Browsing Tag

corona vaccination

ହଂକଂରେ ମିଳୁଛି ନିଆରା ଅଫର, କୋଭିଡ ଭ୍ୟାକ୍ସିନ ଲଗାନ୍ତୁ ଏବଂ ନେଇଯାଆନ୍ତୁ ୧୦ କୋଟି ଟଙ୍କା!

କେବଳ ଭାରତ ନୁହେଁ, ସାରା ବିଶ୍ୱରେ କରୋନା ମହାମାରୀକୁ ରୋକିବା ପାଇଁ ଟିକାକରଣ ଅଭିଯାନ ଚାଲିଛି। ତେବେ ଏମିତି ଏକ ଦେଶ ଅଛି, ଯେଉଁଠି ଟିକା ନେବା ଉପରେ ୧୦ କୋଟିରୁ ଅଧିକ ଟଙ୍କା ଜିତିବାର ମଉକା ଦିଆଯାଉଛି। ସୂଚନା ମୁତାବକ, ହଂକଂର ଏକ ଡେଭେଲପର କମ୍ପାନୀ ଟିକା ନେଉଥିବା ଲୋକଙ୍କୁ ଏହି ଅଜବ…

ଜୁଲାଇ ଶେଷ ସୁଦ୍ଧା ଦୈନିକ ୧ କୋଟି ଟିକା ଦିଆଯିବ, ଏମିତି କହିଲେ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ :  ଦେଶରେ କରୋନା ସଂକ୍ରମଣ ଅନୁସାରେ ଟିକାକରଣ ହୋଇପାରୁନି । ଅଧିକାଂଶ ରାଜ୍ୟରେ ଟିକାର ଅଭାବ । କେଉଁଠି ପ୍ରଥମ ଡୋଜ୍‌ ଦିଆଯାଇନି ତ କେଉଁଠି ଦ୍ୱିତୀୟ ଡୋଜ୍‌ ପାଇଁ ଟିକାକୁ ଅପେକ୍ଷା କରିଛନ୍ତି ଲୋକେ । ଟିକାକୁ ନେଇ କେନ୍ଦ୍ର ସରକାର ସମାଲୋଚନାର ଶିକାର ହେଉଥିବା ବେଳେ ଏମ୍ସ…

ଟିକା ପାଇଁ ସ୍ଲଟ ମିଳୁନି; ତେବେ ଗୋଟିଏ କଲ୍‌ କରି ନିଅନ୍ତୁ ଟିକା, ଜାରି ହେଲା ନମ୍ବର

ଟିକା ପାଇଁ ସ୍ଲଟ ମିଳୁନି ବୋଲି ଅଛନ୍ତି କି ଚିନ୍ତିତ, ତାହେଲେ ଜମା ବି ବ୍ୟସ୍ତ ହୁଅନ୍ତୁନି। ଏଣିକି ଗୋଟିଏ କଲ୍‌ରେ ମିଳିବ ଟିକା। କଲ୍‌ କରି ନେଇପାରିବେ ଆପଏଣ୍ଟମେଣ୍ଟ। ପୋର୍ଟାଲରେ ପଞ୍ଜିକରଣ ସହ କଲ୍‌ ସେଣ୍ଟରକୁ କଲ କରି ମଧ୍ୟ ଟିକା ପାଇଁ ସମୟ ନେଇପାରିବେ। ନ୍ୟାସନାଲ ହେଲ୍ଥ ଅଥୋରିଟି…

ଭୁବନେଶ୍ୱରରେ ବଢିଲା ଡ୍ରାଇଭ ଇନ୍‌ ଭ୍ୟାକ୍‌ସିନେସନ ସେଣ୍ଟର

ଭୁବନେଶ୍ୱର(କେ ନ୍ୟୁଜ):  ଭୁବନେଶ୍ୱରରେ ବଢିଲା ଡ୍ରାଇଭ ଇନ୍‌ ଭ୍ୟାକ୍‌ସିନେସନ ସେଣ୍ଟର। ଦୁଇଟି ସପିଂ ମଲ ସମେତ କିଟ୍‌ କ୍ରିକେଟ ଷ୍ଟାଡିୟମରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ କରାଯାଉଛି । ଟିକା ଆସିଲେ ଘରୋଇ ହସ୍ପିଟାଲରେ ଟିକାଦାନ କରାଯିବ ବୋଲି ସୂଚନା ମିଳିଛି ।

ଦିନେ ଦୁଇ ଦିନ ଭିତରେ ରାଜ୍ୟରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କ ଆରମ୍ଭ ହେବ ଟିକାକରଣ, ଗାଇଡ଼ଲାଇନ ଜାରି କଲା…

କେନ୍ୟୁଜ୍(ବ୍ୟୁରୋ):  ଦିନେ ଦୁଇ ଦିନ ଭିତରେ ରାଜ୍ୟରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କ ଟିକାକରଣ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଟିକାକରଣ ହେବ। ସକାଳ ୧୮ରୁ ୪୪ ଓ ଅପରାହ୍ନରେ ୪୫ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଟିକାକରଣ କରାଯିବ। ରାଜ୍ୟ ସରକାର ୧୮ରୁ ୪୪ ବର୍ଷ ବୟସବର୍ଗଙ୍କ ପାଇଁ ବରାଦ…

