ଆଜି ରାଜ୍ୟରେ ସର୍ବାଧିକ ୨୨୫ ଟି କରୋନା ପଜିଟିଭ ଚିହ୍ନଟ, ୩୭୨୩ ଛୁଇଁଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର: ଆଜି ରାଜ୍ୟରେ ସର୍ବାଧିକ ୨୨୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ ଛୁଇଁଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ଏମାନଙ୍କ ମଧ୍ୟରୁ ୧୯୬ ଜଣ କ୍ଵାରିଣ୍ଟିଂନ ସେଣ୍ଟରର ଥିବା ବେଳେ ବାକି ୨୯…