Co-Win ପୋର୍ଟାଲ ଲଞ୍ଚ୍ କଲା API, କିଏ ନେଇଛନ୍ତି ଟିକା ଆଉ କିଏ ନେଇ ନାହାନ୍ତି, ତୁରନ୍ତ ମିଳିବ ସୂଚନା
Co-Win ପୋର୍ଟାଲ ଏକ ନୂଆ ଆପ୍ଲିକେଶନ ପ୍ରୋଗ୍ରାମିଙ୍ଗ୍ ଇଣ୍ଟରଫେସ୍(ଏପିଆଇ) ଲଞ୍ଚ୍ କରିଛି, ଯାହାକୁ ‘Know Your Customer/Client Vaccination Status’ ନାମ ଦିଆଯାଇଛି। ଏହା ମାଧ୍ୟମରେ ରେଲେଓ୍ଵ, ମଲ୍ କିମ୍ବା କୌଣସି ହୋଟେଲରେ ତୁରନ୍ତ ଜଣା ପଡ଼ିଯିବ କି, କୌଣସି ବ୍ୟକ୍ତି କରୋନା…