Browsing Tag

corona updates

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୦୮୭ ନୂଆ ପଜିଟିଭ୍‌ ଚିହ୍ନଟ, ୪୫ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୦୮୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଉ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଆଜି ପଜିଟିଭିଟି ରେଟ୍‌ ରହିଛି ୪.୧୭ ପ୍ରତିଶତ । ଯାହାକି ଗତକାଲି ଥିଲା ୪.୪୫ପ୍ରତିଶତ । ୨୪ ଘଣ୍ଟାରେ ୭୪ ହଜାର ଟେଷ୍ଟିଂ ହୋଇଥିଲା। ଟପ୍‌ ୫…

କମୁଛି ଦୈନିକ ମୃତ୍ୟୁ ସଂଖ୍ଯା: ଦେଶରେ ଗତ ୨୪ ଘଣ୍ଟାରେ ୮୧୭ କରୋନା ଆକ୍ରାନ୍ତଙ୍କ ଗଲା ଜୀବନ

ନୂଆଦିଲ୍ଲୀ(କେନ୍ଯୁଜ୍): ଦେଶରେ କମୁଛି ଦୈନିକ କରୋନା ମୃତ୍ୟୁ। ଗତ ୨୪ ଘଣ୍ଟାରେ ୮୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦିନକରେ ଆଉ ୪୫ ହଜାର ୯୫୧ ପଜିଟିଭ୍‌ ଚିହ୍ନଟ ହୋଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩ଲକ୍ଷ ୬୨ହଜାର ୮୪୮ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୩ଲକ୍ଷ ୯୮ହଜାର…

ନୂଆପଡ଼ା: କୋଭିଡ ଯୁଦ୍ଧରେ ୨୫ ଦିନର ଶିଶୁ ବିଜୟୀ

ନୂଆପଡ଼ା: କୋଭିଡ ଯୁଦ୍ଧରେ ୨୫ ଦିନର ଶିଶୁ ବିଜୟୀ । ସପ୍ତାହରେ ମେଡିକାଲରୁ ଡିସ୍‌ଚାର୍ଜ । ନୂଆପଡ଼ାରେ କରୋନା ସଂକ୍ରମିତ ୨୫ ଦିନର ଶିଶୁର ସଫଳ ଚିକିତ୍ସା ପାଇଁ ଡାକ୍ତର ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା । ଗୋଟିଏ ସପ୍ତାହ ମଧ୍ୟରେ ନବଜାତ କରୋନାରୁ ଆରୋଗ୍ୟ ପରେ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭ ହଜାର ୩୯୫ ପଜିଟିଭ୍‌ ଚିହ୍ନଟ, ୪୦ ମୃତ

ଭୁବନେଶ୍ବର: ରାଜ୍ୟରେ ୧୦ ପ୍ରତିଶତକୁ ଖସିଲା ସଂକ୍ରମଣ। ଆଜି ପଜିଟିଭିଟି ରେଟ୍‌ ରହିଛି ୧୦.୫୧ ପ୍ରତିଶତ । ଗତ ୪ଦିନରେ ପ୍ରାୟ ୪ ପ୍ରତିଶତ ସଂକ୍ରମଣ ଖସିଛି। ଜୁନ୍‌ ୧ରେ ପଜିଟିଭିଟି ହାର ଥିଲା ୧୪.୦୨ ପ୍ରତିଶତ । ଗତ ୨୪ ଘଣ୍ଟାରେ ୭ ହଜାର ୩୯୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୪୦ କରୋନା…

ଆଜି ରାଜ୍ଯରେ ୮,୩୯୯ କରୋନା ପଜିଟିଭ୍ ଚିହ୍ନଟ, ସର୍ବାଧିକ ୪୦ ମୃତ

ଭୁବନେଶ୍ବର: ରାଜ୍ଯରେ ଗତ ୨୪ ଘଣ୍ଟାରେ ପଜିଟିଭ ରେଟ୍‌ ଆସିଛି ୧୨.୫୯ ପ୍ରତିଶତ । ଯାହାକି ଗତକାଲି ଥିଲା ୧୪.୦୨ ପ୍ରତିଶତ। ୨୪ ଘଣ୍ଟାରେ ଆଉ ୮ ହଜାର ୩୯୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଉ ୪୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ୨୪ ଘଣ୍ଟାରେ ୬୬ ହଜାର ୬୮୩ ଟେଷ୍ଟିଂ ହୋଇଥିବାବେଳେ ୮ ହଜାର ୩୯୯…

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୭ ହଜାର ୧୮୮ ପଜିଟିଭ୍‌ ଚିହ୍ନଟ, ୩୫ ମୃତ

