Browsing Tag

coronavirus case

କେରଳରେ ୨୪ ଘଣ୍ଟାରେ ୩୦୦ ନୂଆ କେସ୍‌, ୩ ମୃତ: ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୬୯

ପୁଣି ଦେଶରେ ବଢିଲା କରୋନା କେସ୍‌ । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, କେରଳରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୫୮ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ କରାଯାଇଛି । କରୋନାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଉ ନୂଆ…

ଆଜିର ଦିନରେ କୋଭିଡ୍ ୧୯କୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିଲେ ସରକାର, ଓଡିଶାର ଏହି ପ୍ରଶଂସନୀୟ କାମ ଯୋଗୁଁ ମିଳିଥିଲା…

‘କରୋନା’ ଏମିତି ଏକ ନାଁ, ଯାହା ଏବେ ସମସ୍ତଙ୍କ ମୁହଁରେ। ଏମିତି ଏକ ମହାମାରୀ ଯାହା ବିଷୟରେ ସମଗ୍ର ବିଶ୍ବ ଅଜଣା ଥିଲା। କିନ୍ତୁ ଏହି ମହାମାରୀ ସମଗ୍ର ବିଶ୍ବକୁ ଦୋହଲାଇ ଦେଲା। ଏହି ମହାମାରୀର ପ୍ରଭାବ କେବଳ ଲୋକଙ୍କ ଉପରେ ନୁହେଁ, ଅର୍ଥନୈତିକ ସ୍ଥିତିକୁ ମଧ୍ୟ ଦୋହଲାଇ ଦେଲା। କରୋନା ମହାମାରୀ…

ସାମାନ୍ୟ ଆସ୍ୱସ୍ତିକର ଖବର ଦେଉଛି କରୋନା ! ଦେଶରେ ୨୪ ଘଣ୍ଟାରେ ୫୫,୩୪୨ ନୂଆ କେସ, ୭୦୬ ଲୋକଙ୍କର ଗଲା ପ୍ରାଣ

ନୂଆଦିଲ୍ଲୀ : ଦେଶରେ ଆସ୍ୱସ୍ତିକର ଖବର ଦେଉଛି କରୋନା, କମୁଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ କରୋନା ୫୫ ହଜାର ୩୪୨ ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ୭୦୬ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ନୂଆ କେସ ବିଷୟରେ କହିବା ତ ଏହି ସଂଖ୍ୟା ଗତ ଦୁଇ ମାସ ଭିତରେ…

କରୋନା ଟେନସନକୁ ଦ୍ବିଗୁଣିତ କରୁଛି ଦୁର୍ଘଟଣାଗତ ମୃତ୍ୟୁ, ପ୍ରବାସୀଙ୍କ ଘର ବାହୁଡା ପାଲଟୁଛି ଶେଷ ଯାତ୍ରା

ତାଲା ବନ୍ଦ ସମୟରେ ସଡ଼କ ଦୁର୍ଘଟଣାରେ ବିଭିନ୍ନ ସ୍ଥାନରେ ଅନେକ ପ୍ରବାସୀ ପ୍ରାଣ ହରାଇଛନ୍ତି । ମାର୍ଚ୍ଚ ୨୪ରୁ ମେ ୩ତାରିଖ ଭିତରେ ୩୦% ଲୋକ ଦୁର୍ଘଟଣାରେ ପ୍ରାଣ ହାରିଛନ୍ତି । ଲକ୍ ଡାଉନ୍ ରୁ ମେ ୭ ତାରିଖ ଭିତରେ ପାଖାପାଖି ୧୪୦ଜଣଙ୍କର ମୃତ୍ୟୁ ହୋଇଛି । ଏହି ସବୁ ଘଟଣା ଘଟିଯାଇଛି କେବଳ…

ଓଡ଼ିଶା-ଝାଡ଼ଖଣ୍ଡ ସୀମା ସିଲ୍‌ ସ୍ଥାନରେ ପୋଲିସ ଉପରକୁ ୩୦ରୁ ୪୦ ଦୁର୍ବୃତ୍ତଙ୍କ ଆକ୍ରମଣ, ୪ କର୍ମଚାରୀ ଆହତ

କରଞ୍ଜିଆ: ଲକ୍‌ଡାଉନ ସମୟରେ ପୋଲିସଙ୍କୁ ଆକ୍ରମଣ। ଓଡ଼ିଶା-ଝାଡ଼ଖଣ୍ଡ ସୀମା ସିଲ୍‌ ସ୍ଥାନରେ ଆକ୍ରମଣ ହୋଇଛି। ରରୁଆଁ ବ୍ଲକ୍‌ ବେନିଶାଗରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ୩୦ରୁ ୪୦ ଦୁର୍ବୃତ୍ତ ଆସି ଅସ୍ଥାୟୀ ଗେଟ୍‌ ଭାଙ୍ଗିବା ସହ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୪ ପୋଲିସ…

ଘଟିଲା ଅଘଟଣ : ଓଡ଼ିଶାରେ କରୋନାରେ ପ୍ରଥମ ମୃତ୍ୟୁ, ଜଣାପଡ଼ିଲା ମୃତ୍ୟୁ ପରେ

ଭୁବନେଶ୍ବର: ଓଡିଶାର ପ୍ରଥମ କରୋନା ମୃତ୍ୟୁ । ସୂଚନା ଅନୁଯାୟୀ ଏହି କରୋନା ଆକ୍ରାନ୍ତଙ୍କ ବୟସ ୭୨ବର୍ଷ । ତାଙ୍କ ଘର ଝାରପଡା ଅଞ୍ଚଳରେ । ତାଙ୍କର ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଏମସ୍ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଇଟାଲୀ, ସ୍ପେନ ଓ ଆମେରିକାରେ କରୋନା ମୃତ୍ୟୁର ବିଭୀଷିକା : ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ…

