Browsing Tag

corona vaccine

ଆଫଗାନିସ୍ତାନକୁ ୩ ଟନ୍‌ ଜୀବନ ରକ୍ଷାକାରୀ ଔଷଧ ପଠାଇଲା ଭାରତ, ତାଲିବାନ୍‌ କବ୍‌ଜା ପରେ ବି ଲଗାତାର କରୁଛି ସାହାଯ୍ୟ

ଆଫଗାନିସ୍ତାନକୁ ଜୀବନ ରକ୍ଷାକାରୀ ଔଷଧ ପଠାଇଲା ଭାରତ। ଭାରତ ପକ୍ଷରୁ ଆଫଗାନିସ୍ତାନକୁ ୩ ଟନ୍‌ ଆବଶ୍ୟକ ଜୀବନ ରକ୍ଷକ ମେଡିସିନ୍‌ ସମେତ ଚିକିତ୍ସା କ୍ଷେତ୍ରରେ ସାହାଯ୍ୟ ପାଇଁ ଆବଶ୍ୟକୀୟ ଯନ୍ତ୍ରାଂଶ ମଧ୍ୟ ପଠାଯାଇଛି। ଏହାକୁ କାବୁଲର ଇନ୍ଦିରା ଗାନ୍ଧୀ ହସ୍ପିଟାଲକୁ ହସ୍ତାନ୍ତର କରାଯାଇଛି।…

ମାସ୍କ ଓ ଟିକାରୁ ମିଳିଲା ମୁକ୍ତି! ଏଠାକାର ସରକାର ଲାଗୁ କଲେ ନୂଆ ନିୟମ, କରୋନାକୁ କହିଲେ ‘ଫ୍ଲୁ’

କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ ସହ ପୁଣିଥରେ ଫେରିଛି କଟକଣା। ଏବେ ଭାରତରେ ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବା ସହ ସଟ୍‌ ଡାଉନ୍‌, ଲକ୍‌ ଡାଉନ୍‌ ପାଇଁ ସରକାର ଯୋଜନା କରୁଛନ୍ତି। କିନ୍ତୁ ୟୁରୋପୀୟ ଦେଶରେ ଏହାର ଓଲଟା ଦେଖିବାକୁ…

ବୃଦ୍ଧଙ୍କ ଶରୀରରେ କରୋନା ଟିକା ଦେଖାଇଲା ଚମତ୍କାର, ଅଚଳ ହୋଇଯାଇଥିବା ଅଙ୍ଗପ୍ରତ୍ୟେଙ୍ଗ କାମ କଲା

ଝାଡଖଣ୍ଡ : ଚମତ୍କାର ଦେଖାଇଲା କୋଭିଡ ଟିକା । ଝାଡଖଣ୍ଡ ବୋକାରୋ ଜିଲ୍ଲାରେ ପ୍ରଥମ ଡୋଜ ଟିକା ନେବାର ଦିନକ ପରେ ଚାଲିବା ସହ କଥା ହେଲେ ପାଞ୍ଚ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ୫୫ ବର୍ଷୀୟ ବ୍ୟକ୍ତି । ଏଠାରେ ଥିବା ଜଣେ ବ୍ୟକ୍ତି ଦୁର୍ଘଟଣା ପରେ ଦୀର୍ଘଦିନ ଧରି…

‘ଟିକା ନାହିଁ ତ ଚାକିରି ନାହିଁ’, କର୍ମଚାରୀଙ୍କ ପାଇଁ ଏଭଳି ନିୟମ ଲାଗୁ କଲା ଏହି କମ୍ପାନୀ

କରୋନା ମହାମାରୀ ଏବେ ଭୀଷଣ ଭାବେ କାୟା ବିସ୍ତାର କରୁଥିଲେ ମଧ୍ୟ ଏବେ ବି କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଗୁରୁତ୍ୱର ସହ ନେଉନାହାନ୍ତି। ଲୋକଙ୍କର ଏଭଳି ମନୋଭାବକୁ ଦୃଷ୍ଟିରେ ରଖି ଏକ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ନୂଆ ପଲିସି ବନାଇଛି। ଏହି ପଲିସି ଅନୁସାରେ, ଯେଉଁ କର୍ମଚାରୀ କରୋନା…

କରୋନା ପଜିଟିଭ ଲୋକ ହୋଇ ଯାଆନ୍ତୁ ଖୁସି! ଉଭୟ ଡୋଜ୍‌ ଟିକା ନେଇଥିଲେ ଆସୁଛି ‘ସୁପର ଇମ୍ୟୁନିଟି’, ୨୦୦୦ ପ୍ରତିଶତ ଅଧିକ…

