Browsing Tag

coronavirus death toll

ଦେଶରେ ୧୧ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା, ୨୪ଘଣ୍ଟାରେ ସର୍ବାଧିକ ୨୦୦୩ ମୃତ

ନୂଆଦିଲ୍ଲୀ: ଦେଶରେ ୧୧ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା। ୨୪ଘଣ୍ଟାରେ ସର୍ବାଧିକ ୨୦୦୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଏହାସହ ୧୦ ହଜାର ୯୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ…

ବିଶ୍ୱରେ କରୋନା ସଂକ୍ରମଣରେ ୧୦ ନମ୍ବର ସ୍ଥାନରେ ଭାରତ: ୨୪ ଘଣ୍ଟାରେ ଭିତରେ ୬ ହଜାର ୯୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବ୍ୟାପିବାରେ ଲାଗିଛି ସଂକ୍ରମଣ। ବିଶ୍ୱରେ କରୋନା ପ୍ରଭାବିତ ତାଲିକାର ୧୦ ତମ ତାଲିକାରେ ରହିିଛି ଭାରତ । ଏଯାଏ ଦେଶରେ ୧ ଲକ୍ଷ ୩୮ ହଜାର ୮୪୫ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ଯକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ…

ଦେଶରେ ବ୍ରେକ୍ ଫେଲ୍ କରୋନା ଭାଇରସ୍ : ୨୪ ଘଣ୍ଟାରେ ସର୍ବାଧିକ ୬ ହଜାର ୭୬୭ ଜଣ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସର୍ବାଧିକ ୬ ହଜାର ୭୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରେକର୍ଡ ହୋଇଛି । ସେହିପରି ୧୪୭ ଜଣଙ୍କ ମୃତ୍ୟୁ ହୋଇଛି  । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୩୧ ହଜାର ୮୬୮ରେ…

ଭାରତରେ ୨୪ ଘଣ୍ଟାରେ ରେକର୍ଡ ସଂଖ୍ଯକ କରୋନ ଆକ୍ରାନ୍ତ ଚିହ୍ନଟ, ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୨୫ହଜାର ୧୦୧ରେ…

ନୂଆଦିଲ୍ଲୀ : ବୋଲ ମାନୁନି ମାରାତ୍ମକ ମହାମାରୀ କରୋନା। ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହାର କରାଳ ରୂପ ସାରା ବିଶ୍ବରେ ଆତଙ୍କ ଖେଳାଇଥିବାବେଳେ ଭାରତରେ ମଧ୍ଯ ଏହା ନିଜର ଦବଦବା ଜାହିର୍ କରିଛି । ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ କରୋନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

ଚୀନ୍‌କୁ ଟପିଲା ଭାରତ: ଦେଶରେ ୮୬ ହଜାର ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା, ତାଲିକାର ୧୧ ନମ୍ବର

ନୂଆଦିଲ୍ଲୀ:କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଚୀନ୍‌କୁ ଟପିଛି ଭାରତ । ଚୀନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୯୪୧ ରହିଥିବା ବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୮୬ ହଜାର ହେଲାଣି । ୮୫ ହଜାର ୯୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ…

୨୧୦ ଦେଶରେ ରାଜ୍‌ କରୁଛିି ଘାତକ ଭାଇରସ୍‌: ଏପର୍ଯ୍ୟନ୍ତ ୩୨.୨୦ ଲକ୍ଷ ଲୋକ ଆକ୍ରାନ୍ତ, ଗଲାଣି ୨ ଲକ୍ଷ ୨୮ ହଜାର…

ନୂଆଦିଲ୍ଲୀ: ମହାମାରୀ କରୋନାକୁ ନେଇ ସାରା ବିଶ୍ୱରେ କୋକୁଆ ଭୟ । ପ୍ରତିଦିନ ହଜାର ହଜାର ମୁଣ୍ଡ ନେଉଛି କରୋନା । ହୁହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୧୦ ଦେଶରେ ରାଜ୍‌ କରୁଛିି ଘାତକ ଭାଇରସ୍‌ । ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୩୨.୨୦ ଲକ୍ଷ ଲୋକ ଆକ୍ରାନ୍ତ ହୋଇସାରିଲେଣି । ମୋଟ ୨…

