରି ଦେଶରେ କରୋନା ସଂକ୍ରମିତ ସଂଖ୍ୟା ବଢିଚାଲିଥିବା ବେଳେ ରବିବାର କିନ୍ତୁ ଏହି ସଂଖ୍ୟାରେ କିଛିଟା ହ୍ରାସ ଘଟିଥିବା ଜଣାଯାଇଛି । ଅନେକ ଦିନର ବ୍ୟବଧାନ ପରେ ରବିବାର ଦିନ ୯୦ ହଜାରରୁ କମ ସଂଖ୍ୟକ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟା ଭିତରେ ୮୬ ହଜାର ୯୬୧…

କରୋନା ଅପଡେଟ: ଗତ ୨୪ ଘଣ୍ଟାରେ ଦେଶରେ ୯୩ ହଜାର ୩୩୭ ନୂଆ ମାମଲା, ୧୨୪୭ ମୃତ

ଦେଶରେ କିଛି ଦିନ ହେବ କରୋନା ସଂକ୍ରମିତ ସଂଖ୍ୟା ଲଗାତାର ଭାବେ ବଢିଚାଲିଥିବା ବେଳେ ଶନିବାର କିନ୍ତୁ ଏହି ସଂଖ୍ୟାରେ କିଛିଟା ସ୍ଥିରତା ଆସିଥିବା ଲକ୍ଷ କରାଯାଇଛି । ଶନିବାର ୯୩ ହଜାର ୩୩୭ ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ କୋଭିଡ ଆକ୍ରାନ୍ତ ସଂଖ୍ୟା ୫୩ ଲକ୍ଷ ପାର ହୋଇଛି…

ଦେଶରେ ଲକ୍ଷେ ପାଖାପାଖି ଦୈନିକ ଆକ୍ରାନ୍ତ ସଂଖ୍ୟା, ୨୪ ଘଣ୍ଟାରେ ୯୭ ହଜାର ୮୯୪ ନୂଆ ମାମଲା, ୧୧୩୨ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ଭିତରେ ଦେଶରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୁଧବାର ୯୭ ହଜାର ୮୯୪ ନୂଆ ମାମଲା ସାମ୍ନାକୁ ଆସିଥିବା ଜଣାଯାଇଛି । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ୫୧ ଲକ୍ଷ ପାର କରିଯାଇଥିବା ନେଇ ରେକର୍ଡ ହୋଇଛି । ଆଉ ମଧ୍ୟ ମାତ୍ର ୧୧ଦିନ…

କରୋନା ଅପଡେଟ: ଦେଶରେ ଗତ ୨୪ ଘଣ୍ଟା ଭିତରେ ୧୨୦୧ ଜଣ ମୃତ, ୭୭ ହଜାର ପାର ହେଲା ମୃତ୍ୟୁସଂଖ୍ୟା

ଦେଶରେ ଲଗାତାର ତୃତୀୟ ଦିନ ପାଇଁ କରୋନା ସଂକ୍ରମିତ ସଂଖ୍ୟାରେ ବୃଦ୍ଧି ଘଟିଥିବା ଲକ୍ଷ କରାଯାଇଛି । ତୃତୀୟ ଦିନ ପାଇଁ ମାତ୍ର ଗୋଟିଏ ଦିନରେ ୯୫ ହଜାରରୁ ଅଧିକ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର ୯୭ ହଜାର ୫୭୦ ନୂଆ ମାମଲା ସମ୍ନାକୁ ଆସିଥିବା ବେଳେ ଏହାକୁ ମିଶାଇ ଦେଶରେ ମୋଟ…

ଦେଶରେ ୭୫ ହଜାର ପାର ହେଲା କରୋନା ମୃତ୍ୟୁସଂଖ୍ୟା, ଲକ୍ଷେରୁ କିଛି ଦୂର ଦୈନିକ ସଂକ୍ରମିତ ସଂଖ୍ୟା

ଦେଶରେ ପୁଣି ଥରେ କରୋନା ସଂକ୍ରମିତ ସଂଖ୍ୟାରେ ବୃଦ୍ଧି ଘଟିଥିବା ଜଣାଯାଇଛି । ଗୁରୁବାର ଗୋଟିଏ ଦିନରେ ହିଁ ୯୫,୭୩୫ ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୪୪ ଲକ୍ଷ ୬୫ ହଜାର ଅଧିକ ପାର ହୋଇଛି । ଗୋଟେ ପଟେ ସଂକ୍ରମିତ ହାର ବଢିଚାଲିଥିବା ବେଳେ ସୁସ୍ଥତା…