କରୋନା ଭାଇରସ୍ ଟିକା ନେବା ପରେ ପଜିଟିଭ ବାହାରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁ ଲୋକମାନେ କରୋନା ଭ୍ୟାକ୍ସିନର ଉଭୟ ଡୋଜ୍ ନେଇ ସାରିଛନ୍ତି ଏବଂ ଏହାପରେ ବି ସେମାନେ ସଂକ୍ରମିତ ବାହାରୁଛନ୍ତି, ତ ସେମାନଙ୍କ ଭିତରେ 'ସୁପର ଇମ୍ୟୁନିଟି' ଆସି ଯାଉଛି।…

ଆମେରିକାରେ ୧୮ରୁ କମ୍‌ ବୟସର ପିଲାଙ୍କୁ ଦିଆଯିବ ଭାରତୀୟ ଟିକା କୋଭାକ୍ସିନ୍‌! ମଗାଗଲା ଅନୁମତି

ଆମେରିକୀୟ ଫାର୍ମା କମ୍ପାନୀ ‘ଓକ୍ୟୁଜେନ (Ocugen)’ ଶୁକ୍ରବାର ଘୋଷଣା କରିଛି କି, କମ୍ପାନୀ ୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଭାରତ ନିର୍ମିତ କୋଭିଡ୍‌ ଭ୍ୟାକ୍ସିନ୍‌ ‘କୋଭାକ୍ସିନ୍‌’ର ଜରୁରିକାଳୀନ ଉପଯୋଗ ନିମନ୍ତେ ଆମେରିକୀୟ ପ୍ରାଧିକରଣଠାରୁ ଅନୁମତି ମାଗିଛି। ଏହି ଭ୍ୟାକ୍ସିନ୍‌କୁ ଭାରତ…

ଏବେ ଡ୍ରୋନ୍‌ ଦ୍ୱାରା ହେବ କରୋନା ଭ୍ୟାକ୍ସିନ୍‌ର ଡେଲିଭରି, ସ୍ୱାସ୍ଥ୍ୟ ମନ୍ତ୍ରୀ ଆରମ୍ଭ କଲେ ପ୍ରୋଜେକ୍ଟ

ଏଣିକି ଦେଶର ଦୁର୍ଗମ ଅଞ୍ଚଳରେ କରୋନା ଟିକା ପହଞ୍ଚାଇବା ସହଜ ହେବ। କାହିଁକିନା, ଏହି ଅଞ୍ଚଳମାନଙ୍କରେ ଏବେ ଡ୍ରୋନ୍ ମାଧ୍ୟମରେ ଟିକା ବିତରଣ କରାଯାଇ ପାରିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ସୋମବାର ଉତ୍ତର-ପୂର୍ବ ଅଞ୍ଚଳ ପାଇଁ Indian Council of Research(ICMR)ର…

ରାଜ୍ୟରେ ଦ୍ୱିତୀୟ ଡୋଜ୍‌ ଟିକା ନେବାକୁ ଆହୁରି ୨୫ ଲକ୍ଷ ଲୋକ ବାକି, ଡିସେମ୍ବର ସୁଦ୍ଧା ସାରିବାକୁ ଚେଷ୍ଟା

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୧୮୦୦ କେନ୍ଦ୍ରରେ ଚାଲିଛି ଟିକାକରଣ। ୩ କୋଟି ଟିକାକରଣ ସରିଲାଣି। ବର୍ତ୍ତମାନ ଦୈନିକ ୪ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି। ଦ୍ୱିତୀୟ ଡୋଜ୍‌ ଟିକା ନେବାକୁ ଆହୁରି ୨୫ ଲକ୍ଷ ଲୋକ ବାକି ଅଛନ୍ତି। ସେମାନଙ୍କୁ ଟିକା କେନ୍ଦ୍ରରେ ଦ୍ୱିତୀୟ ଡୋଜ୍‌ କିଭଳି ନେବେ ସେ…

CDC ରିପୋର୍ଟ ତଥ୍ୟ: ଟିକା ନେଇଥିବା ଲୋକଙ୍କ ତୁଳନାରେ ଟିକା ନେଇ ନଥିଲେ ମୃତ୍ୟୁର ରହିଛି ୧୧ ଗୁଣ ଆଶଙ୍କା

