Browsing Tag

corona

ପୁଣି ଚିନ୍ତା ବଢାଉଛି କରୋନା: ବାଲେଶ୍ବର ଜିଲ୍ଲାରେ ୧୦ ଶିଶୁ ପଜିଟିଭ ଚିହ୍ନଟ

ବାଲେଶ୍ବର(କେନ୍ଯୁଜ୍): ବାଲେଶ୍ବର ଜିଲ୍ଲାରେ ୧୦ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକି ବାଲେଶ୍ଵରର ଅଭିଭାବକ ମାନଙ୍କ ପାଇଁ ଏବେ ଚିନ୍ତାଜନକ ବିଷୟ ହୋଇଛି। ଶିଶୁମାନଙ୍କ ମଧ୍ୟରେ ଜ୍ଵର ଅଧିକ ଦିନ ଧରି ରହିବା ପରେ କରୋନା ଲକ୍ଷଣ ଥିବା ଯୋଗୁଁ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ…

ବିଶ୍ୱରେ ୫୦୦ କୋଟି ଟପିଲା କୋଭିଡ ଟିକାକରଣ, ଦିନକୁ ଦିଆଯାଉଛି ୩୩. ୫୬ ମିଲିୟନ ଟିକା

ବିଶ୍ୱରେ ୫୦୦ କୋଟି ଟପିଲା କୋଭିଡ ଟିକାକରଣ। ୨୦୨୦, ଡିସେମ୍ବର ୨୭ରୁ ଏ ପର୍ଯ୍ୟନ୍ତ ଅର୍ଥାତ୍‌ ୮ ମାସରେ ୫ ବିଲିୟନ ଟିକାକରଣ ହୋଇଛି। ବିଶ୍ୱ ଜନସଂଖ୍ୟାର ୩୨. ୭ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୨୪. ୬ ପ୍ରତିଶତ ଲୋକ ଉଭୟ ଡୋଜ୍ ନେଇସାରିଛନ୍ତି। ଏବେ ଦିନକୁ ୩୩. ୫୬ ମିଲିୟନ ଟିକା…

ନିଆରା ଅଫର ଦେଲେ ସେଲୁନ ମାଲିକ: ଟିକା ନେଇଥିଲେ କେଶ ଓ ଦାଢ଼ି କାଟି ପାରିବେ ଗ୍ରାହକ

ବିହାର ସ୍ଥିତ ଦରଭଙ୍ଗା ଜିଲ୍ଲାରେ ଜଣେ ସେଲୁନ ମାଲିକ ନିଜ ଗ୍ରହକ ମାନଙ୍କୁ ଏକ ନିଆରା ଅଫର ଦେଇଥିବାର ଜଣାପଡିଛି । ଟିକା ନେଇଥିବା ଗ୍ରାହକଙ୍କର କେଶ ଓ ଦାଢ଼ି ସେ ମାଗଣାରେ କାଟୁଛନ୍ତି । ଦରଭଙ୍ଗା ସହରର ବାଇତା ଛକରେ ଶମ୍ଭୁ କୁମାର ଠାକୁରଙ୍କର ସେଲୁନ୍‌ ରହିଛି । ନିଜ ଜିଲ୍ଲାରେ ଟିକାକରଣ…

କରୋନା ଟିକା ନ ଦେଇ ଖାଲି ଛୁଞ୍ଚି ଫୋଡ଼ିଲେ ନର୍ସ, ଦେଖନ୍ତୁ ଭିଡିଓ

ଦେଶରେ କରୋନା ଟୀକାକରଣ ବିଷୟରେ ଲୋକଙ୍କୁ ନିରନ୍ତର ଭାବେ ଅବଗତ କରାଯାଉଅଛି । କିନ୍ତୁ ଏହି ପ୍ରକ୍ରିୟାରେ ଅକେକ ସ୍ଥାନରେ ଅବହେଳା ଏବଂ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଉଛି । ବିହାରର ଛପରା ଜିଲ୍ଲାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି , ଯାହାର ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାବେ…

