ଦେଶରେ ଗତ ୨୪ ଘଣ୍ଟାରେ ୩, ୬୨, ୭୭୦ ନୂଆ ଆକ୍ରାନ୍ତ, ୩ ହଜାର ପାର କଲା ଦୈନିକ ମୃତ୍ୟୁସଂଖ୍ୟା
ଦେଶରେ ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ। କୋଭିଡ୍ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ପାର କରିଛି। ଗତ ୨୪ ଘଣ୍ଟାରେ ୩ ହଜାର ୨୮୬ ଜଣଙ୍କ ମୃତ୍ୟୁ ହୋଇଛି। କୋଭିଡ୍ ସଂକ୍ରମଣ ଆରମ୍ଭ ପରଠାରୁ ପ୍ରଥମ ଥର ଦୈନିକ ମୃତ୍ୟୁ ସଂଖ୍ୟା ୩ ହଜାର ପାର କରିଛି।
ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୮୯୫,…