Browsing Tag

Corona virus

କରୋନାକୁ ମାତ୍ ଦେବ ନିମ୍ବ! ଭାରତରେ ଆରମ୍ଭ ହେବାକୁ ଯାଉଛି ମାନବ ପରୀକ୍ଷଣ

କରୋନାକୁ ମାତ୍ ଦେବା ପାଇଁ ଡାକ୍ତର ଏବଂ ଅନୁସନ୍ଧାନକାରୀ ଦଳ ଦିନରାତି କାର୍ଯ୍ୟ ଜାରି ରଖିଛନ୍ତି। ଏହି ପ୍ରକ୍ରିୟାରେ କ୍ରମାଗତ ଭାବରେ ଆୟୁର୍ବେଦ ମଧ୍ଯ ବ୍ୟବହୃତ ହେଉଛି | ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ (AIIA) ନିସର୍ଗ ହର୍ବସ୍ ନାମକ ଏକ କମ୍ପାନୀ ସହିତ ଯୋଡି ହୋଇଛି | କରୋନା…

ଦେଶରେ ପ୍ରଥମ ଥର ପାଇଁ କରୋନା ସଂକ୍ରମିତ ଶବର ହେଲା ପୋଷ୍ଟ ମର୍ଟମ, ରିସର୍ଚ୍ଚରୁ ହେବ ଏହି ଖୁଲାସା

ଦେଶରେ ପ୍ରଥମ ଥର ପାଇଁ କରୋନା ସଂକ୍ରମିତ ଶବର ପୋଷ୍ଟ ମର୍ଟମ କରାଯାଇଛି । ତେବେ ଏହି ପୋଷ୍ଟମର୍ଟମ ମଧ୍ୟପ୍ରଦେଶ ଭୋପାଳର AIIMSରେ କରାଯାଇଛି । ଶରୀରରେ କରୋନା କି ପ୍ରଭାବ ପକାଉଛି ତାହା ଜାଣିବା ପାଇଁ ଏହି ପୋଷ୍ଟମର୍ଟମ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ବିଦେଶରେ କରାଯାଇଥିବା ଯାଞ୍ଚ…

ଆଜି ପୁଣି ଭୁବନେଶ୍ଵରରୁ ୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ ବ୍ୟୁରୋ): ଭୁବନେଶ୍ୱରରୁ ଆଜି ଆଉ ୧୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦିଆଯାଇଛି । ତେବେ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୯୨ଜଣ ପିଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୮ଜଣ ଲୋକାଲ କେସ ବୋଲି ଜଣାପଡ଼ିଛି । ନୂଆ…

ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୧୭୮୫ କରୋନା ଆକ୍ରାନ୍ତ

କେନ୍ୟୁଜ(ବ୍ୟୁରୋ): ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୧୭ ଶହ ୮୫ କରୋନା ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୦୪ ଆରୋଗ୍ୟ ଲାଭ କରିଥିବା ବେଳେ ଖୋର୍ଦ୍ଧାରୁ ୨୬୩, କଟକରୁ ୧୨୬, କେନ୍ଦୁଝରରୁ ୧୦୧, ମାଲକାନଗିରିରୁ ୯୧ ଜଣ ସୁସ୍ଥ ହୋଇଛନ୍ତି । Another 1785 #COVID19 patients have…

ରାଜ୍ୟରେ ବଢିଚାଲିଛି ମୃତ୍ୟୁ ସଂଖ୍ୟା, ଆଜି କରୋନାରେ ଆଉ ୧୪ ଜଣଙ୍କ ମୃତ୍ୟୁ

କେନ୍ୟୁଜ୍(ବ୍ୟୁରୋ): କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍ । ସପ୍ତାହେ ଧରି ୧୦ ଉପରକୁ ରହୁଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ଆଜି ୧୪ ଜଣ ଏହି କିଲର ଭାଇରସରେ ପ୍ରାଣ ହରାଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ…

ବଢି ଚାଲିଛି କରୋନା ସଂକ୍ରମଣ, ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ୧୫୨୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ ବ୍ୟୁରୋ) :  ଥମିବାର ନାଁ ଧରୁନି କରୋନା । ବଢିଚାଲିଛି ସଂକ୍ରାମିତଙ୍କ ସଂଖ୍ୟା । ବଢିଚାଲିଛି ମୃତ୍ୟୁ ସଂଖ୍ୟା । ସଂକ୍ରମିତଙ୍କ ସଂଖ୍ୟା ବଢିବା ସହିତ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି କରୋନା । ତେବେ ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୧୫୨୮ ଜଣ ନୂଆ…