ଆଜି ରାଜ୍ୟରେ ୮୧୮୨ କରୋନା ଆକ୍ରାନ୍ତ ସୁସ୍ଥ, ୮ ଲକ୍ଷ ଅତିକ୍ରମ  କଲା କରୋନାରୁ ସୁସ୍ଥ ସଂଖ୍ୟା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ୮ ଲକ୍ଷ ଅତିକ୍ରମ  କଲା କରୋନାରୁ ସୁସ୍ଥ ସଂଖ୍ୟା । ଆଜି ଆଉ ୮୧୮୨ ଜଣ କରୋନା  ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ   ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ଏହି ସୂଚନା ଦେଇଛି।  ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୯୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।…

ନୂଆପଡ଼ା: କୋଭିଡ ଯୁଦ୍ଧରେ ୨୫ ଦିନର ଶିଶୁ ବିଜୟୀ

ନୂଆପଡ଼ା: କୋଭିଡ ଯୁଦ୍ଧରେ ୨୫ ଦିନର ଶିଶୁ ବିଜୟୀ । ସପ୍ତାହରେ ମେଡିକାଲରୁ ଡିସ୍‌ଚାର୍ଜ । ନୂଆପଡ଼ାରେ କରୋନା ସଂକ୍ରମିତ ୨୫ ଦିନର ଶିଶୁର ସଫଳ ଚିକିତ୍ସା ପାଇଁ ଡାକ୍ତର ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା । ଗୋଟିଏ ସପ୍ତାହ ମଧ୍ୟରେ ନବଜାତ କରୋନାରୁ ଆରୋଗ୍ୟ ପରେ…

ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀ ଜୁନ୍‌ ୧୫ ପରେ କମିବ କରୋନା ପ୍ରଭାବ ହେଲେ ପୁଣି ଫେରିବ ଅକଟୋବରରେ

କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଭାରତ ପାଇଁ ଅଧିକ ଘାତକ ହୋଇଛି । ଏହା ସାଙ୍ଗରେ ଯୁଝୁଛି ମଣିଷ, ପ୍ରଶାସନ ଏବଂ ପରିସ୍ଥିତି । ଟିକାକରଣ ଚାଲିଛି, ନୂଆ ନୂଆ ଔଷଧ ବାହାର କରିବାର ପ୍ରକ୍ରିୟା ମଧ୍ୟ ଜାରି ରହିଛି । ତେବେ ଏହି ଭାଇରସ୍‌ କେବେ ପୃଥିବୀ ପୃଷ୍ଠରୁ ବିଦା ହେବ, କେବେ ମଣିଷ ମାସ୍କ ଛାଡ଼ି…

କରୋନାର ଦୁଇଟି ଭ୍ୟାକସିନ ମିଶିଲେ ଅଧିକ ଫଳପ୍ରଦ ହେଉଛି, ଏ ନେଇ ଅଧିକ ରିସର୍ଚ୍ଚ ଦରକାର ବୋଲି କହିଲେ ସରକାର

ନୂଆଦିଲ୍ଲୀ : କରୋନାର ଦୁଇଟି ଭ୍ୟାକସିନ୍‌କୁ ମିଶାଇ ଟିକା ନେଲେ ତାହା ଅଧିକ ଫଳପ୍ରଦ ହେଉଛି । ଏ ନେଇ ବିଦେଶରେ ପରୀକ୍ଷା ନିରୀକ୍ଷା ସରିଲାଣି । ଏହି ଚର୍ଚ୍ଚା ସୃଷ୍ଟି ହେବା ପରେ ତା ଉପରେ ପ୍ରତିକ୍ରିୟା ରଖିଛନ୍ତି କ୍ନେଦ୍ର ସରକାର । କେନ୍ଦ୍ର ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟ ବିଶେଷଜ୍ଞ…