ସାରା ବିଶ୍ୱ ଉପରେ କରୋନାର କଳା ଛାୟା । ଏପର୍ଯ୍ୟନ୍ତ ଦୁଇ ଶହ ରାଷ୍ଟ୍ରକୁ କରାୟତ କଲାଣି । ନେଲାଣି ୩୭ ହଜାରରୁ ଅଧିକ ମୁଣ୍ଡ । କେବଳ ୟୁରୋପ ମହାଦେଶରେ ଏହି ସଂଖ୍ୟା ୨୫ ହଜାରରୁ ଅଧିକ । ପାଖାପାଖି ୭ ଲକ୍ଷ ୮୫ ହଜାର ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । କରୋନା ମାଡ଼ରେ ତ୍ରାହି ତ୍ରାହି ଡାକୁଛି…

କରୋନା ପାଇଁ ସାରାଦେଶରେ ବନ୍ଦ ରହିପାରେ ଜନଗଣନା ଓ NPR, ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର: କରୋନା ପାଇଁ ସାରାଦେଶରେ ବନ୍ଦ ରହିପାରେ ଜନଗଣନା ଓ NPR । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଚଠି ଲେଖିଥିଲେ ନବୀନ । ଜନଗଣନା ଓ NPRକୁ ସ୍ଥଗିତ ରଖିବାକୁ ଚିଠିରେ ଉଲ୍ଲେଖ କରିଥିଲେ । ଏବେ କରୋନା ଆତଙ୍କ ଯୋଗୁ ସରକାରୀ ଅଧିକାରୀମାନେ ବ୍ୟସ୍ତ…

କରୋନାଭାଇରସ୍ ଆତଙ୍କ : ଜାଣନ୍ତୁ ମହାମାରୀର ରୂପ କେଉଁଠି କେମିତି, ଭାରତରେ ରୋଗୀଙ୍କ ସଂଖ୍ୟା ୨୫୮କୁ ବୃଦ୍ଧି

-କର୍ଣ୍ଣାଟକରେ କରୋନାଭାଇରସ୍ ସଂକ୍ରମଣ ମାମଲା: ରାଜ୍ୟରେ ମୋଟ ସଂଖ୍ୟା ୧୬ କୁ ବୃଦ୍ଧି | -ଗୁଜୁରାଟରେ କରୋନାଭାଇରସର ଆଉ ଏକ ପଜିଟିଭ୍ ରିପୋର୍ଟ, ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ଯା ଆଠକୁ ବୃଦ୍ଧି: ଅଧିକାରୀ -ନୋଏଡା ପ୍ରଶାସନ ନୋଏଡା ସେକ୍ -୭୪ ରେ ଏକ ସୋସାଇଟିର ପ୍ରବେଶ ଏବଂ…

କଫି ସପ୍‌, କ୍ୟାଣ୍ଟିନ୍‌ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ, ଆଜିଠୁ ସର୍ବସାଧାରଣ ସ୍ଥାନରେ ୭ ଜଣ ଏକତ୍ର ହେବା ମନା

ଭୁବନେଶ୍ବର: କଫି ସପ୍‌, କ୍ୟାଣ୍ଟିନ୍‌ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ । ହୋଟେଲରେ ୨ ମିଟର ଦୂରତା ରଖିବାକୁ ନିର୍ଦ୍ଦେଶ । ଷ୍ଟାଣ୍ଡ ଆଲୋନ୍‌ ରେଷ୍ଟୁରାଣ୍ଟ ବନ୍ଦ ରହିବ । ଦିନେ ଛଡା ଦିନେ ବନ୍ଦ ରହିବ ଟ୍ୟାକ୍ସି ଓ ଅଟୋରିକ୍ସା । ଗୋଟିଏ ସ୍ଥାନରେ ୭ରୁ ଅଧିକ ଲୋକ ନରହିବାକୁ ନିର୍ଦ୍ଦେଶ ।…

ଭାରତରେ ୧୭ ରାଜ୍ୟକୁ କୟା ମେଲାଇଛି କରୋନା ଭାଇରସ୍, ୧୪୭ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାର କୋପ। ଗତକାଲି ପଶ୍ଚିମବଙ୍ଗକୁ ଡେଇଁଛି ଭୂତାଣୁ। ୧୪୭ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ସହ ଲଢି ୧୪ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ମହରାଷ୍ଟ୍ରରେ ସବୁଠାରୁ ଅଧିକ ୪୦ ଜଣ ଆକ୍ରାନ୍ତ ହୋଇଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢି ଯାଇଛି। କେରଳରେ ୨…

କରୋନା ମୁକାବିଲା କରିବାକୁ ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟବସାୟୀଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି

ଭୁବନେଶ୍ୱର: କରୋନା ମୁକାବିଲା କରିବାକୁ ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟବସାୟୀଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ଏକ ନିର୍ଦ୍ଦିଷ୍ଟ ସମୟରେ ଦୋକାନ ଭିତରକୁ କମ୍‌ ସଂଖ୍ୟକ ଗ୍ରାହକଙ୍କୁ ଛାଡିବା ପାଇଁ କୁହାଯାଇଛି । ଦୋକାନରେ ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ୬ ଫୁଟର…