୧୯ ଆକ୍ରାନ୍ତ ଚିହ୍ନଟ ପରେ କାମାକ୍ଷାନଗର ଏନ୍‌ଏସି ୭୨ ଘଣ୍ଟା ସଟ୍‌ଡାଉନ୍‌ 

ଢେଙ୍କାନାଳ(କେନ୍ୟୁଜ ବ୍ୟୁରୋ): ଢେଙ୍କାନାଳ କାମାକ୍ଷାନଗର ଏନ୍‌ଏସି ୭୨ ଘଣ୍ଟା ସଟ୍‌ଡାଉନ୍‌ । ଆଜିଠାରୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏନ୍‌ଏସିର ସମସ୍ତ ୧୫ଟି ଓ୍ଵାର୍ଡରେ ଡାକବାଜି ଯନ୍ତ୍ରୀ ସାହାଯ୍ୟରେ ପ୍ରଚାର କରାଯାଇ ଲୋକଙ୍କୁ ସଚେତନ…

ବିଶ୍ୱରେ ୨ କୋଟି ଟପିଲା କରୋନା ସଂକ୍ରମଣ, ୭ ଲକ୍ଷ ୩୩ ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟ

କେନ୍ୟୁଜ (ବ୍ୟୁରୋ): ବିଶ୍ୱରେ ୨ କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨ କୋଟି ୨୧ ହଜାରରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି । ପ୍ରଥମ ୫୦ ଲକ୍ଷ ଛୁଇଁବାକୁ ୧୪୧ ଦିନ ସମୟ ଲାଗିଥିଲା । ଏହା ପରେ ଦ୍ରୁତ ଗତିରେ ବଢିଛି ସଂକ୍ରମଣ । ୫୦ ଲକ୍ଷରୁ ୧ କୋଟି…

ବଢୁଛି କରୋନା ସଂକ୍ରମଣ , ଭୁବନେଶ୍ଵରରେ ଆଜି ଆଉ ୧୬୬ ଜଣ କରୋନା ପଜିଟିଭ ଚିହ୍ନଟ 

ଭୁବନେଶ୍ଵର (କେନ୍ୟୁଜ ବ୍ୟୁରୋ): ଆଜି ଭୁବନେଶ୍ୱର ମହାନଗର ନିଗମରୁ ୧୬୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୮ ଜଣ କ୍ଵାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୬୮ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା…

ସାବଧାନ ! କାଶିବା ଛିଙ୍କିବା ଠାରୁ ବେଶୀ ବିପଦ ଆଣିପାରେ ଗୀତ ଗାଇବା

ସାଧାରଣତଃ କରୋନା ସଂକ୍ରମିତ ରୋଗୀର କାଶ କିମ୍ବା ଛିଙ୍କ ଦ୍ୱାରା ଏହି ଭୁତାଣୁ ଅତି ଦ୍ରୁତ ଗତିରେ ତାର ମୁଂହରୁ ବାହାରି ଚାରିଆଡେ ବ୍ୟାପିଥାଏ ବୋଲି ଆପଣ ଜାଣିଥିବେ । ତେବେ ନିକଟରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ କରୋନା ସଂକ୍ରମିତ ରୋଗୀ ଯଦି ଭିଡ଼ରେ ଗୀତ ଗାଉଥିବେ ତାହେଲେ ବହୁ ସଂଖ୍ୟକ…

ଆଜି ଭୁବନେଶ୍ଵରରେ ୧୪୯ ଜଣ ଓ କଟକରେ ୧୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀ ଭୁବନେଶ୍ବରରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୮ ଜଣ ବାହାରିଥିବା ବେଳେ ଲୋକାଲ କେସ ୫୧ ରହିଛି । ତାସହିତ ୧୪୫ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଈଗଉ ପକ୍ଷରୁ ସୂଚନା ମିଳିଛି । ଏହି…

ଭୁବନେଶ୍ଵରରେ ବଢୁଛି କରୋନା ସଂଖ୍ୟା, ଆଜି ଆଉ ୧୧୮ ପଜିଟିଭ ଚିହ୍ନଟ ଲୋକାଲ କେସ ୪୯

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୧୧୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି କ୍ବାରେଣ୍ଟାଇନରୁ ୬୯ ଓ ଲୋକାରୁ ୪୯ କେସ ରହିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀ, ଓଲଡ଼ ଟାଉନ, ଡମଣା, ବରଗଡ଼, ଖଣ୍ଡଗିରି, ଶାସ୍ତ୍ରୀନଗର, ପଳାଶପାଲ୍ଲୀ, ଟଙ୍କପାଣି…