Browsing Tag

corona update in odisha

କମିଛି ଦୈନିକ ସଂକ୍ରମଣ : ଗତ ୨୪ ଘଣ୍ଟାରେ ୧୨୦୮ ନୂଆ କେସ୍‌,କେବଳ ଖୋର୍ଦ୍ଧା ଜିଲ୍ଲା ରେଡ୍‌ ଜୋନରେ

ଭୁବନେଶ୍ୱର :  ଦେଶ ତୁଳନାରେ ରାଜ୍ୟରେ କରୋନା ସ୍ଥିତି ଭଲ ରହିଛି । କମିବାରେ ଲାଗିଛି ଦୈନିକ ସଂକ୍ରମଣ ହାର । ଗତକାଲି ୧୩୦୦ରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୧ ହଜାର ୨୦୮ ନୂଆ କେସ୍ ଆସିଛି। ୩୦ ଜିଲ୍ଲାରେ ପଜିଟିଭ୍ ରେଟ୍ ୫ ପ୍ରତିଶତ ତଳେ ରହିଛି। ଆକ୍ଟିଭ୍ କେସ୍…

ଆଜି ରାଜ୍ଯରେ ୧୯୨୭ ପଜିଟିଭ ଚିହ୍ନଟ, ସର୍ବାଧିକ ୬୯ ଆକ୍ରାନ୍ତ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ପୁଣି ୨ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ହଜାର ୯୨୭ ପଜିଟିଭ୍‌ ଚିହ୍ନଟ । ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୨.୬୭ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୯୫ ପ୍ରତିଶତ । ୨୪ ଘଣ୍ଟାରେ…

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୯ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର(କେ ନ୍ୟୁଜ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୯ ଜଣଙ୍କ ଜୀବନ ନେଲା କରୋନା | ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ | ଆଜିର ଅପଡେଟକୁ ମିଶାଇ ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୩୪୭୧କୁ ବୃଦ୍ଧି ପାଇଛି | 21.A 60 years old Female…

ଆଜି ରାଜ୍ୟରେ ୧୧ ହଜାର ୪୯୮ ଜଣ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜ୍ୟରେ ୧୧ ହଜାର ୪୯୮ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୪୩୯ ଜଣ କ୍ଵାରେଣ୍ଟୀନରେ ଥିବା ବେଳେ ୫୦୫୯ ଜଣ ଲୋକାଲ କଣ୍ଟକଟରେ ଆସି ଆକ୍ରାନ୍ତ ହୋଇଛନ୍ତି । ଏଯାବତ ରାଜ୍ୟରେ ୧ କୋଟି ୧୧ ଲକ୍ଷ ୧୮ ହଜାର ୯୮୪ ଟି ଟେଷ୍ଟ କରାଯାଇଥିବା ବେଳେ ସେ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୨୮ ଜଣ କରୋନା ଆକ୍ରାନ୍ତ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର: ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୨୮ ଜଣ କରୋନା ଆକ୍ରାନ୍ତ | ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩ ଲକ୍ଷ ୨୯ ହଜାର ୫୪୬ କୁ ବୃଦ୍ଧି ପାଇଛି | ସୁସ୍ଥଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩୯ ଜଣ ଥିବା ବେଳେ ଅନୁଗୁଳରୁ ଅଛନ୍ତି ୨୩ ଜଣ | ଯେବେକି ଷ୍ଟେଟ ପୁଲରୁ ୫ ଜଣ ସୁସ୍ଥ ହୋଇ…

ରାଜ୍ୟରେ ୧୯୮ ଜଣ ନୂଆ ପଜିଟିଭ ଚିହ୍ନଟ, ଅନୁଗୁଳରୁ ସର୍ବାଧିକ

ଭୁବନେଶ୍ୱର(କେ ନ୍ୟୁଜ): ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୯୮ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେବେକି ୨ ଜଣଙ୍କ ମୃତ୍ୟୁ ହୋଇଛି । ଏମଧ୍ୟରୁ ୧୧୫ ଜଣ କ୍ଵାରେଣ୍ଟୀନ ସେଣ୍ଟରର ହୋଇଥିବା ବେଳେ ୮୩ ଜଣ ଲୋକାଲ କଣ୍ଟକଟର ବୋଲି ଜଣାଯାଇଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ…

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୪୫ ନୂଆ ପଜିଟିଭ କେସ, ଜୀବନ ହାରିଲେ ୩ ଆକ୍ରାନ୍ତ

 ଭୁବନେଶ୍ୱର (କେ ନ୍ୟୁଜ); ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୪୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମଧ୍ୟରୁ ୧୩୯ ଜଣ କୱାରେଣ୍ଟିନ ସେଣ୍ଟରର ଥିବା ବେଳେ ଲୋକାଲ କଣ୍ଟକଟରୁ ଅଛନ୍ତି ୧୦୬ ଜଣ । ଆଜିର ଚିହ୍ନଟଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୩୫ ଜଣ ଥିବା ବେଳେ ୩୨ ଜଣଙ୍କ ସହ ଦ୍ଵିତୀୟ…

ରାଜ୍ୟରେ ଆଉ ୩୨୫ ନୂଆ ପଜିଟିଭ କେଶ, ଜୀବନ ହାରିଲେ ୩ ଆକ୍ରାନ୍ତ

ଭୁବନେଶ୍ୱର(କେ ନ୍ୟୁଜ):  ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୨୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୩ ଲକ୍ଷ ୨୭ ହଜାର ୮୬୭ କୁ ବୃଦ୍ଧି ପାଇଛି । କହିରଖିବା ଉଚିତ ହେବକି ଏଯାବତ ରାଜ୍ୟରେ ୬ କୋଟି ୭୭ ଲକ୍ଷ ୧୦୪ଟି ନମୁନା ପରୀକ୍ଷଣ…

ଗତ ୨୪ ଘଣ୍ଟାରେ ସୁସ୍ଥ ହେଲେ ୩୬୨ ଜଣ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ଭିତରେ ୩୬୨ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ରିପୋର୍ଟ ଆସିଛି ।  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଜାରି ହୋଇଥିବା ରିପୋର୍ଟରୁ ଏହା ଜଣାଯାଇଛି ।  ଆଜିର ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ରାଜ୍ୟରେ ଏଯାବତ ସୁସ୍ଥ ହୋଇଥିବା ମୋଟ ସଂଖ୍ୟା ୩ ଲକ୍ଷ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୩୬୩ ଆକ୍ରାନ୍ତ, ସୁନ୍ଦରଗଡରୁ ସର୍ବାଧିକ

ଗତ ୨୪ ଘଣ୍ଟା ଭିତରେ ୩୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରିପୋର୍ଟ ଆସିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩ ଲକ୍ଷ ୨୦ ହଜାର ୯୪୭କୁ ବୃଦ୍ଧି ପାଇଥିବା ଜଣାଯାଇଛି । ଆଜିର ତାଲିକାରେ ୬୬ ସୁସ୍ଥଙ୍କ ସହ ଟପରେ ସୁନ୍ଦରଗଡ ଥିବା ବେଳେ ୪୬ ଜଣଙ୍କ ଦ୍ଵିତୀୟ ସ୍ଥାନରେ ଅଛି…