କେନ୍ଯୁଜ୍: ଟିକା ନେଇଥିବା ଲୋକଙ୍କ ତୁଳନାରେ ଟିକା ନେଇ ନଥିଲେ ମୃତ୍ୟୁର ୧୧ ଗୁଣ ଆଶଂକା ରହିଛି । ସେହିପରି ଟିକା ନେଇ ନଥିଲେ ମେଡିକାଲରେ ଭର୍ତ୍ତି ହେବାର ୧୦ ଗୁଣ ଆଶଂକା ରହିଛି । ସେଣ୍ଟ୍ରାଲ ଫର ଡିସିଜ୍‌ କଣ୍ଟ୍ରୋଲ-CDCର ଏକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ବସନ୍ତ ଓ ଗ୍ରୀଷ୍ମ…

କରୋନା ଭ୍ୟାକ୍ସିନ ନେବା ପାଇଁ ୨୦ ବର୍ଷ ପରେ ଗୁମ୍ଫାରୁ ବାହାରିଲେ ଏହି ବୃଦ୍ଧ, ସବୁଆଡ଼ୁ ହେଉଛି ପ୍ରଶଂସା

ଯେଉଁଠି କରୋନା ଭ୍ୟାକ୍ସିନ୍‌ ନେବାକୁ ଲୋକେ ଏବେ ବି ଡରୁଛନ୍ତି, ସେଠି ସର୍ବିୟାର ପାହାଡ଼ରେ ନିଜ ଘର ବନାଇଥିବା ଜଣେ ବୃଦ୍ଧ ୨୦ ବର୍ଷ ପରେ ଗୁମ୍ଫାରୁ ବାହାରିଛନ୍ତି, ଆଉ ତାହା ବି ଭ୍ୟାକ୍ସିନ୍‌ ଲଗାଇବା ପାଇଁ। ଆଉ ଏବେ ଏହି ବ୍ୟକ୍ତିଙ୍କୁ ସବୁଆଡ଼ୁ ପ୍ରଶଂସା କରାଯାଉଛି। ୭୦ ବର୍ଷୀୟ ପେଣ୍ଟା…

WhatsApp ରେ ବି ଡାଉନ୍‌ଲୋଡ୍‌ କରିପାରିବେ କରୋନା ଭ୍ୟାକ୍‌ସିନ୍‌ ସାର୍ଟିଫିକେଟ୍‌, ଫଲୋ କରନ୍ତୁ ଏହି ଷ୍ଟେପ୍‌

ଏବେ ହ୍ଵାଟ୍ସଆପ୍‌(WhatsApp)ରେ ବି ଡାଉନ୍‌ଲୋଡ୍‌ କରିପାରିବେ କରୋନା ଭ୍ୟାକ୍‌ସିନ୍‌ ସାର୍ଟିଫିକେଟ୍‌। ପୂର୍ବରୁ ଭ୍ୟାକ୍ସିନେସନ୍‌ ସାର୍ଟିଫିକେଟ୍‌ କେବଳ କୋ-ଓ୍ଵିନ୍‌ ପୋର୍ଟାଲ ଓ ଆରୋଗ୍ୟ ସେତୁ ଆପ୍‌ରୁ ଡାଉନ୍‌ଲୋଡ୍‌ କରିହେଉଥିଲା। କିନ୍ତୁ ଏବେ ଏହି ସୁବିଧା ହ୍ଵାଟ୍ସ ଆପ୍‌ରେ ବି ଉପଲବ୍ଧ…

ଖୁସି ଖବର: ୧୨ରୁ ୧୭ ବର୍ଷ ପିଲାଙ୍କ ପାଇଁ ମୋଡେର୍ଣ୍ଣାର ଟିକା Spikevax କୁ ମିଳିଲା EMA ର ମଞ୍ଜୁରୀ

୧୨ରୁ ୧୭ ବର୍ଷ ପିଲାଙ୍କ ପାଇଁ ଟିକାକୁ ମିଳିଲା ମଞ୍ଜୁରୀ। ୟୁରୋପିୟାନ୍‌ ମେଡିସିନ୍‌ସ ଏଜେନ୍ସି (EMA) ପକ୍ଷରୁ ମୋଡେର୍ଣ୍ଣାର ଭ୍ୟାକ୍‌ସିନ୍‌କୁ ମଞ୍ଜୁରୀ ମିଳିଛି। ଏହି ଟିକା ସବୁ ୟୁରୋପୀୟ ଦେଶରେ ୧୨ରୁ ୧୭ ବର୍ଷର ପିଲାଙ୍କୁ ଦିଆଯିବ। ୟୁରୋପରେ ପିଲାଙ୍କୁ ଦିଆଯାଉଥିବା ଏହା ଦ୍ୱିତୀୟ ଟିକା।…