Browsing Tag

coronavirus effect

ଭୋକ ମେଣ୍ଟାଉଛନ୍ତି ହରିନାରାୟଣ କପ୍ଲେକସର ବ୍ୟବସାୟୀମାନେ, କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଥିବା ରୋଗୀଙ୍କ…

କୁଚିଣ୍ଡା: କରୋନା ଭାଇରସ ଯୋଗୁଁ ସାରା ଦେଶରେ ଜାରି ହୋଇଛି ଲକଡାଉନ । ଲକଡାଉନ ଯୋଗୁଁ କୁଚିଣ୍ଡା ସହରର ଅନେକ ଦୋକାନ ବଜାର, ଜଳଖିଆ ଦୋକାନ, ହୋଟେଲ ବନ୍ଦ ହୋଇଯାଇଛି । କୁଚିଣ୍ଡା ମୁଖ୍ୟ ଡାକ୍ତରଖାନାକୁ ବିଭିନ୍ନ ଅଚଂଳରୁ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ସମ୍ପର୍କୀୟ ମାନେ ବହୁତ…

ଆମେରିକାରେ ମାରାତ୍ମକ କରୋନା ୨୪ଘଣ୍ଟାରେ ନେଲା ୨ହଜାରରୁ ଅଧିକ ଜୀବନ! ସାରା ବିଶ୍ୱରେ ୮୨ହଜାର ଟପିଲା ମୃତ୍ୟୁ ସଂଖ୍ୟା

ଚୀନରୁ ବ୍ୟାପିଥିବା ମାରାତ୍ମକ କରୋନା ଭାଇରସ୍‌ ଯୋଗୁଁ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ଗଲାଣି ୮୨ହଜାରରୁ ଅଧିକଙ୍କ ଜୀବନ। ଏହି ଭାଇରସ୍‌ ଯୋଗୁଁ ୧୪.୩୧ ଲକ୍ଷ ଆକ୍ରାନ୍ତ ହେଲେଣି। ୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସୁସ୍ଥ ହୋଇ ଫେରିଛନ୍ତି। ସେପଟେ ଆମେରିକାରେ କଲବଲ କରୁଛି କରୋନା। ୨୪ଘଣ୍ଟାରେ ୨ହଜାରରୁ…

ଯାଜପୁରରେ ଅମାନିଆଙ୍କୁ ସାବାଡ କରିବା ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଜିଲ୍ଲାପାଳ, ନିୟମ ଭଙ୍ଗ କରିଥିବା ବ୍ୟକ୍ତିଙ୍କ…

ଯାଜପୁର ଟାଉନ: ଯାଜପୁର ଜିଲ୍ଲାରେ ଅମାନିଆଙ୍କୁ ସାବାଡ କରିବା ପାଇଁ ରାସ୍ତାକୁ ପୁଣି ଓହ୍ଲାଇଲେ ଜିଲ୍ଲାପାଳ । ଆଜି ବଢ଼ିଭୋରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଆସିଥିବା ଲୋକେ ବାଇକ ନେଇ ଆସିଥିବା ବେଳେ ସେହି ଗାଡିକୁ ଜବତ କରିଛି ପୋଲିସ । ଏଥିସହିତ ସେମାନଙ୍କୁ ତାଗିଦ ମଧ୍ୟ…

ପୁରୀରେ ଦୁଇ ମିଟରକୁ ବଢିଲା ସାମାଜିକ ଦୂରତା, ନିୟମ ଉଲ୍ଲଂଘନ କଲେ ଦୋକାନୀଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

ପୁରୀ: କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ରଖିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ଦୋକାନୀ, ରିଟେଲର ଓ ପରିବା ଦୋକାନୀ ୨ରୁ ୩ ମିଟର ବ୍ୟବଧାନରେ ବ୍ୟବସାୟ କରିବେ । ନିୟମ ଉଲ୍ଲଂଘନ କଲେ ଦୋକାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ…

ପୁରୀରେ ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ପରିବା ମାର୍କେଟ ବନ୍ଦ, ବିଭିନ୍ନ ସାହିର ଗଳିକନ୍ଦିରେ ଚାଲିଛି ପରିବା ବିକ୍ରୀ

ପୁରୀ: ପୁରୀରେ ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ପରିବା ମାର୍କେଟ ବନ୍ଦ ଘୋଷଣା । ପ୍ରଶାସନର ଏହି ନିଷ୍ପତ୍ତି ପରେ ସାହିର ବିଭିନ୍ନ ଗଳିକନ୍ଦିରେ ଚାଲିଛି ପରିବା ବିକ୍ରୀ । ବିଶେଷ କରି ଜିଲ୍ଲାର ୩ଟି ପ୍ରମୁଖ ପରିବା ମାର୍କେଟ ଗୁଡିକ ବନ୍ଦ ରହିଛି । ଫଳରେ ଠେଲା ଗାଡି ଓ ସାହି ମଧ୍ୟରେ ଥିବା ଦୋକାନ…

ଭୋପାଳ ବୁଲି ଯିବା ହେଲା କାଳ, କରୋନା ନେଇ ଫେରିଲେ ବମିଖାଲର ଗୋଟିଏ ପରିବାରର ୧୯ଜଣ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ଦିନରେ ଭୁବନେଶ୍ୱରରେ ୧୮ ଜଣଙ୍କ ରିପୋର୍ଟ ଆସିଛି ପଜିଟିଭ୍‌ । ଗତକାଲି ଆଉ ୧୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୩୯ରେ । ଗତକାଲି ଚିହ୍ନଟଙ୍କ ଭିତରୁ…

