Browsing Tag

corona update news

ରାଜ୍ୟରେ ଗତ ୨୪ ଘଣ୍ଟାରେ ବାହାରିଲେ ୧୦ହଜାର ୩୨୧ ପଜିଟିଭ୍

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ଆଜି ସାମାନ୍ୟ କମିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୧୦ହଜାର ୩୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୧୦ହଜାର ୭୫୭ । ଗୋଟିଏ ଦିନ ପରେ ଖୋର୍ଦ୍ଧାରେ ପୁଣି ବଢିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ୯୦୯ ଜଣ ପଜିଟିଭ୍‌…

ରାଜଧାନୀରେ ଆଜି ୮୦୯ ନୂଆ ପଜିଟିଭ, ସୁସ୍ଥ ହେଲେ ୫୯୮

ଭୁବନେଶ୍ୱର(କେ ନ୍ୟୁଜ):  ଆଜି ରାଜଧାନୀ ଭୁବନେଶ୍ୱରରୁ ୮୦୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମଧ୍ୟରୁ ୧୧୯ ଜଣ କ୍ଵାରେଣ୍ଟାଇନରେ ଥିବା ବେଳେ ୧୧୯ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାଯାଇଛି । ଏନେଇ ଟ୍ୱିଟରରେ ସୂଚନା ଦେଇଛନ୍ତି ବିଏମ୍ସି କତ୍ତୃପକ୍ଷ ।…

ଆଜି ରାଜ୍ୟରେ ୩୦୬୭ କରୋନା ପଜିଟିଭ୍‌ ଚିହ୍ନଟ, ଗଲା ଆଉ ୧୫ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୦୬୭ କରୋନା ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୧୮୦୯ ଓ ଲୋକାଲ କେସ୍‌ ରହିଛି ୧୨୫୮। ଖୋର୍ଦ୍ଧା ଜିଲ୍ଲାରୁ ଆଜି ମଧ୍ୟ ସର୍ବାଧିକ ୫୫୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ସଂକ୍ରମଣରେ ଗଞ୍ଜାମକୁ ଟପିଲା କଟକ । କଟକରୁ ୨୩୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।…

ଆଜି ରାଜ୍ଯରେ ସର୍ବାଧିକ ୪୩୫୬ କରୋନା ପଜିଟିଭ୍ ଚିହ୍ନଟ: ଖୋର୍ଦ୍ଧାରୁ ୯୦୨ ଆକ୍ରାନ୍ତ, ଗଲା ୧୬ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଜି ୪୩୫୬ କରୋନା ପଜିଟିଭ୍‌ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୨୫୨୯ ଓ ଲୋକାଲ କେସ୍‌ ରହିଛି ୧୮୨୭। ପୁଣି ଖୋର୍ଦ୍ଧାରୁ ସର୍ବାଧିକ ୯୦୨ ଆକ୍ରାନ୍ତ ଚିହ୍ନଟ । ଦ୍ୱିତୀୟରେ ରହିଛି କଟକ । ଦିନକରେ କଟକ ଜିଲ୍ଲାରୁ ୪୦୯ ନୂଆ କେସ୍‌ ସାମ୍ନାକୁ ଆସିଛି । ନୂଆ ଆକ୍ରାନ୍ତଙ୍କୁ…

ଆଜି ରାଜ୍ଯରେ ୩୯୯୬ କରୋନା ପଜିଟିଭ୍ ଚିହ୍ନଟ, ଛଅ ଶହ ଟପିଲା ମୋଟ୍ ମୃତ୍ୟୁ ସଂଖ୍ଯା

ଭୁବନେଶ୍ବର: ଆଜି ରାଜ୍ଯରେ ୩୯୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୩୫୯ ଏବଂ ଲୋକାଲ୍ କେସରୁ ୧୬୩୭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୪୩,୧୧୭ ରେ ପହଁଚିଛି। ଏମାନଙ୍କ ୧,୦୮,୦୦୧ ସୁସ୍ଥ ହୋଇ…

ବିଶ୍ୱରେ କୋରନା ମୃତ୍ୟୁ ସଂଖ୍ୟା ୯ ଲକ୍ଷ ପାର୍, ୭୦ ଲକ୍ଷ ଉପରେ ଆକ୍ଟିଭ କେସ୍

ନୂଆଦିଲ୍ଲୀ: ବିଶ୍ୱରେ କୋରନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ୯ ଲକ୍ଷ ଅତିକ୍ରମ କରିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୩ ଲକ୍ଷ ରହିଥିବା ବେଳେ ୨ କୋଟି ସୁସ୍ଥ ହୋଇସାରିଲେଣି । ବର୍ତ୍ତମାନ ସାରା ବିଶ୍ୱରେ ୭୦ ଲକ୍ଷ ଆକ୍ଟିଭ କେସ ରହିଛି । ବିଶ୍ୱ କୋରନା ଗ୍ରାଫରେ ଆମେରିକା ୧ ନମ୍ବରରେ…