କର୍ତ୍ତବ୍ୟ କରିବାର ଆଗ୍ରହ ଓ ସମ୍ମିଳିତ ଉଦ୍ୟମରେ କନ୍ଧମାଳରେ ଚାଲିଛି କରୋନା ସହ ଲଢ଼େଇ

ଫୁଲବାଣୀ (କେ ନ୍ୟୁଜ୍‌) : ରାଜ୍ୟର କରୋନା ଗ୍ରାଫର ସର୍ବନିମ୍ନରେ ଅଛି କନ୍ଧମାଳ। ଏହା କେବଳ ସମ୍ଭବ ହୋଇଛି ସରକାର ଘୋଷଣା କରିଥିବା ଆଗ ଧାଡିର ଯୋଦ୍ଧାଙ୍କ ପରିଶ୍ରମ, ପ୍ରଶାସନର ତଦାରଖ ଓ କନ୍ଧମାଳ ସାଂସଦଙ୍କ ଲଗାତର ସମୀକ୍ଷା ବୈଠକ ଯୋଗୁଁ। ପ୍ରଥମେ ଆସନ୍ତୁ ନଜର ପକାଇବା ସ୍ୱାସ୍ଥ୍ୟ ବିଭାଗର…

ମାଲକାନଗିରି ସୀମାନ୍ତ ଛତିଶଗଡରେ କରୋନା ଏବଂ ଫୁଡ ପଏଜନିଂରେ ୧୦ ମାଓବାଦୀ ମୃତ

ମାଲକାନଗିରି: ମହାମାରୀରେ ମାଓବାଦୀ ମୃତ । ମାଲକାନଗିରି ସୀମାନ୍ତ ଛତିଶଗଡରେ କରୋନା ଏବଂ ଫୁଡ ପଏଜନିଂରେ ଦଶରୁ ଅଧିକ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ମୃତ ସମସ୍ତ ମାଓବାଦୀ ଦକ୍ଷିଣ ବସ୍ତର ମାଓ ସଙ୍ଗଠନ ବୋଲି ଜଣା ପଡିଛି । ଏଥିରେ ଟପ୍‌ କ୍ୟାଡର ମାଓବାଦୀ ଥିବା ସୂଚନା ଦେଇଛନ୍ତି…

କରୋନା ପାଇଁ ଜାହେରାରେ ପୂଜା: ପ୍ରଥମ ଲହାରୀରୁ ସୁରକ୍ଷିତ ପରେ ଦ୍ଵିତୀୟ ଲହରୀ ପାଇଁ ଗ୍ରାମବାସୀଙ୍କ ପୂଜାର୍ଚ୍ଚନା

ରାଇରଙ୍ଗପୁର: ୨୦୨୦ ମସିହାରେ ବିଶ୍ୱ ବ୍ୟାପି କରୋନା ମହାମାରୀ ଓଡିଶାକୁ ଛୁଇଁବା ପରେ କରୋନା ଦାଉରୁ ଗାଁର ରକ୍ଷା ନିମନ୍ତେ ଜାହେରାରେ ପୂଜାର୍ଚ୍ଚନା ଓ ମାନସିକ ରଖିଥିଲେ ସାନ୍ତାଳୀ ସମ୍ପ୍ରଦାୟର ଲୋକେ । ମୟୁରଭଂଜ ଜିଲ୍ଲା ବହଳଦା ବ୍ଲକ ଗିଦିଘାଟି ଗ୍ରାମବାସୀ ଗତବର୍ଷ କରୋନା କାଳ ସମୟରେ ଗାଁର…

କରୋନା ରୋଗୀଙ୍କ ମେଡିସିନ୍ ପାଇଁ SOP, ନୂଆ ଔଷଧ ତୋସିଲିଜମାବ ବ୍ୟବହାର ନେଇ ପ୍ରୋଟୋକଲ ଜାରି

ଭୁବନେଣ୍ବର: କରୋନା ରୋଗୀଙ୍କ ମେଡିସିନ୍ ପାଇଁ SOP। ଇଞ୍ଜେକସନ ସହ ଅନ୍ୟାନ୍ୟ କରୋନା ଔଷଧ ପାଇଁ SOP ଜାରି କରାଯାଇଛି। କରୋନା ପାଇଁ ନୂଆ ଔଷଧ ତୋସିଲିଜମାବ ବ୍ୟବହାର ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରୋଟୋକଲ ଜାରି କରାଯାଇଛି। ଭେଣ୍ଟିଲେଟରରେ ଥିବା ରୋଗୀ, ଅକ୍ସିଜେନ ଆବଶ୍ୟକ କରୁଥିବା…