କୋଭୋଭାକ୍ସ ବୁଷ୍ଟର ଡୋଜକୁ ଆଗାମୀ ସପ୍ତାହରୁ ମିଳିପାରେ ମଞ୍ଜୁରୀ ! ଓମିକ୍ରମ ଭାରିଅଣ୍ଟ ଉପରେ ପକାଉଛି ଭଲ ପ୍ରଭାବ
କରୋନା ଭାଇରସ ଚୀନରେ ଦ୍ରୁତଗତିରେ ମାଡୁଥିବା ବେଳେ ଭାରତରେ କରୋନା ସ୍ଥିତି ସ୍ୱାଭାବିକ ରହିଛି । ସମଗ୍ର ବିଶ୍ୱର ଅନେକ ସ୍ଥାନରେ କରୋନା ମାମଲା ବଢୁଥିବା ଯୋଗୁଁ ଭାରତ ସରକାର ଏହାକୁ ସତର୍କତା ଅବଲମ୍ବନ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ସାରା ଦେଶରେ ଟିକାକରଣ ଉପରେ ଧ୍ୟାନ…