Browsing Tag

corona

ହୃଦ୍‌ରୋଗୀ, ଶ୍ବାସ ରୋଗୀ, କର୍କଟ ରୋଗୀ, କିଡ୍‌ନୀ ରୋଗୀ ମଧ୍ୟ ହୋମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସିତ…

କେନ୍ୟୁଜ୍(ବ୍ୟୁରୋ):  ସଂକ୍ରମିତ କିମ୍ବା ଅଣ ସଂକ୍ରମିତ କୌଣସି ଜଟିଳ ରୋଗ ଥିବା କରୋନା ଆକ୍ରାନ୍ତ ମାନେ ହୋମ୍‌ ଆଇସୋ‌ଲେସନ୍‌ରେ ରହିପାରିବେ ନାହିଁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବିଭାଗର ବୈଷୟିକ ମୁଖପାତ୍ର ପୂର୍ବରୁ କହିଥିଲେ। ।କିନ୍ତୁ ଆଜି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହି ସନ୍ଦେହକୁ…

ଆଦିତ୍ୟ ପାଞ୍ଚୋଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଜରିନା ୱାହାବଙ୍କୁ କରୋନା, ଅକ୍ସିଜେନ ସପୋର୍ଟରେ ୫ ଦିନ ହେବ…

ଆଦିତ୍ୟ ପାଞ୍ଚୋଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଜରିନା ୱାହାବ ଗତ ୫ ଦିନ ହେବ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ କରୋନାରେ ସଂକ୍ରମିତ ଅଛନ୍ତି। ତାଙ୍କୁ ଯେବେ ହସ୍ପିଟାଲ ଅଣାଯାଇଥିଲା, ସେତେବେଳେ କରୋନାର ସାମାନ୍ୟ ଲକ୍ଷଣ ଥିଲା। ଏହାପରେ ଧୀରେ ଧୀରେ ଏହା ବଢିବାରେ…

‘The Kapil Sharma Show’ର କେତେକ ସଦସ୍ୟ ହେଲେ କରୋନାର ଶିକାର, ଏଭଳି ନିଷ୍ପତ୍ତି ନେଲେ ଶୋ’ର…

ନିକଟରେ 'ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର'ର ସେଟରେ ୭ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏଭଳିସ୍ଥଳେ ଶୋ'ର ଜଜ ମଲାଇକା ଆରୋରା ମଧ୍ୟ କରୋନା କବଳକୁ ଆସିଯାଇଥିଲେ। ବର୍ତ୍ତମାନ ଆଉ ଏକ ବଡ଼ ଟିଭି ଶୋ' ଦ କପିଲ ଶର୍ମା ଶୋ' କରୋନା କବଳରୁ ବର୍ତ୍ତି ପାରିନାହିଁ। କୁହାଯାଉଛି, ଦ କପିଲ ଶର୍ମା…

ଅର୍ଜୁନ କପୁରଙ୍କ ପରେ ଅଭିନେତ୍ରୀ ମଲାଇକା ଆରୋରାଙ୍କର ବି କରୋନା ଟେଷ୍ଟ ପଜିଟିଭ, ଭଉଣୀ ଦେଲେ ସୂଚନା

ବଲିଉଡ ଆକ୍ଟର ଅର୍ଜୁନ କପୁରଙ୍କ ପରେ ରବିବାର ହିଁ ଅଭିନେତ୍ରୀ ମଲାଇକା ଆରୋରାଙ୍କର ବି କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି, ମଲାଇକା ସଂକ୍ରମିତ ହେବା ନେଇ ଭଉଣୀ ଅମୃତା ଆରୋରା ସୂଚନା ଦେଇଛନ୍ତି। କହି ରଖୁଛୁ, ମଲାଇକାଙ୍କ ଶୋ' 'ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର୍ସ'…

ଆଜି ରାଜ୍ଯରେ ୨୬୯୮ କରୋନା ପଜିଟିଭ୍ ଚିହ୍ନଟ, ପୁଣି ଖୋର୍ଦ୍ଧାରୁ ସର୍ବାଧିକ ୪୭୫ ସଂକ୍ରମିତ

ଆଜି ରାଜ୍ଯରେ ୨୬୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୩୦ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୬୭୫ ଏବଂ ଲୋକାଲ୍ କେସରୁ ୧୦୨୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ…

ରାଜଧାନୀରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ପୁଣି ୧୨୮ ଜଣ କରୋନା ପଜିଟିଭ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ଚିନ୍ତା ବଢାଉଛି କରୋନା । ସଂକ୍ରମିତ ସଂଖ୍ୟାରେ ଲାଗୁନି ବ୍ରେକ। ଦୈନିକ ନୂଆ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢି ହଟସ୍ପଟ ଜୋନରେ ପରିଣତ ହୋଇଥିବା ରାଜଧାନୀ ଭୁବନେଶ୍ବରରେ ଚିନ୍ତା ବଢାଉଛି ଲୋକାଲ କଣ୍ଟାକ୍ଟ କେସ୍। ଆଜି ପୁଣି ଭୁବନେଶ୍ୱରରୁ ଆଉ ୧୨୮ କରୋନା…

ଓଡିଶାର ପ୍ରଥମ ଘଟଣା, କରୋନାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବାର ସୂଚନା

