Browsing Tag

corona

ଆମେରିକାରେ କରୋନର ମୃତ୍ୟୁ ତାଣ୍ଡବ, ଦୈନିକ ମୃତ୍ୟୁ ତାଲିକାରେ ଶୀର୍ଷରେ ଆମେରିକା

ନୂଆଦିଲ୍ଲୀ : ଆମେରିକାରେ କରୋନର ମୃତ୍ୟୁ ତାଣ୍ଡବ। ଦିନକରେ ୨୭୮୦ ସଂକ୍ରମିତଙ୍କ ମୃତ୍ୟୁ। ଗତବର୍ଷ ସେପ୍ଟେମ୍ବରରେ ଆମେରିକାରେ ଦୈନିକ ସର୍ବାଧିକ ୨୧୦୦ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଆମେରିକାରେ ସମୁଦାୟ ୯ଲକ୍ଷ ୧୩ ହଜାର ସଂକ୍ରମିତ ପ୍ରାଣ ହରାଇଲେଣି। ସପ୍ତାହେ ହେବ ପ୍ରତିଦିନ…

ଓମିକ୍ରନ୍ ସମୟରେ କୋଭିଡ୍-୧୯ ପାଇଁ WHO ଦେଲା ଦୁଇଟି ନୂଆ ଔଷଧ, ଜାଣନ୍ତୁ କେତେ ପ୍ରଭାବଶାଳୀ

ବର୍ତ୍ତମାନ କୋଭିଡ୍ ଭାରିଏଣ୍ଟ ଓମିକ୍ରନ ଦିନକୁ ଦିନ ନିଜର କାୟା ବିସ୍ତାର କରି ଚାଲିଛି। ଏମିତିକି ଏବେ ସବୁ ସ୍ଥାନରେ ଓମିକ୍ରନରେ ଅନେକ ସଂକ୍ରମଣ ହେବା ଦେଖିବାକୁ ମିଳୁଛି । ଯାହା ପାଇଁ ସରକାର ମଧ୍ୟ ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ଆଉ ଯଦି ଟିକା କାରଣ କଥା କୁହାଯାଏ ତେବେ ଏହା ମଧ୍ୟ…

ଆସିବ କରୋନା ଡିଟେକ୍ଟିଭ୍‌ ମେସିନ ‘ସିଲିଙ୍ଗ ମାଉଣ୍ଟେନ କରୋନା ଆଲର୍ଟ ଡିଭାଇସ’, ବିନା ଟେଷ୍ଟରେ ୧୫ ମିନିଟରେ ଜଣାଇଦେବ…

ମାର୍କେଟକୁ ଆସିବାକୁ ଯାଉଛି କୋଭିଡ ଡିଟେକ୍ଟିଭ୍‌ ମେସିନ ସିଲିଙ୍ଗ ମାଉଣ୍ଟେନ କରୋନା ଆଲର୍ଟ ଡିଭାଇସ। ବର୍ତ୍ତମାନ ଏହା ଉପରେ ସମ୍ପୂର୍ଣ୍ଣ ଗବେଷଣା କରୁଛନ୍ତି ବୈଜ୍ଞାନିକ । ଏହି ମେସିନ ଏବେ ବଦଳାଇ ଦେବ ଜୀବନ । ଲଣ୍ଡନ ସ୍କୁଲ ଅଫ୍‌ ହାଇଜିନ ଆଣ୍ଡ୍‌ ଟ୍ରପିରାଲ ମେଡିସିନ ଇଷ୍ଟିଟ୍ୟୁଟ ଏହି…

ଓମିକ୍ରନକୁ ନେଇ ବିଦେଶୀ ବୈଜ୍ଞାନିକଙ୍କ ବଡ ବୟାନ, ସତର୍କ ନ ହେଲେ ହୋଇ ପାରେ ବ୍ରିଟେନ ପରି ପରିସ୍ଥିତି

