କରୋନା ଉଜାଡ଼ି ଦେଲା ପୂରା ପରିବାର: ଗୋଟିଏ ଘରୁ ଉଠିଲା ୮ କୋକେଇ, ୪ ମହିଳାଙ୍କ ମଥାରୁ ଲିଭିଗଲା ସିନ୍ଦୁର
କରୋନା ମହାମାରୀ ଯୋଗୁ ଇତି ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ତେବେ ବର୍ତ୍ତମାନ ଲକ୍ଷ୍ନୌରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାର ପାଇଁ ଅଭିଶାପ ହୋଇ ଆସିଛି କରୋନା ଓ ସମସ୍ତଙ୍କୁ ନିଜ କବ୍ଜାକୁ ନେଇଯାଇଛି।
ରିପୋର୍ଟ ମୁତାବକ ମାସେ ଭିତରେ କରୋନାରେ…