ଦେଶରେ ୯୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ଉପରେ ଲାଗୁନି ବ୍ରେକ୍ । ଦେଶରେ ମୃତ୍ୟୁସଂଖ୍ୟା ୯୩୪କୁ ବୃଦ୍ଧି ହୋଇଛି । କରୋନାରେ ୨୯ ହଜାର ୪୩୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୬୮୬୯ ଜଣ । ବିଭିନ୍ନ ହସ୍ପିଟାଲରେ ୨୧ ହଜାର ୬୩୨ ଜଣ ଚିକିତ୍ସାଧୀନ ଅଛନ୍ତି।

ଭାରତରେ କରୋନା ମୃତ୍ୟୁସଂଖ୍ୟା ୮୭୨, ବିଭିନ୍ନ ହସ୍ପିଟାଲରେ ୨୦,୮୩୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ

ନୂଆଦିଲ୍ଲୀ: ଭାରତରେ କରୋନା ଉପରେ ଲାଗୁନି ବ୍ରେକ। ଦେଶରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୮୭୨ରେ ପହଞ୍ଚିଛି । କରୋନାରେ ୨୭ ହଜାର ୮୯୨ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୬୧୮୫ ଜଣ । ବିଭିନ୍ନ ହସ୍ପିଟାଲରେ ୨୦,୮୩୫ ଜଣ ଚିକିତ୍ସାଧୀନ ଅଛନ୍ତି।

ଭାରତରେ କରୋନା ମୃତ୍ୟୁସଂଖ୍ୟା ୭୭୫ରେ ପହଁଚିଲା, ମହାରାଷ୍ଟ୍ରରେ ସର୍ବାଧିକ ୬ ହଜାର ୮୧୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଉପରେ ଲାଗୁନି ବ୍ରେକ୍। ଦେଶରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୭୭୫ରେ ପହଞ୍ଚିଛି । କରୋନାରେ ୨୪ ହଜାର ୫୦୬ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୫୦୬୩ଜଣ । ସେପଟେ ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା…

ଭାରତରେ କରୋନା ମୃତ୍ୟୁସଂଖ୍ୟା ୭୧୮କୁ ବୃଦ୍ଧି, ଗତ ୨୪ ଘଣ୍ଟାରେ ୧୬୮୪ଜଣ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଉପରେ ଲାଗୁନି ବ୍ରେକ୍। ଭାରତରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୭୧୮କୁ ବୃଦ୍ଧି ପାଇଛି । ଏଯାଏ ୨୩ ହଜାର ୭୭ ଆକ୍ରାନ୍ତ ହୋଇଥିବା ବେଳେ ୪ ହଜାର ୭୪୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବି…

ଦେଶରେ ମହାମାରୀ ନେଲାଣି ୬୪୦ଜଣଙ୍କ ଜୀବନ, କେବଳ ମହାରାଷ୍ଟ୍ରରେ ୨୫୧ରୁ ଅଧିକ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ୬୦୦ ରୁ ଅଧିକ ଜୀବନ ନେଲାଣି ମହାମାରୀ କରୋନା ଭାଇରସ୍‌। ମୃତ୍ୟୁ ସଂଖ୍ୟା ୬୪୦ରେ ପହଞ୍ଚିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୯ହଜାର ୯୮୪ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ହଜାର ୮୬୯ ସୁସ୍ଥ ହୋଇଛନ୍ତି। ବିଭିନ୍ନ ହସ୍ପିଟାଲରେ…

ମହାମାରୀ ଭୂତାଣୁ ଆକ୍ରମଣରେ ଭାରତରେ ଗଲାଣି ୫୯୦ଜଣଙ୍କ ଜୀବନ, ମହାରାଷ୍ଟ୍ର ଓ ଦିଲ୍ଲୀରେ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ…

ନୂଆଦିଲ୍ଲୀ: ଭାରତରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ମହାମାରୀ ଭୂତାଣୁ ଆକ୍ରମଣରେ ଗଲାଣି ପ୍ରାୟ ୫୯୦ ଜୀବନ । ଆକ୍ରାନ୍ତଙ୍କ ସଂଖ୍ୟା ୧୮ହଜାର ଟପିଛି । ୧୮ ହଜାର ୬୦୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଦେଶରେ ମୃତ୍ୟୁ ସଂଖ୍ୟା ୫୯୦ ହୋଇଛି । ବିଭିନ୍ନ ହସ୍ପିଟାଲରେ ୧୪,୭୫୯ ଜଣ…