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍‌ । ୨୪ ଘଣ୍ଟାରେ ଆଉ ୭ ହଜାର ୧୮୮ ପଜିଟିଭ୍‌ ଚିହ୍ନଟ । ଆଉ ୩୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଖୋର୍ଦ୍ଧାରୁ ସର୍ବାଧିକ ୧୧ଶହ ୩୪ ଆକ୍ରାନ୍ତ ହୋଇଛନ୍ତି। ଦ୍ୱିତୀୟ ସର୍ବାଧିକ କଟକରୁ ୬୯୦ ପଜିଟିଭ୍‌ ରହିଛି। ଗତ ୨୪ ଘଣ୍ଟାରେ ୪୮ ହଜାର ୬୪୯…

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୭ ହଜାର ୨୧୬ ପଜିଟିଭ୍‌ ଚିହ୍ନଟ, ଗଲା ୩୩ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍‌ । ୨୪ ଘଣ୍ଟାରେ ଆଉ ୭ ହଜାର ୨୧୬ ପଜିଟିଭ୍‌ ଚିହ୍ନଟ । କଟକରୁ ସର୍ବାଧିକ ୧୦୯୧ କୋଭିଡ ଆକ୍ରାନ୍ତ ହୋଇଛନ୍ତି। ଦ୍ୱିତୀୟ ସର୍ବାଧିକ ଭାବେ ଖୋର୍ଦ୍ଧାରୁ ୮୦୯ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ୪୩ ହଜାର ୭୬୮ ଟେଷ୍ଟିଂ ହୋଇଥିବାବେଳେ ପଜିଟିଭ୍‌…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧ ହଜାର ୬୨୩କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୬୨୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୬୦୦୩ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୫୦୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୧୧୪ ଜଣ ସ୍ଥାନୀୟ…

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜ୍ୟରେ ୨୫ ଜଣଙ୍କ ଜୀବନ ନେଲା କରୋନା । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜିର ମୃତକଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩ ଜଣ, ବଲାଙ୍ଗୀରରୁ ଜଣେ, ବୌଦ୍ଧରୁ ଜଣେ, ବରଗଡ଼ ଜିଲ୍ଲାରୁ ଜଣେ, ଭୁବନେଶ୍ୱରରୁ ୩ ଜଣ, ବାଲେଶ୍ୱରରୁ ଜଣେ,…

ରାଜ୍ୟରେ ପାଞ୍ଚ ଦିନ ପରେ ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୧୮ମୃତ

ଭୁବନେଶ୍ବର: ରାଜ୍ୟରେ ପାଞ୍ଚ ଦିନ ପରେ ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯ ହଜାର ୭୯୩ ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୧୫ ଶହ ୧୧ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୦୧୮, କଟକରୁ ୬୪୧, ଅନୁଗୋଳରୁ ୫୨୬ ଓ…

ପୁରୀରେ ବଢୁଛି ସଂକ୍ରମଣ: ଟପ୍‌ ଫାଇଭ୍‌ ଜିଲ୍ଲାରେ ହେଲା ସାମିଲ୍, ଗତ ୨୪ ଘଣ୍ଟାରେ ୭୦୮ ପଜିଟିଭ୍‌ ଚିହ୍ନଟ

ପୁରୀ: ପୁରୀରେ ବଢୁଛି ସଂକ୍ରମଣ । ଟପ୍‌ ଫାଇଭ୍‌ ଜିଲ୍ଲାକୁ ଆସିଲା ପୁରୀ । ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୭୦୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତକାଲି ୪୩୪ ଥିବାବେଳେ ଆଜି ପୁଣି ସଂକ୍ରମଣ ବୃଦ୍ଧି ପାଇଛି। ସେପଟେ ଟିକାର ଅଭାବ ଯୋଗୁ ପୁରୀରେ ୪୫ରୁ ୬୦ ବର୍ଷ ବୟସ୍କ ଏପର୍ଯ୍ୟନ୍ତ ଟିକା ନେଇ…

ଆଜି ଲକ୍‌ଡାଉନର ତୃତୀୟ ଦିନରେ ଚାଲିଛି କଡ଼ାକଡ଼ି ଚେକିଂ, ବିଭିନ୍ନ ସ୍ଥାନରେ ପୋଲିସର ନାକାବନ୍ଦୀ

ଭୁବନେଶ୍ବର: କରୋନା ଚେନରେ ବ୍ରେକ ଲଗାଇବାକୁ ଲକ୍‌ଡାଉନର ତୃତୀୟ ଦିନରେ ଚେକିଂ କଡ଼ାକଡ଼ି । ବିଭିନ୍ନ ସ୍ଥାନରେ ପୋଲିସର ନାକାବନ୍ଦୀ । ଲୋକଙ୍କ ସୁବିଧା ପାଇଁ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟା ଖୋଲାରହୁଛି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ । ଚାଲି ଚାଲି ଯାଇ ଗ୍ରୋସରୀ, ପନିପରିବା,…