ଦୁଇଟି ଭିନ୍ନ ଭିନ୍ନ କମ୍ପାନିର କରୋନା ଟିକାର ଡୋଜ୍ ହୋଇପାରେ ମାରାତ୍ମକ, ଏମିତି କହିଲେ WHO ର ମୁଖ୍ୟ ବୈଜ୍ଞାନିକ
ନୂଆଦିଲ୍ଳୀ : କରୋନା ଟିକାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ଭ୍ରମ ସୃଷ୍ଟି ହେଉଛି । କେହି କେହି ଗୋଟିଏ ଡୋଜ୍ ଟିକା ଗୋଟିଏ କମ୍ପାନୀର ନେଉଥିବା ବେଳେ ଆଉ ଗୋଟିଏ ଡୋଜ ଅନ୍ୟ କମ୍ପାନିର ଟିକାନେଉଥିବା ଦେଖାଯାଉଛି । ଦୁଇଟି ପୃଥକ ଟିକା ବିପଜ୍ଜନକ ହୋଇପାରେ WHO
ପକ୍ଷରୁ ଚେତାବନୀ ଦିଆଯାଇଛି…