Browsing Tag

corona update in india

ଦେଶରେ କୋଟିଏରୁ ଅଳ୍ପ ଦୂର କରୋନା ସଂକ୍ରମିତ ସଂଖ୍ୟା, ସୁସ୍ଥ ହେଲେଣି ୯୪ .୫୬ ଲକ୍ଷ ରୋଗୀ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ଭିତରେ ୨୬ ହଜାର ୩୮୨ ନୂଆ ମାମଲା ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୯୯.୩୨ ଲକ୍ଷ ଛୁଇଁଛି । ଯେଉଁଥିରୁ ୯୪.୫୬ ଲକ୍ଷ ରୋଗୀ ଏବେ ସୁଦ୍ଧା ସୁସ୍ଥ ହୋଇସାରିଲେଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ବୁଧବାର ସକାଳେ ଜାରି ହୋଇଥିବା ରିପୋର୍ଟ…

ଗତ ୨୪ ଘଣ୍ଟା ଭିତରେ ୩୬ ହଜାର ୫୯୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ୫୪୦ ମୃତ

ନୂଆଦିଲ୍ଲୀ: ଦେଶରେ ୯୫ ଲକ୍ଷ ପାର ହେଲାଣି କୋଭିଡ ସଂକ୍ରମିତ ସଂଖ୍ୟା । ମୋଟ ରୂପରେ ଦେଖିଲେ ୯୫.୭୧ ଛୁଇଁଛି ଏହି ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ୩୬ ହଜାର ୫୯୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ୯୫ ଲକ୍ଷ ୭୧ ହଜାର ୫୫୯ ଛୁଇଁଛି ଏହି ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ…

ଦେଶରେ କମୁଛି କରୋନା ସଂକ୍ରମିତ ସଂଖ୍ୟା: ଗତ ୨୪ ଘଣ୍ଟା ଭିତରେ ୩୬ ହଜାର ୬୦୪ ଜଣ ନୂଆ ସଂକ୍ରମିତ ଚିହ୍ନଟ, ୫୦୧ ମୃତ

ନୂଆଦିଲ୍ଲୀ:  ଦିନ କୁ ଦିନ କମିଚାଲିଛି ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ୩୬ ହଜାର ୬୦୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ମୋଟ ସଂକ୍ରମିତ ସଂଖ୍ୟା ୯୫ ଲକ୍ଷକୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ଭିତରେ ୫୦୧ ଜଣଙ୍କ ଜୀବନ ନେଇଛି ଏହି ମାରାତ୍ମକ…

ଆଜି ଦେଶରୁ ୩୧ ହଜାର ୧୧୮ ନୂଆ ପଜିଟିଭ କେସ, ୪୮୨ ଜଣଙ୍କର ନେଲା ଜୀବନ

ରାଜ୍ୟ ସହ ଦେଶରେ ବି ଦିନ କୁ ଦିନ କମି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା ଦେଶରେ କମୁଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ଦେଶର ଵିଭିନ୍ନ ସ୍ଥାନରୁ ୩୧ ହଜାର ୧୧୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୮୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ…

ଦେଶରେ ପୁଣି ଥରେ ମୁଣ୍ଡ ଟେକିଲା କରୋନା, ଗତ ୨୪ ଘଣ୍ଟା ଭିତରେ ୪୩ ହଜାର ୦୮୨ ନୂଆ ଆକ୍ରାନ୍ତ

ଦେଶରେ କରୋନା ମାମଲା ପୁଣି ଥରେ ମୁଣ୍ଡ ଟେକିଛି । ଗତ ୨୪ ଘଣ୍ଟା ଭିତରେ ଦେଶରେ ୪୩ ହଜାର ୦୮୨ ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଏହାକୁ ମିଶାଇ ସଂକ୍ରମିତ ସଂଖ୍ୟା ୯୩.୦୯ ଲକ୍ଷ ଛୁଇଁଥିବା ନେଇ ଜଣାଯାଇଛି । ଏହା ମଧ୍ୟରୁ ୮୭ ଲକ୍ଷ ୧୮ ହଜାର ୫୧୭ ଜଣ ସଂକ୍ରମଣ ମୁକ୍ତ ହୋଇ ସୁସ୍ଥତା ଲାଭ…

ଦେଶରେ ୯୨ ଲକ୍ଷ ପାର ହେଲା ସଂକ୍ରମିତ ସଂଖ୍ୟା, ଗୋଟିଏ ଦିନରେ ୪୪ ହଜାର ୩୭୬ ନୂଆ ପଜିଟିଭ କେସ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ହରାଇବାରେ ଲାଗିଛି । ଲଗାତାର କିଛି ଦିନ ଦୈନିକ ଆକ୍ରାନ୍ତ ସଂଖ୍ୟା କମି ଥିବା ବେଳେ ପୁଣି ଥରେ ବୃଦ୍ଧି ଘଟିଥିବା ନେଇ ଲକ୍ଷ କରାଯାଇଛି । ଗତ ୨୪ ଘଣ୍ଟା ଭିତରେ ୪୪ ହଜାର ୩୭୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ…