କେନ୍ୟୁଜ୍(ବ୍ୟୁରୋ):  ଓଡିଶାର ପ୍ରଥମ କରୋନା ଯୋଦ୍ଧାଙ୍କର କରୋନାରେ ମୃତ୍ୟୁ। ମୃତକ ଜଣକ ହିଞ୍ଜିଳୀର  ଜଣେ ସମ୍ବାଦିକ ବୋଲି ସୂଚନା ମିଳିଛି। କୁହାଯାଉଛି  କିଛି ଦିନ ତଳେ ସାମ୍ବାଦିକ ଜଣକ କରୋନାରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ଶିତଳାପାଲ୍ଲୀ କୋଭିଡ ହସ୍ପିଟାଲ ଚିକିତ୍ସିତ ହେଉଥିଲେ ପରେ…

ଆଗକୁ ପ୍ରଳୟ ଆଣିବ ମହାମାରୀ କରୋନା,ପ୍ରତିଦିନ ଅଢେଇ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେବେ

କେନ୍ୟୁଜ୍(ବ୍ୟୁରୋ): କରୋନା ଭାଇରସ୍‌ର ଝଲକ ଦେଖୁଛି ଭାରତ । ଆଗକୁ ଝଡ଼ ଆସୁଛି । ୨୦୨୧ ଶୀତ ଋତୁ ଶେଷ ଆଡ଼କୁ ପ୍ରତିଦିନ ୨ ଲକ୍ଷ ୮୭ ହଜାର ଲୋକ ସଂକ୍ରମିତ ହେଉଥିବେ । ଛାତି ଥରିଲା ଭଳି ଏମିତି ଭବିଷ୍ୟବାଣୀ କରିଛି ମାସାଚୁସେଟ୍‌ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି । ୮୪ଟି ଦେଶର ତଥ୍ୟକୁ…

କଣ ସତରେ ଚନ୍ଦା ପୁରୁଷଙ୍କ ଠାରେ ଅଧିକ ରହିଥାଏ କରୋନା ସଂକ୍ରମଣର ଭୟ ! ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

ଯେବେ ଠାରୁ କରୋନା ସଂକ୍ରମଣ ଆସିଛି ସେବେଠାରୁ ଆଜି ପର୍ଯ୍ୟନ୍ତ ମହାମାରୀ କରୋନା ଭାଇରସକୁ ନେଇ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ମହାମାରୀର ଅନ୍ତ ପାଇଁ ଲଗାତର ଭ୍ୟାକସିନ ଏବଂ ଔଷଧକୁ ନେଇ ରିସର୍ଚ୍ଚ ଜାରି ରହିଛି। ଏହାସହିତ କରୋନାକୁ ନେଇ ବିଭିନ୍ନ ଅନୁସନ୍ଧାନ, ଅଧ୍ୟୟନ ଏବଂ…

କରୋନା ଭ୍ୟାକ୍‌ସିନ୍‌ ତିଆରି ଦୌଡ଼ରେ ଏହି ଦୁଇଟି କମ୍ପାନୀ ସବୁଠୁ ଆଗରେ, ୯୯ ପ୍ରତିଶତ ସଫଳ ହୋଇଥିବା ଦାବି

କରୋନା ଭାଇରସ୍‌କୁ ମାତ୍‌ ଦେବା ଭଳି ଟୀକା ଏବେ ଯାଏଁ ପ୍ରସ୍ତୁତ ହୋଇପାରିନାହିଁ। ଏଣୁ ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ଏବେ ସୁଦ୍ଧା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ କମ୍ପାନୀ କରୋନାର ଟୀକା ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି। କିନ୍ତୁ କେହି ବି ସଫଳ ହୋଇପାରିନାହାନ୍ତି।…

ସୁବର୍ଣ୍ଣପୁରରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ

ସୁବର୍ଣ୍ଣପୁର ଜିଲ୍ଲାରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳ ଟ୍ଵିଟ୍ କରି ସୂଚନା ଦେଇଛନ୍ତି । ଏହି ଚାରିଜଣଙ୍କ ମଧ୍ୟରୁ ଦୁଇ ଜଣ ସୋନପୁର ବ୍ଲକ୍‌ର ଏବଂ ଅନ୍ୟ ଦୁଇଜଣ ତରଭା ଓ ଡୁଙ୍ଗୁରିପାଲୀର । ତେବେ ଏମାନେ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ।…

ଜିଲ୍ଲା ପରେ ଜିଲ୍ଲା ଡେଉଁଛି କରୋନା, ରାଜ୍ୟର ଆଉ ତିନି ନୂଆ ଜିଲ୍ଲାରେ ତିନି ଜଣ ଆକ୍ରାନ୍ତ ଚିହ୍ନଟ

ଉପକୂଳରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା । ଧୀରେ ଧୀରେ ରାଜ୍ୟରେ କାୟା ବୃଦ୍ଧି କରୁଛି କରୋନା । ଆଜି ଆଉ ତିନିଟି ଜିଲ୍ଲାକୁ ବ୍ୟାପିଛି ଭାଇରସ୍‌ । ଝାରସୁଗୁଡ଼ା, କେନ୍ଦୁଝର ଓ ଦେବଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ ଆକ୍ରାନ୍ତ । ତିନିଟି ଜିଲ୍ଲାରୁ ତିନି ଜଣଙ୍କ ରିପୋର୍ଟ ଆସିଛି ପଜିଟିଭ୍‌ ।…