ଡରନ୍ତୁ ନାହିଁ, XE ଭଳି ଭ୍ୟାରିଏଣ୍ଟ ଏମିତି ସବୁବେଳେ ଆସୁଥିବ: NTAGI ମୁଖ୍ୟ
ଓମିକ୍ରନ୍ର ନୂଆ ଏକ୍ସଇ ଭ୍ୟାରିଏଣ୍ଟକୁ ନେଇ ସାରା ଦୁନିଆରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଭାରତର ଜାତୀୟ ଟେକ୍ନିକାଲ ପରାମର୍ଶଦାତା ସମୂହ (NTAGI)ର ମୁଖ୍ୟ ଡା. ଏନ୍କେ ଆରୋରା ଏକ ଆଶ୍ୱସ୍ତିକର ବୟାନ ଦେଇଛନ୍ତି। ଆରୋରା କହିଛନ୍ତି, ଓମିକ୍ରନ୍ର ନୂଆ ନୂଆ ଭ୍ୟାରିଏଣ୍ଟ ସବୁବେଳେ ଏମିତି…