Browsing Tag

corona update

ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ପଜିଟିଭ୍‌, ଗତ ୨୪ ଘଣ୍ଟାରେ ଦେଢ ଲକ୍ଷ ଚିହ୍ନଟ

ନୂଆଦିଲ୍ଲୀ : ରେକର୍ଡ ଭାଙ୍ଗୁଛି କରୋନା । ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ଜାରି ରହିଛି । ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦେଢ ଲକ୍ଷ ଟପିଲା ଦୈନିକ ସଂକ୍ରମଣ। ଆଜି ୧ଲକ୍ଷ ୫୨ହଜାର ୮୭୯ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ…

କରୋନା ବଢାଇଲା ରାଜଧାନୀ ଚିନ୍ତା, ମହାରାଷ୍ଟ୍ର ପରେ ଦିଲ୍ଲୀରେ ଆଜିଠାରୁ ଲାଗୁ ହେଉଛି ନାଇଟ କର୍ଫ୍ଯୁ

କରୋନା ସଂକମ୍ରଣର ଦ୍ବିତୀୟ ଲହରୀ ବେଶ ଘାତକ ହେବାରେ ଲାଗିଛି। କରୋନା ସଂକ୍ରମିତଙ୍କ ସଂଖ୍ଯା ଦିନକୁ ଦିନ ବଢିବାରେ ଲାଗିଛି। ମୁମ୍ବାଇ ପରେ ରାଜଧାନୀ ଦିଲ୍ଲୀର ଅବସ୍ଥା ଚିନ୍ତାଜନକ ହେଲାଣି। ଲୋକଙ୍କୁ କୋଭିଡ ଗାଇଡ ଲାଇନ ସଠିକ୍ ଭାବେ ପାଳନ କରିବା ପାଇଁ ଅପିଲ କରାଯାଇଛି। କିନ୍ତୁ ଲୋକେ ଏହାକୁ…

ଲଗାତର ତିନି ଦିନ ଧରି ୧୦୦ ପାର୍‌ କରୁଛି କରୋନା, ଆଜି ରାଜ୍ୟରେ ୧୧୩ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟରେ ଲାଗାତାର ୩ୟ ଦିନରେ ୧୦୦ ଉପରେ କରୋନା ଆକ୍ରାନ୍ତ। ଆଉ ୧୧୩ ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୬୭, ଲୋକାଲ କେସ୍‌ ରହିଛି ୪୬। ସୁନ୍ଦରଗଡ଼ରୁ ସର୍ବାଧିକ ୨୦ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଟକରୁ ୧୭, ଖୋର୍ଦ୍ଧାରୁ ୧୪ ଓ ମୟୂରଭଞ୍ଜରୁ ୧୧ ଜଣ…

ବୋଲ ମାନୁନି କରୋନା ପୁଣି ବଢ଼ୁଛି ସଂକ୍ରମଣ, ଜାଣନ୍ତୁ ଦେଶର କରୋନା ଅପଡେଟ୍‌

ନୂଆଦିଲ୍ଲୀ : ଦେଶରେ ଗତ ବର୍ଷେ ଧରି କରୋନା ଭାଇରସର ପ୍ରକୋପ ଜାରି ରହିଛି। କିଛି ଦିନ ଲୋକଙ୍କୁ ସାମାନ୍ୟ ଆସ୍ୱସ୍ତି ମିଳିଥିବାବେଳେ ଏବେ ପୁଣି ଥରେ କରୋନାର ନୂଆ ସଂକ୍ରମଣ ମୁଣ୍ଡବ୍ୟଥାର କାରଣ ସାଜିଲାଣି। ଗତ କିଛି ଦିନ ଧରି କରୋନାର ଦୈନିକ ମାମଲା ବଢ଼ି ବଢ଼ି ଚାଲିଛି। ଦେଶରେ ଗତ ୨୪ ଘଣ୍ଟାରେ…

ଆଜି ରାଜ୍ୟରେ ଚିହ୍ନଟ ହେଲେ ୭୫ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହେଲେ ୭୫ ଜଣ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୪୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ହଜାର ୩୯୭କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି…

ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର(କେ ନ୍ୟୁଜ): ଗତ ୨୪ ଘଣ୍ଟା ଭିତରେ ୨୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରିପୋର୍ଟ ଆସିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩ ଲକ୍ଷ ୨୮ ହଜାର ୪୩ କୁ ବୃଦ୍ଧି । ଏମଧ୍ୟରୁ ସମ୍ବଲପୁରରୁ ୩୫ ଜଣ ଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୩୧ ଜଣ ଥିବା ଜଣାଯାଇଛି ।…

ଆଜି ରାଜଧାନୀରୁ ୩୧ ଜଣ ନୂଆ ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୪୦ ଆକ୍ରାନ୍ତ

