କୋଭିଡ ଟିକାକରଣ ସାର୍ଟିଫିକେଟରେ ତ୍ରୁଟି ଅଭିଯୋଗ: ସଂଶୋଧନ ଲାଗି ୱେବସାଇଟ ଖୋଲିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ(କେନ୍ଯୁଜ୍):କୋଭିଡ ଟିକାକରଣ ସାର୍ଟିଫିକେଟରେ ତ୍ରୁଟି ଅଭିଯୋଗ ସଂଶୋଧନ ଲାଗି ୱେବସାଇଟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ଭୁବନେଶ୍ଵରର ନରେନ୍ଦ୍ର କୁମାର ଦାସ ଓ ତାଙ୍କ ପତ୍ନୀ ନେଇଥିବା କରୋନା ପ୍ରତିଷେଧକ ଟିକା ବାବଦରେ ପ୍ରଦାନ କରାଯାଇଥିବା ସାର୍ଟିଫିକେଟ…