ଚୀନ୍କୁ ପୁଣି ଫେରିଲା କରୋନା : ୨ କୋଟିରୁ ଅଧିକ ଲୋକ ଲକ୍ଡାଉନରେ
ବେଜିଂ : ଦୀର୍ଘ ଦିନ ପରେ ପୁଣି ଚୀନ୍କୁ ଫେରିଛି କରୋନା । ଏବେ ସଂକ୍ରମିତଙ୍କ ସଂଖ୍ୟା ଗତ ୮ ମାସ ତୁଳନାରେ ସର୍ବାଧିକ ବୋଲି ଜଣାପଡ଼ିଛି । କରୋନାର ୨ୟ ଲହରରେ ପୁଣି ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଗତ ବର୍ଷ ଚୀନ୍ରେ ପ୍ରଥମେ କରୋନା ଭାଇରସର ଉତ୍ପତ୍ତି ହୋଇଥିବା ବେଳେ ମାତ୍ର ଅଳ୍ପ…