ବର୍ତ୍ତମାନ ଦେଶରେ କୋଭିଡ ଭାଇରସ ର ଭାରିଏଣ୍ଟ ଓମିକ୍ରନ ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । ଯାହା ପାଇଁ ଅନେକ ରାଜ୍ୟରେ ନାଇଟ କର୍ଫ୍ୟୁ ସହ ଲକ ଡାଇନ ମଧ୍ୟ ଘୋଷଣା ସରିଲାଣି କିନ୍ତୁ ଭାରତରେ ଦିନକୁ ଦିନ ବଢୁଥିବା ଓମିକ୍ରନର ସଂଖ୍ୟା କୁ ଦେଖି ଏହା ଉପରେ ରିସର୍ଚ କରି ଏକ ନୂଆ ମନ୍ତବ୍ୟ…

କରୋନାର ଆଉ ଏକ ଲହରି କବଳରେ ସାରା ବିଶ୍ୱ! ଆମେରିକାରେ ଖରାପ ହେବାରେ ଲାଗିଛି ସ୍ଥିତି, କିଛି ଦେଶରେ କଡ଼ା ଲକ୍‌ଡାଉନ

ୟୁରୋପୀୟ ଦେଶମାନଙ୍କରେ କରୋନା ମହାମାରୀର ପ୍ରକୋପ ପୁଣିଥରେ ବଢ଼ିବାରେ ଲାଗିଛି। ଟିକାକରଣ ସତ୍ତ୍ୱେ ମାମଲାରେ ବୃଦ୍ଧି ଘଟୁଛି। ସ୍ଥିତି ଗତବର୍ଷ ନଭେମ୍ବର ଭଳି ହୋଇ ଯାଇଛି। ସେପଟେ ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ଆମେରିକାରେ କରୋନା ମାମଲା ପୁଣି କାୟା ବିସ୍ତାର କରି…

ରାଜ୍ୟରେ ଗତ ୨୪ ଘଣ୍ଟା ୪୮୮ କରୋନା ପଜିଟିଭ୍ ଚିହ୍ନଟ, ୪ମୃତ

ଭୁବନେଶ୍ୱର (କେନ୍ୟୁଜ): ୨୪ ଘଣ୍ଟା ଭିତରେ ରାଜ୍ୟରୁ ଚିହ୍ନଟ ହେଲେ ୪୮୮ ନୂଆ ପଜିଟିଭ୍ । ସେଥିମଧ୍ୟରୁ ୨୮୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୨୦୩ ଜଣ ସ୍ଥାନୀୟ ସଂକ୍ରମିତ ଥିବା ସୂଚନା ରହିଛି । ଏଥିସହିତ ଏହି ସଂକ୍ରମିତଙ୍କ ଭିତରେ ୭୭ ଜଣଙ୍କ ବୟସ ୧୮ ବର୍ଷରୁ କମ୍ ବୋଲି ମଧ୍ୟ…

ଆଜି G-20 ଶିଖର ସମ୍ମିଳନୀରେ ଭାଗ ନେବେ ପ୍ରଧାନମନ୍ତ୍ରୀ ,କରୋନା, ଅର୍ଥବ୍ୟବସ୍ଥା ଓ ଜଳବାୟୁ ପରିବର୍ତ୍ତନ ଉପରେ କରିବେ…

ନୂଆଦିଲ୍ଲୀ : ୨ ଦିନିଆ ରୋମ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି G-20 ଶିଖର ସମ୍ମିଳନୀରେ ଭାଗ ନେବେ ପ୍ରଧାନମନ୍ତ୍ରୀ। କରୋନା ମହାମାରୀ , ଅର୍ଥବ୍ୟବସ୍ଥା ଓ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା କରିବେ । ଏହା ସହ ଭାଟିକାନ୍‌ ସିଟିରେ ପୋପ୍‌ଙ୍କୁ ଭେଟିବା କାର୍ଯ୍ୟକ୍ରମ…

