ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୪୧୫୯ ଜଣ ହେଲେ ସୁସ୍ଥ
ଭୁବନେଶ୍ୱର(କେ ନ୍ୟୁଜ): ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୪୧୫୯ ଜଣ ସୁସ୍ଥ ହୋଇଥିବା ନେଇ ରିପୋର୍ଟ ମିଳିଛି | ଏହାକୁ ମିଶାଇ ଏଯାବତ ରାଜ୍ୟରେ ୮ ଲକ୍ଷ ୪୮ ହଜାର ୯୬୦ ଜଣ ସୁସ୍ଥ ହୋଇଥିବା ନେଇ ଜଣାଯାଇଛି |
Another 4159 Covid patients have recovered and are being discharged on…