ଯୁଦ୍ଧକାଳୀନ ଭାବରେ କରୋନା ଚିକିତ୍ସାର ସନ୍ଧାନ : ଆସ୍ଥମା ଔଷଧ ମଧ୍ୟ ହରାଇପାରେ ଭାଇରସ, ଶୀଘ୍ର ହେବ ଟ୍ରାଏଲ
କିଛି ବୈଜ୍ଞାନିକ ପୂର୍ବରୁ ହିଁ ମ୍ୟାଲେରିଆ, କ୍ୟାନ୍ସର, ଟିବି, ଏଚଆଇଭି ଏଡ୍ସ ଭଳି ରୋଗର ଔଷଧରେ କରୋନା ସଂକ୍ରମଣର ଚିକିତ୍ସା କରିବାକୁ ଚେଷ୍ଟାରେ ଲାଗିଛନ୍ତି। କିନ୍ତୁ ଏବେ ଆମେରିକା ୟେଲ ୟୁନିଭର୍ସିଟିରେ ଆସ୍ଥମା ଔଷଧ 'ଇବୁଡିଲାଷ୍ଟ' ର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ। ଜାପାନ ଏବଂ କୋରିଆର…