Browsing Tag

corona vaccination drive

ଆସନ୍ତାକାଲିଠୁ ୧୨-୧୪ ବର୍ଷ ପିଲାଙ୍କ ଟିକାକରଣ, ଜନ୍ମ ତାରିଖ ଆଧାରରେ ଦିଆଯିବ ଟିକା

ଆସନ୍ତାକାଲି ଠାରୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ବୟସ୍କଙ୍କ ଟିକାକରଣ। ଯେଉଁମାନେ ୨୦୧୫ ମାର୍ଚ୍ଚ ୧୦ ପୂର୍ବରୁ ଜନ୍ମ ହୋଇଛନ୍ତି, ସେମାନଙ୍କୁ କୋଭିଡ ଟିକା ଦିଆଯିବ। ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟିକା ଦିଆଯାଉଥିଲା। କିନ୍ତୁ ଏଣିକି ଜନ୍ମ ତାରିଖ ଆଧାରରେ ଟିକା ଦିଆଯିବ। ଟିକା ନେବା ଲାଗି…

ଆସନ୍ତା ମାସ ଠାରୁ ଜୋରଦାର ହେବ ଟିକାକରଣ, ଘର ଘର ବୁଲି ସ୍ବାସ୍ଥ୍ୟକର୍ମୀମାନେ କରିବେ ଟିକାଦାନ

କେନ୍ୟୁଜ୍(ବ୍ୟୁରୋ):ଆସନ୍ତା ମାସ ଠାରୁ ଜୋରଦାର ହେବ ଟିକାକରଣ। ଘର ଘର ବୁଲି ସ୍ବାସ୍ଥ୍ୟକର୍ମୀମାନେ ଟିକାକରଣ କାର୍ଯ୍ୟକ୍ରମ ପରିଚାଳନା କରିବେ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ।ଏହି ମେଗା ଟିକାକରଣ କ୍ୟାମ୍ପେନର ନାଁ…

ଅଗଷ୍ଟରୁ ପ୍ରତିଦିନ ୧ କୋଟି ଲୋକଙ୍କୁ ଦିଆଯିବ କରୋନା ଟିକା, ୧୦୦ କୋଟି ଡୋଜ୍ ପାଇଁ ଦେଲେ ଆଡଭାନ୍ସ ଅର୍ଡର

ଅଗଷ୍ଟରୁ ପ୍ରତିଦିନ ୧ କୋଟି ଲୋକଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ଚଳିତ ମାସରେ ୧୦୦ କୋଟି ଭ୍ୟାକ୍ସିନ ଡୋଜ୍ ପାଇଁ ଅର୍ଡର ଦିଆଯାଇଛି। ଦେଶରେ କରୋନା ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ। ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।…

ଆସନ୍ତାକାଲି ଠାରୁ ବନ୍ଦ ହୋଇପାରେ ଟିକାକରଣ: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ

ଭୁବନେଶ୍ୱର(କେ ନ୍ୟୁଜ): ଆସନ୍ତାକାଲି ଠାରୁ ରାଜ୍ୟରେ ବନ୍ଦ ହୋଇପାରେ କୋଭିଡ ଟିକାକରଣ । ବର୍ତ୍ତମାନର ସ୍ଥିତିକୁ ଆଜି ଏମିତି ମତ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଶ୍ରୀ ଦାଶଙ୍କ ଅନୁଯାୟୀ ବର୍ତ୍ତମାନ ଦୁଇଟି ପର୍ଯ୍ୟାୟରେ ଟିକାକରଣ ଚାଲିଛି | କେନ୍ଦ୍ର ସରକାରଙ୍କ ଘୋଷଣା…