Browsing Tag

corona warriors

କୋରାପୁଟ ଜିଲ୍ଲାରେ ପ୍ରାଣ ହରାଇଥିବା ୪କରୋନା ଯୋଦ୍ଧାଙ୍କ ପରିବାରକୁ ମିଳିଲା ସରକାରୀ ସହୟତା

କୋରାପୁଟ : କୋରାପୁଟ ଜିଲ୍ଲାରେ କରୋନାରେ ପ୍ରାଣ ହରାଇଥିବା ୪ ଜଣ କରୋନା ଯୋଦ୍ଧାଙ୍କ ପରିବାରକୁ ମିଳିଲା ସରକାରୀ ସହୟତା । ଜିଲ୍ଲାପାଳ ମଧୁସୂଦନ ମିଶ୍ର ମୃତକଙ୍କ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି । ମୃତକଙ୍କ ପରିବାର ବର୍ଗରୁ ଜଣକୁ ଚାକିରି ଯୋଗାଇଦେବା ପାଇଁ…

କରୋନା ଯୋଦ୍ଧା ରୋଗୀଙ୍କ ସାମ୍ନାରେ ‘ଚିଟିୟାଁ କଲାଇୟାଁ’ ଗୀତରେ କଲେ ଧମାକାଦାର ଡ୍ୟାନ୍ସ, ଜବରଦସ୍ତ…

କରୋନା ମହାମାରୀର ଗମ୍ଭୀର ପରିସ୍ଥିତିରେ ମଧ୍ୟ ନିଜ ଯନ୍ତ୍ରଣାକୁ ଭୁଲି ଦିନରାତି ରୋଗୀଙ୍କ ସେବା କରୁଛନ୍ତି କରୋନା ଯୋଦ୍ଧା। ଏହାସହିତ ସେମାନେ ତାଙ୍କ ମନୋରଞ୍ଜନ ଉପରେ ପୂରା ଧ୍ୟାନ ରଖୁଛନ୍ତି। ଏମିତି ହିଁ ଏକ ଭିଡ଼ିଓ ଏବେ ଇଣ୍ଟରନେଟରେ ଖୁବ ଭାଇରଲ ହେଉଛି, ଯେଉଁଠି କରୋନା ଯୋଦ୍ଧା ରୋଗୀଙ୍କ…

IPL 2020: ବିରାଟ ହେଲେ ‘ସିମରନଜିତ’ ତ ଡି ଭିଲିୟର୍ସ ହେଲେ ‘ପରିତୋଷ’, RCB…

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ପୂର୍ବରୁ ନୂଆ ଟିମ ଜର୍ସିକୁ ଗୁରୁବାର ଲଞ୍ଚ କରିଥିଲା, ଯେଉଁଥିରେ କୋଭିଡ-୧୯ ହିରୋମାନଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଟିମର ଜର୍ସି ଉପରେ 'My Covid Heroes' ଲେଖାହୋଇଛି।…

ସାମାଜିକ ସଂଗଠନ ‘ଲକ୍ଷ୍ୟ’ ତରଫରୁ କରୋନା ବାର୍ତ୍ତାବାହକଙ୍କୁ କୋଭିଡ ଯୋଦ୍ଧା ସମ୍ମାନ ପ୍ରଦାନ

ଭୁବନେଶ୍ୱର(କେନ୍ୟୁଜ୍): ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଲକ୍ଷ୍ୟ ଫାଉଣ୍ଡେସନ୍ ତରଫରୁ କୋଭିଡ଼ ଯୋଦ୍ଧଙ୍କୁ ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଭୁବନେଶ୍ୱରର ୟୂନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପାଖାପାଖି ୨୫ ଜଣ କରୋନା ଯୋଦ୍ଧା(ସାମ୍ବାଦିକ)ଙ୍କୁ ସମ୍ମାନିତ କରାଯାଇଛି।…

କରୋନା ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ସେବା ପାଇଁ ମିନିଟିଏ ନିରବ ପ୍ରାର୍ଥନା, ସାରା ଓଡିଶା ଜଣାଇଲା ସମ୍ମାନ