ଯାଜପୁର ଜିଲ୍ଲାର ଆକ୍ରନ୍ତଙ୍କ ସହ ଲିଙ୍କ ଯୋଗୁଁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଗଲା ନିଶ୍ଚିନ୍ତକୋଇଲି ଓ…

ଯାଜପୁର : ଯାଜପୁର ଜିଲ୍ଲାର ଆକ୍ରନ୍ତଙ୍କ ସହ ଲିଙ୍କ ଯୋଗୁଁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲର ଜୟରାମପୁର ପଞ୍ଚାୟତର ୱାର୍ଡ ନମ୍ବର ୧ ଏବଂ ସାଲେପୁର ତହସିଲର ମିର୍ଜାପୁର ପଞ୍ଚାୟତର ୱାର୍ଡ ନମ୍ବର ୧୨ ଓ ୧୩କୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଉତ୍ତରରେ କାନପୁର ଗାଁର…

ଓଡିଶାରେ ୬ଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତ ବ୍ୟକ୍ତି କଟକର

କଟକ: ଓଡିଶାରେ ୬ଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ କଟକର ବୋଲି ଜଣାପଡିଛି । ନିକଟରୁ ସେ ଦିଲ୍ଲୀରୁ ଫେରିଥିଲେ। ତେବେ ଏହି ଘଟଣାପରେ କଟକକୁ ବି ସଟ୍ ଡାଉନ୍ ଘୋଷଣା କରାଯାଇଛି ।

କାମ କରିବାକୁ ଯାଇ ମୁମ୍ବାଇ ମାଲଦା ଇଷ୍ଟ ଟାଉନସିପ୍‌ ଅଞ୍ଚଳରେ ଫସିଛନ୍ତି ୧୩ଓଡ଼ିଆ ଶ୍ରମିକ, ଭିଡିଓ ମାଧ୍ୟମରେ ଉଦ୍ଧାର…

ନୂଆପଡା : କାମ କରିବାକୁ ଯାଇ ଫସିଛନ୍ତି ୧୩ ଜଣ ଓଡ଼ିଆ ଶ୍ରମିକ । ଏମାନେ ସମସ୍ତେ ମୁମ୍ବାଇ ମାଲଦା ଇଷ୍ଟ ଟାଉନସିପ୍‌ ଅଞ୍ଚଳକୁ କାମ କରିବାକୁ ଯାଇଥିଲେ । ସମସ୍ତ ଶ୍ରମିକ ନୂଆପଡା ଖଡିଆଳ ବ୍ଲକ ମଣ୍ଡୋସିଲ ଗ୍ରାମ ପଞ୍ଚାୟତର ବୋଲି ଜଣାପଡିଛି । ସମଗ୍ର ଦେଶରେ ଲକ୍‌ ଡାଉନ ଘୋଷଣା ହେବା ପରେ ସେମାନେ…

ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଯୋରଦାର ଚେକିଂ, ଜରୁରୀ କାମ ତଥା ପାସ ମିଳିଥିବା ବ୍ୟକ୍ତି ବିଶେଷଙ୍କୁ କେବଳ ଛଡାଯାଉଛି

ସୁନ୍ଦରଗଡ଼: ଓଡ଼ିଶା - ଛତିଶଗଡ଼ ସୀମାନ୍ତରେ ଯୋରଦାର ଚେକିଂ । ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତରେ ଛତିଶଗଡ଼ ପୋଲିସ ଓ ଓଡ଼ିଶା ପୋଲିସ ମିଳିତ ଭାବେ ଯାଞ୍ଚ କରୁଛି । ଅତି ଜରୁରୀ କାମରେ ଯାଉଥିବା ଲୋକେ ତଥା ପାସ ମିଳିଥିବା ବ୍ୟକ୍ତି ବିଶେଷଙ୍କୁ କେବଳ ଛଡାଯାଉଛି । ଗୋଟିଏ ରାଜ୍ୟରୁ କେହି ଯେମିତି ଅନ୍ୟ…

ସାରା ବିଶ୍ୱରେ ୫୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରେ ୫୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା । ବିଶ୍ୱର ୨୦୪ଟି ଦେଶରେ ବ୍ୟାପିଛି କରୋନା । ବିଶ୍ୱରେ ଏଯାଏ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଲକ୍ଷ ୧୨ ହଜାର ଲୋକ ସୁସ୍ଥହୋଇ ଫେରିଛନ୍ତି । ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୫୩,୧୬୭ରେ ପହଞ୍ଚିଛି।…

ବିଶ୍ୱରେ ସାଂଘାତିକ ହେବାରେ ଲାଗିଛି ମହାମାରୀ କରୋନା, ଏଭଳି ସ୍ଥିତିରେ ଜାତିସଂଘ ଆରମ୍ଭ କଲା COVID-19 ଯୋଜନା

ବିଶ୍ୱରେ ସାଂଘାତିକ ହେବାରେ ଲାଗିଛି ମହାମାରୀ କରୋନା । ଏଭଳି ସମୟରେ ଜାତିସଂଘ COVID-19 ଯୋଜନା ଆରମ୍ଭ କରିଛି । ଯାହା ଭୂତାଣୁକୁ ପରାଜୟ କରି ଏକ ଉନ୍ନତ ବିଶ୍ୱ ଗଠନ କରିପାରିବ । କରୋନା ଦ୍ୱାରା ହେବାକୁ ଥିବା ସାମାଜିକ-ଅର୍ଥନୈତିକ ପ୍ରଭାବକୁ ପ୍ରତିହତ କରିବା ପାଇଁ ନୂଆ ଯୋଜନା ଆରମ୍ଭ କରି…