ପୁଣେର ସେରମ ଇନଷ୍ଟିଚ୍ୟୁଟ୍ରୁ ଆଜି ଓଡ଼ିଶା ଆସୁଛି ଦ୍ୱିତୀୟ ପର୍ଯ୍ୟାୟ କୋଭିସିଲ୍ଡ ଟିକା
ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛି ଦ୍ୱିତୀୟ ପର୍ଯ୍ୟାୟ ଟିକା। ୩ ଲକ୍ଷ ୩୪ ହଜାର ୫୦୦ କୋଭିସିଲ୍ଡ ଟିକା ଆସି ପହଞ୍ଚିବ। ପୁଣେର ସେରମ ଇନଷ୍ଟିଚ୍ୟୁଟ୍ରୁ ଆସିବ ଟିକା। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫ ଲକ୍ଷ ୪୦ ହଜାର ୮ ଶହ ଭାଏଲ ଆସିଥିଲା। ଆଜି ୧୯୨ଟି ସେସନ୍ରେ ଟିକାକରଣ କରାଯିବ। ୨୦ ତାରିଖରେ…