Browsing Tag

corona virus odisha

ଆସନ୍ତା କାଲିଠୁ ଓଡ଼ିଶା ଓ ଝାଡଖଣ୍ଡ ସୀମାରେ ଆରମ୍ଭ ହେବ ୨୪ ଘଣ୍ଟାର ଚେକିଂ ଗେଟ

କରଞ୍ଜିଆ(କେ ନ୍ୟୁଜ): ବିଶ୍ୱରେ କରୋନା ମହାମାରୀ ଜନିତ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। କେତେକ ସ୍ଥାନକୁ ସରକାର ଲକଡାଉନ ଘୋଷଣା କରିବା ସହ ପ୍ରାୟତଃ ସବୁ ସ୍ଥାନକୁ ଶନି-ରବି ସଟଡାଉନ ପାଇଁ ନିଷ୍ପତ୍ତି ନିଆଯାଇଛି।…

କରୋନା ଯୋଗୁ ୪ ଦେଶର ଭିସା ରଦ୍ଦ କଲା ଭାରତ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା

ଭାରତରେ କରୋନା ଭାଇରସ୍‌ର ଦୁଇଟି ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚାରିଟି ଦେଶର ନାଗରିକଙ୍କ ରେଗୁଲାର ଭିସାକୁ ରଦ୍ଦ କରିଦେଇଛନ୍ତି। ଏଥିରେ ଇଟାଲୀ, ଇରାନ, ଦକ୍ଷିଣ କୋରିଆ ଓ ଜାପାନ ସାମିଲ ଅଛି। ଏଥିସହ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ପ୍ରବେଶ କରିନାହାନ୍ତି…

ଜାପାନ କରୋନା ଜାହାଜରୁ ଉଦ୍ଧାର ପାଇଲେ ଇଞ୍ଜିନିୟର ଶିବାଶିଷ ନାୟକ, ଆଜି ରାତିରେ ପହଞ୍ଚିବେ ଭାରତରେ

କେନ୍ୟୁଜ୍(ବ୍ୟୁରୋ): ଜାପାନରେ କରୋନା ଜାହାଜରେ ଫସି ରହିଥିବା ଓଡ଼ିଆ ଇଞ୍ଜିନିୟର ଶିବାଶିଷ ନାୟକ ଉଦ୍ଧାର । ୟୋକୋହୋମା ବନ୍ଦରରେ ଡାଇମଣ୍ଡ ପ୍ରିନସେସ୍‌ ଜାହାଜରେ ସେ ଫସି ରହିଥିଲେ । ଉଦ୍ଧାର ପାଇଁ ଆକୁଳ କେନ୍ଦ୍ର ସରକାରଙ୍କୁ ନିବେଦନ ପରେ ଇଂଜିନିୟର ଶିବାଶିଷଙ୍କୁ ଜାହାଜରୁ ବାହାରକୁ ଅଣାଯାଇ…

ଭଦ୍ରକ : ବାସୁଦେବପୁର ବ୍ଲକରେ ଏବେ କରୋନା ଭୂତାଣୁ ଆତଙ୍କ, ଭାଇରସ ସଂକ୍ରମଣକୁ ନେଇ ଗ୍ରାମବାସୀ ଆତଙ୍କିତ

ବାସୁଦେବପୁର (କେନ୍ୟୁଜ୍) : ଭଦ୍ରକ ବାସୁଦେବପୁର ବ୍ଲକର ଗୋପବନ୍ଧୁନଗର ପଞ୍ଚାୟତ ଗଦି ଗାଁରେ ଏବେ କରୋନା ଭୂତାଣୁର ଆତଙ୍କ। କାରଣ ଏହି ଗାଁର ଜଣେ ଯୁବକ ସୁକେଶ ବେହେରା ଚୀନରେ ୫ ବର୍ଷ ରହି ଗତ ଜାନୁଆରୀ ୧୭ ତାରିଖରେ ଗାଁକୁ ଫେରିଛନ୍ତି । ସେଠାରେ ସେ ଯୋଗ ଶିକ୍ଷକ ଭାବେ ନିଯୁକ୍ତ ଥିଲେ। ଓଡ଼ିଶା…

ଓଡିଶାରେ କରେନା ଭାଇରସ ଭୟ, ୮୩ ଜଣ ସନ୍ଧିଗ୍ଧଙ୍କୁ କରୋନା ଭାଇରସ ସନ୍ଦେହ

ସାରା ବିଶ୍ୱରେ ଘାରିଛି କରୋନା ଭୟ। ଦିନକୁ ଦିନ କାୟା ବିସ୍ତାର କରିଚାଲିଛି କରୋନା। ଚୀନରେ କରୋନା ଭାଇରସ ୧୫୨୬ ଲୋକଙ୍କ ଜୀବନ ନେଇସାରିଥିବାବେଳେ ୭୦ ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ନେଇ ସାରା ବିଶ୍ୱରେ ଭୟର ସଞ୍ଚାର ଖେଳି ଯାଇଛି। ତେବେ ଏହି ସବୁ ମଧ୍ୟରେ ଓଡିଶାରେ…