କେନ୍ୟୁଜ୍(ବ୍ୟୁରୋ):  କରୋନା ଯୋଦ୍ଧାଙ୍କ ପାଇଁ ମିନିଟିଏ ନିରବ ପ୍ରାର୍ଥନା। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ କୋଭିଡ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ସେବା ପାଇଁ ସାରା ଓଡିଶା ଜଣାଇଲା ସମ୍ମାନ। ସମାନ ୬ ଟାରେ ଆରମ୍ଭ ହୋଇ ୬ଟା ୧ରେ ସରିଥିଲା ନୀରବ ପ୍ରାର୍ଥନା ।  ୧ ମିନିଟ୍ ଲାଗି ଅଟକି ଯାଇଥିଲା…

ଚାନ୍ଦବାଲି: ଉତ୍କର୍ସ ସେବା ପାଇଁ ୭୫ ଜଣ କରୋନା ଯୋଦ୍ଧାଙ୍କୁ ପବିତ୍ରା ଦେବୀ ସେବିକା ସମ୍ମାନରେ କରାଗଲା ସମ୍ମାନିତ

ଚାନ୍ଦବାଲି(କେନ୍ୟୁଜ୍):  ଭଦ୍ରକ ଜିଲ୍ଲା ପିରାହାଟ ରେ ୭୫ ଜଣ କରୋନା ଯୋଦ୍ଧାଙ୍କୁ ପ୍ରଦେଶ ସେବା ସଂଗଠନ ତରଫରୁ ପବିତ୍ରା ଦେବୀ ସେବିକା ସମ୍ମାନରେ ସମ୍ମାନିତ କରାଯାଇଛି । ମହାମାରି କରୋନା ଯୁଦ୍ଧରେ ଆଶା କର୍ମୀ ମାନେ ନିଜର ଜୀବନକୁ ବାଜି ଲଗାଇ ସରକାରଙ୍କ ନିର୍ଦ୍ଦେଶରେ ବିଭିନ୍ନ ପ୍ରକାର…

କରୋନା ଜାଲରେ କରୋନା ଯୋଦ୍ଧ, କଟକ ଗ୍ରାମାଞ୍ଚଳ ଥାନା ଆଇଆଇସି ପଜିଟିଭ୍ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ):  ପୁଣି  ଜଣେ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ। କଟକ ଗ୍ରାମଞ୍ଚଳ ଥାନାର ଜଣେ  ଆଇଆଇସି କରୋନାରେ ଆକ୍ରାନ୍ତ ଥିବାର ସୂଚନା ଦେଇଛନ୍ତି କଟକ ଏସପି। ଆଇଆଇସି ପଜିଟିଭ ଜଣା  ପଡିବା  ପରେ ଥାନାର ଅନ୍ୟ ୬ ଜଣଙ୍କୁ କ୍ବାରେଣ୍ଟାଇନରେ ପଠାଯିବା ସହ ସେମାନଙ୍କର  କୋଭିଡ ଟେଷ୍ଟ…

ଯାଜପୁର ଦେଓଦା ବଳଦେବଜୀୟୁ ଯୁବକ ସଂଘ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଯାଜପୁର: ଯୁବକ ସଂଘ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଓଦା ପଂଚାୟତର ବଳଦେବଜୀୟୁ ଯୁବକ ସଂଘ ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି । ଏଥିରେ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ, ଡାକ୍ତର ପ୍ରତ୍ୟୁଷ ମହାରଣା ଏବଂ କଳିଙ୍ଗ ଟିଭି ପ୍ରତିନିଧି…

