ଚୀନ୍ର ଉହାନରୁ ଭାରତ ଫେରିଲେ ଆଉ ୩୨୩ ଜଣ ଭାରତୀୟ, ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ…
ନୂଆଦିଲ୍ଲୀ: ଚୀନ୍ର ଉହାନରୁ ଭାରତ ଫେରିଲେ ଆଉ ୩୨୩ ଜଣ ଭାରତୀୟ । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଯୋଗେ ସେମାନଙ୍କୁ ଭାରତ ଅଣାଯାଇଛି । ଏମାନଙ୍କ ମଧ୍ୟରେ ମାଲଦୀପର ୭ ଜଣ ନାଗରିକ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୬୪୭ ଜଣ ଭାରତୀୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିସାରିଲେଣି । ସମସ୍ତଙ୍କୁ…