ନିୟନ୍ତ୍ରଣ ହରାଉଛି ଦିଲ୍ଲୀ କରୋନା ସ୍ଥିତି, ପ୍ରତି ଘଣ୍ଟାରେ ଜୀବନ ହାରୁଛନ୍ତି ୫ ଜଣ

ନୂଆଦିଲ୍ଲୀ: ଦେଶରେ ୨୪ଘଣ୍ଟା ମଧ୍ୟରେ ୩୭ହଜାର ୯୭୫ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୯୧ଲକ୍ଷ ୭୭ ହଜାର ୮୪୧ରେ ପହଞ୍ଚିଛି। ସେପଟେ ଏଯାବତ ମୃତ୍ୟୁସଂଖ୍ୟା ୧ଲକ୍ଷ ୩୪ହଜାର ୨୧୮ରେ ପହଞ୍ଚିଛି। ବର୍ତ୍ତମାନ ଚିନ୍ତାଜନକ ସ୍ଥିତିରେ ଅଛି ରାଜଧାନୀ ଦିଲ୍ଲୀ ବାୟୁ…

ଦେଶରେ ଗତ ୨୪ ଘଣ୍ଟା ଭିତରେ ୪୬ ହଜାର ୨୩୨ ଜଣ ନୂଆ ସଂକ୍ରମିତ ଚିହ୍ନଟ, ୫୬୪ ମୃତ

ନୂଆଦିଲ୍ଲୀ: କିଛି ଦିନ ହେବ କରୋନା ସଂକ୍ରମିତ ସଂଖ୍ୟା କମି ଥିବା ବେଳେ ଏବେ ପୁଣି ଥରେ ଏହି ସଂଖ୍ୟାରେ ବୃଦ୍ଧି ଘଟିଥିବା ନେଇ ଲକ୍ଷ କରାଯାଇଛି । ଗତ ୨୪ ଘଣ୍ଟାରେ ୪୬ ହଜାର ୨୩୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ଗତକାଲି ୯୦ ଲକ୍ଷ ପାର ହୋଇଯାଇଛି ।…

ଦେଶରେ ୯୦ ଲକ୍ଷ ପାର ହେଲା ସଂକ୍ରମିତ ସଂଖ୍ୟା, ଗତ ୨୪ ଘଣ୍ଟାରେ ୪୫ ହଜାର ୮୮୨ ନୂଆ ପଜିଟିଭ କେସ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟାରେ ପୁଣି ଥରେ ବୃଦ୍ଧି ଘଟିଥିବା ନେଇ ଲକ୍ଷ କରାଯାଇଛି । ଗତ କିଛି ଦିନ ହେବ ଏହି ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ଗତ ୨୪ ଘଣ୍ଟା ଭିତରେ ପୁଣି ଥରେ ବଢିଛି ଏହି ସଂଖ୍ୟା । ଗୋଟିଏ ଦିନରେ ୪୫ ହଜାର ୮୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା…

ଦେଶରେ ପୁଣି ୪୫ ହଜାର ଡେଇଁଲା କରୋନା ସଂକ୍ରମିତ ସଂଖ୍ୟା, ନିୟନ୍ତ୍ରଣ ବାହାରେ ଦିଲ୍ଲୀ ସ୍ଥିତି

ଦିଲ୍ଲୀରେ ଦିନ କୁ ଦିନ ସାଂଘାତିକ ହେବାରେ ଲାଗିଛି କରୋନା ସ୍ଥିତି । ବଢ଼ିବାରେ ଲାଗିଛି ଦୈନିକ ସଂକ୍ରମଣ ସଂଖ୍ୟା । ଏହା ସହ ଯାଉଛି ଲୋକଙ୍କ ଜୀବନ । ଗତ ୨୪ ଘଣ୍ଟାରେ ସର୍ବାଧିକ ୧୩୧ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ଦିଲ୍ଲୀରେ କରୋନା ମୃତ୍ୟୁ ସଂଖ୍ୟା ୭ ହଜାର ୯୪୩କୁ ବୃଦ୍ଧି ପାଇଛି । ଏହା…

ଦେଶରେ ପୁଣି ବଢ଼ିଲା ଆକ୍ରାନ୍ତ ସଂଖ୍ୟା, ଗତ ୨୪ ଘଣ୍ଟାରେ ୩୮ ହଜାର ୬୧୭ ନୂଆ ପଜିଟିଭ କେସ, ଗଲା ୪୭୪ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟାରେ ପୁଣି ଥରେ ବୃଦ୍ଧି ଘଟିଛି । ସୋମବାର ଦିନ ୩୦ ହଜାରରୁ କମ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ଭିତରେ ୩୮ ହଜାର ୬୧୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସଂକ୍ରମିତ ସଂଖ୍ୟା ୮୯ ଲକ୍ଷ ପାର ହୋଇଛି…

୧୨୫ ଦିନ ପରେ ଦେଶରେ ୩୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତ ସଂଖ୍ୟା, ୫୦୦ ରୁ କମ ରହିଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଧୀରେ ଧୀରେ ଦେଶରୁ ହଟାଉଛି କରୋନା ।  ଦେଶରେ ଦୈନିକ ଆକ୍ରାନ୍ତ ସଂଖ୍ୟା ଖୁବ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି ।  ଗତ ୨୪ ଘଣ୍ଟା ଭିତରେ ଦେଶର ବିଭିନ୍ନ ପ୍ରାନ୍ତରେ ୨୯ ହଜାର ୧୬୪ ନୂଆ ମାମଲା ଚିହ୍ନଟ ହୋଇଛନ୍ତି ।  କହିରଖିବା ଉଚିତ ହେବକି ଦୀର୍ଘ ୧୨୫ ଦିନର ବ୍ୟବଧାନ ପରେ…