କରୋନା ସଚେତନତା କରୁ କରୁ ଟଳି ପଡିଲେ କରୋନା ଯୋଦ୍ଧା

କେନ୍ଦୁଝର(କେନ୍ୟୁଜ୍): ମଶାରୀ ସର୍ଭେ ତଥା କରୋନା ସଚେତନ ପାଇଁ ଘରୁ ବାହାରି ଘର ଘର ବୁଲି ସର୍ଭେ କରୁଥିବା ବେଳେ ଟଳି ପଡିଲେ କରୋନା ଯୋଦ୍ଧା । ବିଲେଇପଦା ସେଣ୍ଟର ର ଅଙ୍ଗନୱାଡ଼ିକର୍ମୀ ରୁକ୍ମଣୀ ମହାନ୍ତ(୫୫)ସୋମବାର ରୁକ୍ମଣୀ ହେଲ୍ପର ଓ ଆଶା ଦିଦିଙ୍କ ସାଥୀରେ ସକାଳ ୭ଘଟିକା ସମୟରେ ସର୍ଭେ…

ଆଉ ଜଣେ କର୍ତ୍ତବ୍ୟ ପରାୟଣ କରୋନା ଯୋଦ୍ଧା, ନିଜ ବାପା ଆଇସିୟୁରେ ଥିବା ସତ୍ତ୍ୱେ ଜନସାଧାରଣଙ୍କ ବିପତ୍ତି ସମୟରେ ସେବା…

ଚାନ୍ଦବାଲି(କେନ୍ୟୁଜ): ଲକଡାଉନ ହିଁ ବଡ ଔଷଧ ଭାବେ କାର୍ଯ୍ୟକରୁଛି କରୋନା ମୁକାବିଲାରେ, ଏହି କରୋନା ରୁପି ରାକ୍ଷସକୁ ଦମନ କରିବାପାଇଁ ଯୁଦ୍ଧ ଭାବେ କାର୍ଯ୍ୟକରୁଛନ୍ତି ଡାକ୍ତର, ସ୍ବାସ୍ଥ୍ୟ କର୍ମୀ, ପୁଲିସ ,ସାମ୍ବାଦିକ ଓ ସରକାରୀ କର୍ମଚାରୀ । ତେବେ ଏହାରି ଭିତରେ ଦେଖାଯାଇଛି ଅନେକ…

ଧନ୍ୟବାଦ କରୋନା ଯୋଦ୍ଧା, ଭୂମିରେ ଶୋଇଥିବା ଦୁଇ ପୋଲିସକର୍ମୀଙ୍କ ଫଟୋ ଭାଇରଲ

କରୋନା ମୁକାବିଲାରେ ସବୁଠାରୁ ବଡ ଭୂମିକା ଡାକ୍ତର ଏବଂ ପୋଲିସକର୍ମୀ ମାନଙ୍କର ରହିଛି। ଏମାନେ ନିଜ ଘର ଭୁଲି ଦିନ ରାତି କରୋନା ଯୋଦ୍ଧା ଭାବରେ ନିଜ କର୍ତ୍ତବ୍ୟ କରୁଛନ୍ତି। ସୋସିଆଲ ମିଡିଆରେ ଏବେ ଏକ ଫଟୋ ଖୁବ ଭାଇରଲ ହେଉଛି। ଏହି ଭାଇରଲ ହେଉଥିବା ଫଟୋରେ ଦୁଇ ଜଣ ପୋଲିସକର୍ମୀ ନଜର ଆସୁଛନ୍ତି।…

ଏମ୍ସର ଡାକ୍ତର ଗୃହମନ୍ତ୍ରୀଙ୍କୁ କଲେ ଅପିଲ, ଆମ ସୁରକ୍ଷା ପାଇଁ ଲାଗୁ କରାଯାଉ ଆଇନ

କରୋନା ଭାଇରସ ସହ ମୁକାବିଲା କରି ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯାଉ। ଏଥିପାଇଁ ସ୍ୱାସ୍ଥ୍ୟ ସେବା କର୍ମୀ ଏବଂ ଚିକିତ୍ସକୀୟ ପ୍ରତିଷ୍ଠାନ ବିଧେୟକ (ହିଂସା ଏବଂ ସମ୍ପତ୍ତି କ୍ଷତି ଉପରେ ରୋକ)କୁ ଆଇନ ଭାବରେ ଲାଗୁ କରାଯାଉ।…