କରୋନା ଟିକା ନେବାର କେତେ ଦିନ ପରେ ପିଇପାରିବେ ମଦ, ଜାଣନ୍ତୁ କ’ଣ କୁହନ୍ତି ଡାକ୍ତର

ଭାରତରେ କରୋନାର ଦ୍ଵିତୀୟ ଲହରୀ ଆତଙ୍କ ସୃଷ୍ଟି କରିଛି। ଦେଶରେ ପ୍ରତିଦିନ ୩-୪ ଲକ୍ଷ ନୂଆ ନୂଆ କେସ୍ ସାମ୍ନାକୁ ଆସୁଛି। ଇତିମଧ୍ୟରେ ମଦକୁ ନେଇ ମଧ୍ୟ କିଛି କିଛି କଥା ଶୁଣିବାକୁ ମିଳୁଛି। ଯେମିତି କି ମଦ ପିଇଲେ କରୋନା ହେବ ନାହିଁ ଇତ୍ୟାଦି। କିନ୍ତୁ ଏବେ ଟିକା ନେବା ପରେ ମଦ ପିଇବାକୁ…

ଆଜିଠୁ ଏସ୍‌ପ୍ଲାନେଡ ମଲ୍‌ ପାର୍କିଂରେ ବିଏମସି ପକ୍ଷରୁ ଟିକା ବ୍ୟବସ୍ଥା, ଜମିଛି ରାଜଧାନୀବାସୀଙ୍କ ଭିଡ

ଭୁବନେଶ୍ବର: ଏସପ୍ଲାନେଡ ମଲ୍‌ରେ ଟିକାଦାନ । ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦ୍ୱିତୀୟ ଡୋଜ୍‌ ଦେବା ପାଇଁ ଏସ୍‌ପ୍ଲାନେଡ ମଲ୍‌ ପାର୍କିଂରେ ଟିକା ବ୍ୟବସ୍ଥା କରିଛି ବିଏମସି । ଆଜିଠୁ ଟିକା ଦେବାକୁ ସ୍ଲଟ ଆବଣ୍ଟନ ହୋଇଛି  । ଆଜି ଟିକା ନେବା ପାଇଁ ମଲ୍‌ ପାଖରେ ରାଜଧାନୀବାସୀଙ୍କ ଭିଡ…

ରାଜ୍ୟର ୧୨ଟି ଜିଲ୍ଲାରେ ଆଜି ବନ୍ଦ ରହିବ ଟିକାଦାନ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟର ଆଜି ୩୦୨ଟି କେନ୍ଦ୍ରରେ ହେବ କୋଭିଡ ଟିକାକରଣ। ତେବେ ୧୨ଟି ଜିଲ୍ଲାରେ ଆଜି ଟିକାଦାନ ବନ୍ଦ ରହିବ। ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାରେ ଟିକାଦାନ ବନ୍ଦ…

ଆଜିଠୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆରମ୍ଭ ହେବ ପଞ୍ଜିକରଣ, ମେ ୧ ରୁ ଟିକାକରଣ

ଭୁବନେଶ୍ୱର: ଆଜିଠାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆରମ୍ଭ ହେବ ପଞ୍ଜିକରଣ । ମେ ୧ରୁ ଟିକାକରଣ କରାଯିବ। ୧୮ରୁ ୪୪ ବର୍ଷ ବୟସ ବର୍ଗ ଟିକା ନେବେ। ଏହି ପର୍ଯ୍ୟାୟ ପାଇଁ ରାଜ୍ୟ ସରକାର ସିଧା ଉତ୍ପାଦନକାରୀ କମ୍ପାନୀଙ୍କଠାରୁ ଟିକା କିଣିବେ। ୧୦ ଲକ୍ଷ ୩୪ ହଜାର କୋଭାକ୍ସିନ ଓ ୩୭୭ ଲକ୍ଷ…

ରାଜ୍ୟରେ ସବୁ ସହାରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଘୋଷଣା ପରେ ବଦଳିଲା ଟିକାକରଣ ସମୟ, ଜାଣନ୍ତୁ ଠିକ୍ ସମୟ

ଭୁବନେଶ୍ବର: ବଦଳିଲା ଟିକାକରଣ ସମୟ । ଏବେଠୁ ସୋମବାରରୁ ଶୁକ୍ରବାର ଦିଆଯିବ ଟିକା । ରାଜ୍ୟରେ ସବୁ ସହାରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଘୋଷଣା ପରେ ଟିକାକରଣ ସମୟ ପରିବର୍ତ୍ତନ ହୋଇଛି । ସରକାରୀ ଛୁଟି ଦିନଗୁଡିକରେ ମଧ୍ୟ ଟିକା ଦିଆଯିବ । ସଟଡାଉନ ସମୟରେ ଟିକାକରଣ କେନ୍ଦ୍ର ଗୁଡିକ ସାନିଟାଇଜ…

ଆପଣଙ୍କ ଘର ପାଖରେ କେଉଁଠି ଦିଆଯାଉଛି ଟିକା, ନିଜ ମୋବାଇଲରେ ଜାଣନ୍ତୁ ଏପରି

ସରକାର ମେ ପହିଲାରୁ ୧୮ ରୁ ଅଧିକ ବୟସର ଲୋକଙ୍କୁ କରୋନା ଟୀକା ନେବାକୁୁ ଅନୁମତି ଦେଇଛନ୍ତି। ଯଦି ଆପଣଙ୍କ ବୟସ ୧୮ ବର୍ଷରୁ ଅଧିକ ତାହେଲେ ଆପଣ ଭ୍ୟାକସିନ୍‌ ନେଇପାରିବେ। ଦେଶରେ କରୋନା ମାମଲା ଗତ ବର୍ଷ ଅପେକ୍ଷା ଅଧିକ ବଢ଼ିବାରେ ଲାଗିଛି। ସେହିପରି ଲୋକଙ୍କୁ ଭ୍ୟାକସିନ୍‌ ଦେବା କାମ ବି ଜୋର…