ଦେଶରେ ୪୩ ଲକ୍ଷ ପାର ହେଲା କରୋନା ଆକ୍ରାନ୍ତ ସଂଖ୍ୟା, ୨୪ ଘଣ୍ଟାରେ ୧୧୧୫ ଜଣଙ୍କ ମୃତ୍ୟୁ

ଦେଶରେ ଯେମିତି ଥୟ ଧରିବାର ନାଁ ଧରୁନି ମାରାତ୍ମକ କରୋନା ଭାଇରସ । ମଙ୍ଗଳବାର ସଂକ୍ରମିତ ସଂଖ୍ୟା କିଛିଟା କମିଥିଲେ ମଧ୍ୟ ଆଜି ଏହି ସଂଖ୍ୟା ପୁଣି ଥରେ ବଢିଥିବା ଲକ୍ଷ କରାଯାଇଛି । ଗତ ୨୪ ଘଣ୍ଟା ଭିତରେ ଦେଶରେ ୮୯ ହଜାର ୭୦୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋଭିଡ ଆକ୍ରାନ୍ତ ସଂଖ୍ୟା…

ଦେଶରେ ୨୪ ଘଣ୍ଟାରେ ୧୧୩୩ ଜୀବନ ନେଇଛି କରୋନା ଭାଇରସ୍

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଇଛି କରୋନା । ଗତ ୨୪ ଘଣ୍ଟାରେ ଦେଶରେ ୧୧୩୩ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ଦେଶର ମୃତ୍ୟୁ ସଂଖ୍ୟା ୭୨ ହଜାର ୭୭୫ରେ ପହଞ୍ଚିଥିବା ବେଳେ ଦେଶର ମୃତ୍ୟୁ ହାର ୧ ଦଶମକି ୭୦ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୭୫ ହଜାର ୮୦୯ ଜଣ କରୋନା…

ଦେଶରେ ୯୦ ହଜାର ପାର ହେଲା ଦୈନିକ ଆକ୍ରାନ୍ତ ସଂଖ୍ୟା, ୧୦୬୫ ଜଣଙ୍କର ଗଲା ଜୀବନ

ଦେଶରେ କରୋନା ସ୍ଥିତି ଦିନ କୁ ଦିନ ବିଗିଡ଼ିବାରେ ଲାଗିଛି । ପ୍ରଥମ ୮୫ ହଜାର ସଂକ୍ରମିତ ସଂଖ୍ୟା ଛୁଇଁବାକୁ ୧୦୭ ଦିନ ସମୟ ଲାଗିଥିବା ବେଳେ କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ସଦ୍ୟ ରିପୋର୍ଟ ଅନୁଯାୟୀ ମାତ୍ର ଗୋଟିଏ ଦିନରେ ହିଁ ୮୫ ହଜାର ଚିହ୍ନଟ ହୋଇଛନ୍ତି ।…

ଦେଶରେ ୪୦ ଲକ୍ଷ ପାର ହେଲା କରୋନା ଆକ୍ରାନ୍ତ ସଂଖ୍ୟା, ୭୦ ହଜାର ଛୁଇଁବ ମୃତ୍ୟୁସଂଖ୍ୟା

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୪୦ ଲକ୍ଷ ପାର କରିସାରିଛି । ୩୦ ଲକ୍ଷରୁ ୪୦ ଲକ୍ଷ ଛୁଇଁବା ପାଇଁ ୧୩ ଦିନର ସମୟ ଲାଗିଥିବା ଜଣାଯାଇଛି । ଅର୍ଥ ଗତ ୧୩ ଦିନ ଭିତରେ ପାଖାପାଖି ୧୦ଲକ୍ଷ ମାମଲା ସାମ୍ନାକୁ ଆସିଛି । କିନ୍ତୁ ଆଶ୍ଵସ୍ତିକର ବିଷୟ ଯେ, ଦେଶରେ…

ଗତ ୨୪ ଘଣ୍ଟାରେ ଦେଶରେ ୮୩ ହଜାର୮୮୩ ନୂଆ ପାକିଟିଭ କେସ, ୧୦୪୩ ଜଣ ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ମାମଲା ସାଢେ ୩୮ ଲକ୍ଷ ପାର କରିସାରିଲାଣି । ଗୁରୁବାର ଏପର୍ଯ୍ୟନ୍ତର ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ମାତ୍ର ୨୪ ଘଣ୍ଟା ଭିତରେ ୮୩୮୮୩ ନୂଆ ମାମଲା ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜାରି…