ଚୀନ୍ ଲଞ୍ଚ କଲା ଏମିତି ଆପ୍, ଯିଏ ଜଣାଇବ ଆପଣଙ୍କୁ କରୋନା ଭାଇରସ ହୋଇଛି ନା ନାହିଁ
ସାରା ଦୁନିଆକୁ ଭୟର ସଞ୍ଚାରରେ ରଖିଥିବା କରୋନା ଭାଇରସ୍ ଦିନକୁ ଦିନ ଆହରି ଭୟଙ୍କର ହେବାରେ ଲାଗିଛି। ଲୋକମାନେ ଏହାଠାରୁ ନିଜକୁ ତଥା ନିଜ ପୋଷା ଜୀବ ଜନ୍ତୁଙ୍କୁ ରକ୍ଷା କରିବା ପାଇଁ ମାସ୍କ ପିନ୍ଧାଉଛନ୍ତି। ସମୟ ସହିତ ଏହି ଭାଇରସର ଭୟ ବଢ଼ିବାରେ ଲାଗିଛି। ଏମିତିରେ ଚୀନ ଦ୍ୱାରୀ ନିକଟରେ…