Browsing Tag

Coronavirus

ଦେଶରେ ବଢୁଛି କରୋନା, ରାଜଧାନୀରେ ୭୦୦ ଛୁଇଁବ ସଂକ୍ରମିତ ମାମଲା

ସମଗ୍ର ଦେଶରେ କରୋନା ପୁଣି କାୟା ମେଲାଉଛି । ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ଆକ୍ଟିଭ କେସ୍ ୬୮୧୫ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଆଜି ସୁଦ୍ଧା ୬୮୧୫ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି । ଗତ ୨୪ ଘଣ୍ଟାରେ ୩୨୪ଟି ନୂଆ ମାମଲା…

ଦିନକୁ ଦିନ ବୃଦ୍ଧି ପାଉଛି କରୋନା, ଆଜି ସୁଦ୍ଧା ୬୪୯୧ ଆକ୍ରାନ୍ତ ଚିହ୍ନଟ

ଦେଶରେ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ଆକ୍ଟିଭ କେସ୍ ୬୪୯୧ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଆଜି ସୁଦ୍ଧା ୬୪୯୧ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି । ଗତ ୨୪ ଘଣ୍ଟରେ ୩୫୮ଟି ନୂଆ ମାମଲା ଚିହ୍ନଟ ହୋଇଛି । ଆଜି କୌଣସି ମୃତ୍ୟୁଜନିତ ଖବର ଆସିନାହିଁ । ସବୁଠାରୁ ଅଧିକ…

କରୋନା ବଢାଉଛି ଚିନ୍ତା, ଆକ୍ରାନ୍ତଙ୍କ ସଂଖ୍ୟା ୪୦୦୦ ପାଖାପାଖି

ଦେଶରେ କରୋନା ମାମଲାରେ ଦିନକୁ ଦିନ ବଢିବାରେ ଲାଗିଛି । ୪ ହଜାର ପାଖାପାଖି ହେଲା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୯୬୧ ରହିଛି । ଏଯାଏଁ ସର୍ବାଧିକ ମାମଲା କେରଳରୁ ଚିହ୍ନଟ ହୋଇଛି । ମୃତକଙ୍କ ସଂଖ୍ୟା…

ଦେଶରେ ପୁଣି ଥରେ କରୋନା ମାମଲା ବୃଦ୍ଧି, ମୁମ୍ବାଇ ପରେ ଦିଲ୍ଲୀରେ କୋଭିଡ୍ ପଜିଟିଭ୍ ମାମଲା

ପୁଣି ଫେରିଛି କରୋନା । ସାରା ଦେଶରେ ମାଡିଚାଲିଲାଣି ଭୂତାଣୁ । ଗତ କିଛି ବର୍ଷର ବ୍ୟବଧାନ ପରେ ପୁଣି ଫେରିଛି ଭାଇରସ । ଦେଶର ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ମୁମ୍ବାଇ ଏବଂ ଦିଲ୍ଲୀରେ ନୂଆ ମାମଲା ଦେଖିବାକୁ ମିଳିଛି । ଏସିଆର କିଛି ଦେଶରେ ପୁଣି ଥରେ…

ପୁଣି ଫେରିଲାଣି କରୋନା, ଭାରତରେ ୨୦୦ରୁ ଅଧିକ କେସ୍, ମୁମ୍ବାଇରେ ୨ ମୃତ

ସାରା ବିଶ୍ୱରେ ପୁଣି ଆତଙ୍କ ଖେଳାଇଲାଣି କରୋନା ଭାଇରସ । କିଛି ବର୍ଷର ବିରତି ପରେ ପୁଣି ସାରା ବିଶ୍ୱକୁ କବଳିତ କରିବାକୁ ଯାଉଛି ଏହି ଭାଇରସ । ସିଙ୍ଗାପୁର, ମାଲେସିଆ ଓ କିଛି ଦକ୍ଷିଣ ଦେଶରେ ଏବେ ତାଣ୍ଡବ ରଚୁଛି ଏହି ମୃତ୍ୟୁର ଭାଇରସ । ଗତ କିଛି ଦିନ ହେବ ପୁଣି ଥରେ କରୋନା ଭାଇରସ୍ ମୁଣ୍ଡ…

ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂଙ୍କୁ କରୋନା, ୫ ଦିନ ବିଶ୍ରାମ ନେବାକୁ ଡାକ୍ତରଙ୍କ ପରାମର୍ଶ

ମଧ୍ୟପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦିଗ୍‌ବିଜୟ ସିଂଙ୍କୁ କରୋନା । ତାଙ୍କର କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ଆସିଛି । ସେ ନିଜର ‘X’ ଆକାଉଣ୍ଟରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଡାକ୍ତର ତାଙ୍କୁ ୫ ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିବା ଦିଗ୍‌ବିଜୟ ସିଂ ତାଙ୍କ…

ବଢୁଛି କୋଭିଡ୍ ସବ୍ ଭାରିଆଣ୍ଟ JN.1 ସଂକ୍ରମଣ ମାମଲା, ହସପିଟାଲରେ ଭେଣ୍ଟିଲେଟର-ଅକ୍ସିଜେନ ସିଲିଣ୍ଡର ପର୍ଯ୍ୟାପ୍ତ…

ପୁଣି ଚିନ୍ତା ବଢାଇଲାଣି କରୋନା । ଦେଶରେ ବଢୁଛି କୋଭିଡ୍ ସବ୍ ଭାରିଆଣ୍ଟ JN.1 ସଂକ୍ରମଣ ମାମଲା । ୪ ହଜାର ପାର୍ କରିଛି କୋଭିଡ୍ ଆକ୍ଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ୩୧୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ୫୪ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ…

ସିଙ୍ଗାପୁରରେ ପୁଣି ଦ୍ରୁତି ଗତିରେ ମାଡ଼ିଲାଣି କରୋନା; ଦୈନିକ ଆସୁଛନ୍ତି ୨୦୦୦ ରୋଗୀ

ସିଙ୍ଗାପୁରରେ ପୁଣି କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଲାଣି। ଏଭଳି ପରିସ୍ଥିତିରେ ସିଙ୍ଗାପୁରର ସ୍ୱାସ୍ଥ୍ୟମନ୍ତ୍ରୀ ଓଙ୍ଗ୍‌ ୟେ କୁଙ୍ଗ ଚେତାବନୀ ଦେଇଛନ୍ତି ଯେ ଆସନ୍ତା କିଛି ସପ୍ତାହ ମଧ୍ୟରେ ଆହୁରି ଅଧିକ ଲୋକ ଅସୁସ୍ଥ ହୋଇପାରନ୍ତି। କରୋନାରେ ସଂକ୍ରମିତ ହେବା କାରଣରୁ ରୋଗୀ ସଂଖ୍ୟା…

ବ୍ରିଟେନରେ ବ୍ୟାପୁଛି କରୋନାର ନୂଆ ଭାରିଏଣ୍ଟ EG.5.1, WHO ରଖିଛି ନଜର

ସମଗ୍ର ବିଶ୍ୱରୁ କୋଭିଡ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ୨୦୨୦ରେ ଆରମ୍ଭ ହୋଇଥିବା ମହାମାରୀ ୩ ବର୍ଷ ହେଲାଣି ଶେଷ ହୋଇନାହିଁ । କୋଭିଡ ଭାଇରସର ଅଲଗା ଅଲଗା ଭାରିଏଣ୍ଟ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିଛି । ଏପରି ସ୍ଥଳେ ବ୍ରିଟେନରେ ଏକ ନୂଆ ଭାରିଏଣ୍ଟ ବ୍ୟାପୁଥିବାର ଖବର ମିଳିଛି । ୟୁକେ ହେଲଥ…

କରୋନାକୁ ନେଇ ସତର୍କ ମୋଦି ସରକାର, ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆସନ୍ତାକାଲି ବୈଠକ କରିବେ ମନସୁଖ…

ଦେଶରେ କରୋନା ଭାଇରସ୍‌ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଗତ ଦୁଇ ଦିନ ମଧ୍ୟରେ କରୋନାର ନୂଆ ମାମଲାରେ ପାଖା ପାଖି ୮୦ ପ୍ରତିଶତ ବୃଦ୍ଧି ଘଟିଛି। ଏହି ସମୟରେ ୨୩୦୦ରୁ ଅଧିକ ମାମଲା ବୃଦ୍ଧି ପାଇଛି। କରୋନାର ଦ୍ରୁତ ବୃଦ୍ଧିକୁ ନଜରରେ ରଖି କେନ୍ଦ୍ର ସରକାର ସତର୍କ ହୋଇଛନ୍ତି। କେନ୍ଦ୍ର…

ଆଇପିଏଲରେ ଏଣ୍ଟ୍ରି କଲା କରୋନା, କମେଣ୍ଟେଟର ଆକାଶ ଚୋପ୍ରା କରୋନା ପଜିଟିଭ ଚିହ୍ନଟ

ଆଇପିଏଲ୍‌ ୨୦୨୩ରେ ପୁଣିଥରେ ଏଣ୍ଟ୍ରି କଲା କରୋନା । ଆଇପିଏଲ ଧୀରେ ଧୀରେ ରୋମାଞ୍ଚକ ରୂପ ନେଇଥିବା ବେଳେ କରୋନା ଖବର ଶୁଣିବାକୁ ମିଳିଛି । ଆଇପିଏଲ୍‌ରେ ହିନ୍ଦୀ କମେଣ୍ଟ୍ରି ପ୍ୟାନେଲରେ ସାମିଲ ହୋଇଥିବା ଆକାଶ ଚୋପ୍ରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନିଜେ ଆକାଶ ଚୋପ୍ରା ଟ୍ଵିଟ୍‌ କରି…