Browsing Tag

coronavirus awarness

ଯାନବାହନ ଚଳାଚଳ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ପାସ୍‌ ସମୟସୀମା ବୃଦ୍ଧି, କୋଭିଡ଼-୧୯ ପରିସ୍ଥିତି…

ଭୁବନେଶ୍ବର: ଯାନବାହନ ଚଳାଚଳ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ପାସ୍‌ ସମୟସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ମାର୍ଚ୍ଚ ୨୯ ତାରିଖ ଯାଏ ବୈଧ ରଖାଯାଇଥିଲା । କିନ୍ତୁ କୋଭିଡ଼-୧୯ ପରିସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ଗାଡ଼ି ପାସ୍‌ ବୈଧ ରହିବ । ପାସ୍‌ ନବୀକରଣ ପାଇଁ ଥାନାରେ ଅଯଥା…

କରୋନା ମୁକାବିଲା ପାଇଁ ବଦଳିଲା ଗାଇଡଲାଇନ: ଏଣିକି କୋଭିଡ-୧୯ ପାଇଁ ଖର୍ଚ୍ଚ ହେବ MP ଲାଡ ଫଣ୍ଡ, କେନ୍ଦ୍ର ସରକାରଙ୍କ…

ନୂଆଦିଲ୍ଲୀ: ବଦଳିଲା MP ଲାଡ ଫଣ୍ଡ ଗାଉଇଡଲାଇନ୍‌ । ଏଣିକି କୋଭିଡ-୧୯ ପାଇଁ ଖର୍ଚ୍ଚ ହେବ MP ଲାଡ ଫଣ୍ଡ ଟଙ୍କା । ସରକାରୀ ହସ୍ପିଟାଲ, ଡିସ୍‌ପେନ୍‌ସରୀରେ, ରୋଗୀଙ୍କ ପରୀକ୍ଷା ପାଇଁ  ଫଣ୍ଡ ଖର୍ଚ୍ଚ ହେବ । ଏହି ଫଣ୍ଡରେ ଦରକାରୀ ଉପକରଣ କିଣିହେବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି…

ଇରାନରୁ ଦିଲ୍ଲୀ ଫେରିଲେ ୨୭୭ ଭାରତୀୟ, ସମସ୍ତଙ୍କୁ ୧୪ଦିନ ପାଇଁ ପଠାଗଲା କ୍ୱାରେଣ୍ଟାଇନରେ

ନୂଆଦିଲ୍ଲୀ: ଇରାନରୁ ଭାରତ ଫେରିଲେ ୨୭୭ ଭାରତୀୟ। ଏମାନଙ୍କୁ ଉଦ୍ଧାର କରିଛନ୍ତି କେନ୍ଦ୍ର ସରକାର। ୨୭୭ ଭାରତୀୟଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଦିଲ୍ଲୀ ଆସିଛି। ଏମନ ସମସ୍ତଙ୍କୁ ୧୪ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ଡାକ୍ତର ସଂପୂର୍ଣ୍ଣ ସୁସ୍ଥ ହେବା ନେଇ ସେମାନଙ୍କ ରିପୋର୍ଟ ନଦେବା…

କରୋନାଭାଇରସ୍ ଆତଙ୍କ : ଜାଣନ୍ତୁ ମହାମାରୀର ରୂପ କେଉଁଠି କେମିତି, ଭାରତରେ ରୋଗୀଙ୍କ ସଂଖ୍ୟା ୨୫୮କୁ ବୃଦ୍ଧି

-କର୍ଣ୍ଣାଟକରେ କରୋନାଭାଇରସ୍ ସଂକ୍ରମଣ ମାମଲା: ରାଜ୍ୟରେ ମୋଟ ସଂଖ୍ୟା ୧୬ କୁ ବୃଦ୍ଧି | -ଗୁଜୁରାଟରେ କରୋନାଭାଇରସର ଆଉ ଏକ ପଜିଟିଭ୍ ରିପୋର୍ଟ, ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ଯା ଆଠକୁ ବୃଦ୍ଧି: ଅଧିକାରୀ -ନୋଏଡା ପ୍ରଶାସନ ନୋଏଡା ସେକ୍ -୭୪ ରେ ଏକ ସୋସାଇଟିର ପ୍ରବେଶ ଏବଂ…

ଆସନ୍ତାକାଲି ଜନତା କର୍ଫ୍ୟୁ: ଆରମ୍ଭ ହୋଇଛି କାଉଣ୍ଟଡାଉନ୍‌, ବନ୍ଦ ରହିବ ୩ ହଜାର ୭ ଶହ ଟ୍ରେନ୍‌

ନୂଆଦିଲ୍ଲୀ: ଆସନ୍ତାକାଲି ଜନତା କର୍ଫ୍ୟୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଏହି ୧୪ ଘଣ୍ଟିଆ ଜନତା କର୍ଫ୍ୟୁ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍‌ । ଜନତା କର୍ଫ୍ୟୁ ପାଇଁ ଆସନ୍ତାକାଲି ବନ୍ଦ ରହିବ ୩ ହଜାର ୭ ଶହ ଟ୍ରେନ୍‌ । ୨୪ ଶହ ପାସେଞ୍ଜର ଓ ୧୩ ଶହ ଏକ୍ସପ୍ରେସ୍‌…

କଫି ସପ୍‌, କ୍ୟାଣ୍ଟିନ୍‌ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ, ଆଜିଠୁ ସର୍ବସାଧାରଣ ସ୍ଥାନରେ ୭ ଜଣ ଏକତ୍ର ହେବା ମନା

ଭୁବନେଶ୍ବର: କଫି ସପ୍‌, କ୍ୟାଣ୍ଟିନ୍‌ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ । ହୋଟେଲରେ ୨ ମିଟର ଦୂରତା ରଖିବାକୁ ନିର୍ଦ୍ଦେଶ । ଷ୍ଟାଣ୍ଡ ଆଲୋନ୍‌ ରେଷ୍ଟୁରାଣ୍ଟ ବନ୍ଦ ରହିବ । ଦିନେ ଛଡା ଦିନେ ବନ୍ଦ ରହିବ ଟ୍ୟାକ୍ସି ଓ ଅଟୋରିକ୍ସା । ଗୋଟିଏ ସ୍ଥାନରେ ୭ରୁ ଅଧିକ ଲୋକ ନରହିବାକୁ ନିର୍ଦ୍ଦେଶ ।…