ଅକ୍ଟୋବର-ନଭେମ୍ବର ସୁଦ୍ଧା ଆମେରିକାରେ ବଣ୍ଟନ ପାଇଁ ପ୍ରସ୍ତୁତ ହୋଇପାରେ କରୋନା ଟିକା

ଆମେରିକା: ଅକ୍ଟୋବର-ନଭେମ୍ବର ସୁଦ୍ଧା ଆମେରିକାରେ ବଣ୍ଟନ ପାଇଁ ପ୍ରସ୍ତୁତ ହୋଇପାରେ କରୋନା ଟିକା । ବଣ୍ଟନ ପାଇଁ ପ୍ରସ୍ତୁତ ରହିବାକୁ ବିଭିନ୍ନ ରାଜ୍ୟର ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ କହିଛି, ଆମେରିକାର ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ, ସିଡିସି । ପ୍ରଥମେ…

ରାଜ୍ଯରେ ଆଜି ସର୍ବାଧିକ ୧୯୮୧ କରୋନା ପଜିଟିଭ୍ ଚିହ୍ନଟ, ୯ ଜଣଙ୍କ ନେଲା ଜୀବନ ମାରାତ୍ମକ ଭାଇରସ୍

ଭୁବନେଶ୍ବର: ରାଜ୍ଯରେ ରେକର୍ଡ ଉପରେ ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା ଭାଇରସ୍ । ଆଜି ସର୍ବାଧିକ ୧୯୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୩୦ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୨୨୫ ଏବଂ ଲୋକାଲ୍…

ଆଜି ରାଜ୍ଯରେ ୧୬୪୩ କରୋନା ପଜିଟିଭ୍ ଚିହ୍ନଟ: ଗଞ୍ଜାମ ଓ  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୪ ସଂକ୍ରମିତ

ଭୁବନେଶ୍ବର: ରାଜ୍ଯରେ ଆଜି ୧୬୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୦୧୮ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ଲୋକାଲ କେସ୍ ରୁ ୬୨୫ ଜଣ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୨୮ଟି ଜିଲ୍ଲାରୁ ଏହି ସମସ୍ତ ନୂଆ…

କରୋନାରେ ମୃତ ୨ସାମ୍ବାଦିକଙ୍କୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପରିବାରକୁ ମିଳିବ ୧୫ଲକ୍ଷ ଟଙ୍କା

ଭୁବନେଶ୍ବର : କରୋନାରେ ମୃତ ୨ ଜଣ ସାମ୍ବାଦିକଙ୍କୁ ସହାୟତା ଘୋଷଣା । ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିବ ୧୫ଲକ୍ଷ ଟଙ୍କା । ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ରାଜ୍ୟ ସରକାରଙ୍କ ମିଡିଆ ପରାମର୍ଶଦାତା ମାନସ ମଙ୍ଗରାଜ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । କରୋନାର ରାଜ୍ୟରେ ଦୁଇ ଜଣ…

ଶନିବାର ଓ ରବିବାର ସଟ୍‌ଡାଉନ ନେଇ SRCଙ୍କ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି, ଏହି ସବୁ ସେବାକୁ ମିଳିବ ଅନୁମତି

ଭୁବନେଶ୍ବର: ଜୁନ୍‌ ମାସ ପାଇଁ ଗତ ୧ ତାରିଖରୁ ରାଜ୍ୟ ସରକାର ଜାରି କରିଥିବା ସଟ୍‌ଡାଉନ୍ କଟକଣାରେ କିଛିଟା ପରିବର୍ତ୍ତନ ଆସିଛି। ଏ ବାବଦରେ ଗତକାଲି ସ୍ବତନ୍ତ୍ର ରିଲିଫ୍ କମିସନର୍‌ଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ଜାରି କରାଯାଇଛି।  ସଟ୍‌ଡାଉନ୍ କଟକଣାରେ ନିମ୍ନ ଲିଖିତ କାର୍ଯ୍ୟକଳାପ ସବୁକୁ…

ରାଜ୍ଯରେ ଆଉ ୧୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୨୨୪୫କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ଆଉ ୧୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ। ଏହାକୁ ମିଶାଇ ରାଜ୍ଯରେ ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୨୨୪୫କୁ ବୃଦ୍ଧି ପାଇଛି । ଏହି ନୂଆ ସଂକ୍ରମିତଙ୍କ ଭିତରୁ ୧୧୦ଜଣ କ୍ବାରେଣ୍ଟାଇନରେ ଥିବାବେଳେ, ୩୧ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବାନେଇ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ…