କରୋନା ଭାଇରସ୍ ସନ୍ଦେହରେ କଟକ SCBରେ ଆଉ ଜଣଙ୍କୁ ଭର୍ତ୍ତି କରାଯାଇଛି
କେନ୍ଯୁଜ୍: କମୁନି କରୋନା ଭାଇରସ୍। ଚୀନ୍ରେ ନେଲାଣି ୪୯୦ ମୁଣ୍ଡ। ୨୪ଘଣ୍ଟାରେ ୬୫ଜଣଙ୍କ ମୃତ୍ୟୁ ହୋଇଛି। ଆକ୍ରାନ୍ତ ହୋଇଛନ୍ତି ୨୦ହଜାରରୁ ଅଧିକ । କରୋନାକୁ ବିଶ୍ୱ ସଙ୍କଟ ଭାବେ ଘୋଷଣା କରିଛି WHO। ସେପଟେ ଓଡ଼ିଶାରେ ଥମୁନି କରୋନା ଭୟ। କଟକ SCBରେ କରୋନା ଭାଇରସ୍ ସନ୍ଦେହରେ ଆଉ ଜଣଙ୍କୁ…