୯ମାସରେ ରେକର୍ଡ : ଆଜି ଦେଶରେ ୧୦୦କୋଟି ଟପିବ ଟିକାକରଣ

ନୂଆଦିଲ୍ଲୀ: ଆଜି ଦେଶରେ ୧୦୦କୋଟି ଟପିବକୁ ଯାଉଛି ଟିକାକରଣ। ଜାନୁଆରୀ ଆରମ୍ଭ ହୋଇଥିବା ଏହି କୋଭିଡ୍‌ ଟିକାକରଣ ନୂଆ ମାଇଲଖୁଣ୍ଟ ଛୁଇଁବ। ଏହି ଅଭିଯାନ ଆରମ୍ଭ ହେବାର ୯ମାସ ପରେ ଭାରତ ପ୍ରଥମ ଥର ପାଇଁ ୧୦୦କୋଟି ଟିକାର ମାଇଲ ଖୁଣ୍ଟ ହାସଲ କରିବ। ଗତକାଲି ଅପରାହ୍ନ ସୁଦ୍ଧା ଦେଶରେ ପ୍ରାୟ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୪୫ କରୋନା ପଜିଟିଭ୍ ଚିହ୍ନଟ, ୭ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୫୪୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାସହିତ ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଚିନ୍ତା ବଢାଉଛନ୍ତି ୦ରୁ ୧୮ ବର୍ଷ ବର୍ଗୀୟ । ୫୪୫ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୭୪ ଜଣ । ଏହା ସହିତ…

କରୋନା ପଜିଟିଭ ପୁଷ୍ଟି ହେବାର ୩୦ ଦିନ ଭିତରେ ମୃତ୍ୟୁକୁ କୁହାଯିବ କୋଭିଡ୍‌ ମୃତ୍ୟୁ, ସରକାର ଜାରି କଲେ ନୂଆ…

ନିକଟରେ କେନ୍ଦ୍ର ସରକାର କରୋନା ମହାମାରୀଜନିତ ମୃତ୍ୟୁ ସମ୍ପର୍କରେ ଏକ ବଡ଼ କଥା କହିଛନ୍ତି। ସରକାର କହିଛନ୍ତି କି, କୋଭିଡ୍‌ ପଜିଟିଭ ପୁଷ୍ଟି ହେବାର ୩୦ ଦିନ ଭିତରେ ଯଦି କାହାର ମୃତ୍ୟୁ ହସ୍ପିଟାଲ କିମ୍ବା ଘରେ ହେଉଛି, ତା’ହେଲେ ଡେଥ୍‌ ସାର୍ଟିଫିକେଟରେ ମୃତ୍ୟୁର କାରଣ କୋଭିଡ୍‌-୧୯ ହିଁ…

ବଢୁଛି ଦୈନିକ ସଂକ୍ରମଣ: କେରଳରେ ସର୍ବାଧିକ ମାମଲା, ୨୪ ଘଣ୍ଟାରେ ୪୨,୬୧୮ ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ କରୋନା ଉପରେ ଲାଗୁନି ରୋକ। ପୁଣି ଉପର ମୁହାଁ କରୋନା ଗ୍ରାଫ। ଗତ ୨୪ ଘଣ୍ଟାରେ ୪୨ ହଜାର ୬୧୮ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିରେ କେରଳରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ କେରଳରୁ ଆସିଛି ୨୯ହଜାର ୩୨୨ କରୋନା ମାମଲା। ଯାହା ମୋଟ ସଂକ୍ରମଣର ୭୦…

କରୋନା ଭଲ କରିଦେବ ସାପ ବିଷ! ବ୍ରାଜିଲର ବୈଜ୍ଞାନିକମାନେ ଦେଲେ ଆଶ୍ଚର୍ଯ୍ୟଜନକ ସୂଚନା

କରୋନାକୁ ନେଇ ଦେଶବାସୀଙ୍କ ମନରେ ଭୟ ଓ ଚିନ୍ତା ଦିନକୁ ଦନ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସ୍ଥିତି ଏମିତି ହେଲାଣି ଯେ, କରୋନାର ଦୁଇଟି ଭ୍ୟାକ୍ସିନ ନେବା ପରେ ବି ସଂକ୍ରମଣରେ ପ୍ରାଣ ହରାଉଛନ୍ତି ଲୋକେ । ତେବେ ଏହାରୀ ଭିତରେ ବ୍ରାଜିଲ ବେଜ୍ଞାନିକମାନେ ଏପରି ଏକ ଖବର ପ୍ରକାଶ କରିଛନ୍ତି…