ଭୁବନେଶ୍ୱର (କେନ୍ୟୁଜ୍‌) : ଆଜି ରାଜଧାନୀ ଭୁବନେଶ୍ୱରରୁ ୩୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସହରରେ ମୋଟ ପଜିଟିଭ ସଂଖ୍ୟା ୩୦ ହଜାର ୯୨୬କୁ ବୃଦ୍ଧି ପାଇଛି । ସୂଚନା ମୁତାବକ ବର୍ତ୍ତମାନ ସମୟରେ ୩୬୬ଟି ଆକ୍ଟିଭ କେସ ରହିଛି । କରୋନାରେ ଆକ୍ରାନ୍ତ ହୋଇ ଏଯାବତ ୨୨୫ ଜଣଙ୍କ…

ଦେଶରେ କମୁଛି କରୋନା ଆକ୍ରାନ୍ତ ସଂଖ୍ୟା, ଜାଣନ୍ତୁ ଏବେ ପର୍ଯ୍ୟନ୍ତ କେତେ ଜଣ ହୋଇଛନ୍ତି ଆକ୍ରାନ୍ତ ଏବଂ ସୁସ୍ଥ

ନୂଆଦିଲ୍ଲୀ : ଦେଶରେ ନିୟମିତଭାବେ କମିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ ୪୩,୮୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୫୦୮ ଜଣ ମୃତ୍ୟୁବରଣ କରିଛନ୍ତି । ଏହା ଫଳରେ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୦ ଲକ୍ଷରେ ପହଁଚିଛି। ଭାରତରେ ମୋଟ ସଂକ୍ରମିତ…

ଧୀରେ ଧୀରେ କମୁଛି କରୋନାର ପ୍ରକୋପ, ଜାଣନ୍ତୁ ଦେଶରେ ଗୋଟିଏ ଦିନରେ କେତେ ଜଣ ହେଲେ ଆକ୍ରାନ୍ତ

ନୂଆଦିଲ୍ଲୀ : ଓଡିଶା ସମେତ ଦେଶରେ ମଧ୍ୟ କରୋନାର ପ୍ରକୋପ କମି କମି ଯାଉଛି। ଗତ ୨୪ ଘଣ୍ଟାରେ ୪୫ ହଜାର ୧୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଲକ୍ଷ ୯ ହଜାର ୯୬୦ରେ ପହଁଚିଛି। ସେହପରି ଗତ ୨୪ ଘଣ୍ଟାରେ ୪୮୦ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା।…

୭୫ ଲକ୍ଷ ଟପିଲା ଦେଶର କରୋନା ଆକ୍ରାନ୍ତ ସଂଖ୍ୟା

ଦେଶରେ ୭୫ ଲକ୍ଷ ଟପିଲା କରୋନା ସଂକ୍ରମଣ। ଭାରତରେ ଗୋଟିଏ ଦିନରେ ୫୫,୭୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମଗ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଲକ୍ଷ ୫୦ ହଜାର ୨୭୩ରେ ପହଂଚିଛି । ସେହିପରି ଗତ ୨୪ ଘଣ୍ଟାରେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୭୯ରେ ପହଞ୍ଚିଥିବା ବେଳେ…

ଆଜି ଭୁବନେଶ୍ୱରରେ ୩୧୯ ନୂଆ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ୩୧୫

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରୁ ଆଜି ୩୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୯୨ କ୍ବରେଣ୍ଟାଇନ ଓ ୨୨୭ଜଣ ଲୋକାଲ କଣ୍ଟାକ୍ଟ କେସରୁ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ବିଟ ଜରିଆରେ ଏହି ସୂଚନା ଦେଇଛି ବିଏମସି । ଅନ୍ୟ ପକ୍ଷରେ ଭୁବନେଶ୍ୱରରୁ ଆଜି ୩୧୫ଜଣ କରୋନା ଆକ୍ରାନ୍ତ ସୁସ୍ଥ…

ଆଜି ରାଜ୍ୟରେ ୩୪୪୩ ପଜିଟିଭ୍‌ ଚିହ୍ନଟ, ୧୪ ମୃତ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୪୪୩ କରୋନା ପଜିଟିଭ୍ ଚିହ୍ନଟ। କ୍ୱାରେଣ୍ଟାଇନ୍ରୁ ୨୦୧୭ଓ ଲୋକାଲ କେସ୍ ରହିଛି ୧୪୨୬। ବର୍ତ୍ତମାନ ସୁଦ୍ଧା ୩୨୫୦୯୯୯ ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ପଜିଟିଭ୍‌ କେସ୍‌ ୨୧୯୧୧୯ ରହିଛି। ସେହିଭଳି ଏଥିରୁ ୧୮୧୪୮୧ ଜଣ ସୁସ୍ଥ ହୋଇଥିବା ବେଳେ ୩୬୭୪୩ ସକ୍ରିୟ ମାମଲା…