Browsing Tag

coronavirus in odisha

କରୋନା ସଂକ୍ରମଣରେ ଦେଶର ୧୨ ତମ ସ୍ଥାନରେ ଓଡ଼ିଶା, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରକାଶ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୩ ହଜାର ୬୦୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁସ୍ଥତା ହାର ରହିଛି ୭୯.୮୪ ପ୍ରତିଶତ । ଆକ୍ଟିଭ କେସ ରହିଛି ୩୨ ହଜାର ୯୭୩ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଓଡ଼ିଶା ଏବେ ଦେଶରେ ୧୨ ତମ ସ୍ଥାନରେ ରହିଛି । ଗତକାଲି ଖୋର୍ଦ୍ଧାରୁ ୧୦୩୭ ଜଣ ସୁସ୍ଥ…

ରାଜ୍ଯରେ ଆଜି ସର୍ବାଧିକ ୪୨୭୦ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୧ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ୪୨୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୪୭୮ ଏବଂ ଲୋକାଲ୍ କେସରୁ ୧୭୯୨ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୬୨,୯୨୦ରେ ପହଁଚିଛି। ଏମାନଙ୍କ ୧,୨୫,୭୩୮ ସୁସ୍ଥ ହୋଇ…

ଗଜପତି ଜ଼ିଲ୍ଲାର ମୋହନା ସହର ଆଜିଠୁ ୫ଦିନ ଯାଏ ସଟଡାଉନ, ସମସ୍ତ ଦୋକାନ ବଜାର ଏବଂ ଗାଡି ଚଳାଚଳ ବନ୍ଦ

ମୋହନା: ଗଜପତି ଜ଼ିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମୋହନା ସହରକୁ ୫ଦିନ ଯାଏ ସଟଡାଉନ ଘୋଷଣା କରାଯାଇଛି। ଆଜି ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ମୋହନା ସଟଡାଉନ ରହିବ। ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ ଘରକୁ ଘର ବୁଲି…

ଆଜି ରାଜ୍ଯରେ ୬୭୩ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ରେ ପହଞ୍ଚିଲା

ଭୁବନେଶ୍ବର: ଆଜି ରାଜ୍ଯରେ ୬୭୩ କରୋନା ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୪୪୬ ଓ ସ୍ଥାନୀୟ ଅଞ୍ଚଳରୁ ୨୨୭ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ରେ ପହଞ୍ଚିଛି । ଗଞ୍ଜାମରୁ ସର୍ବାଧିକ ୨୩୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମୁଦାୟ ୨୩ଟି ଜିଲ୍ଲାରୁ…

ରାଜ୍ଯରେ ଛଅ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ଯା, ଆଜି ପୁଣି ୨୧୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ଯରେ ପୁଣି ୨୧୮ ପଜିଟିଭ୍ ଚିହ୍ନଟ । ୨୧ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଏହି ୨୮୨ ପଜିଟିଭ୍ । ଏମାନଙ୍କ ଭିତରୁ ୧୯୮ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ, ୨୦ ଲୋକାଲ୍ କେସ୍ ।  ତେବେ ଏହାକୁ ମିଶାଇ ରାଜ୍ଯରେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୬୧୮୦ ରେ ପହଁଚିଛି ।…

ଆଜିଠୁ ୧୦ଦିନ ଯାଏ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ବନ୍ଦ

ଗଞ୍ଜାମ: ଆଜିଠାରୁ ପରବର୍ତ୍ତୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ମନା । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ଏନେଇ ଟ୍ବିଟ୍ କରି ଜିଲ୍ଲାପାଳ ଜଣାଇଛନ୍ତି ଯେ, ଆଜି ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର…

ଗୋଟିଏ ଦିନରେ ସର୍ବାଧିକ ୧୭୩ ପଜିଟିଭ୍‌, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଲା

ଭୁବନେଶ୍ବର: ରାଜ୍ୟରେ ଆଉ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ୧୭୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବାବେଳେ,…

ଭୁବନେଶ୍ୱରରୁ ଆଉ ୪ କରୋନା ପଜିଟିଭ ଚିହ୍ନଟ, ଜଣେ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ଅନ୍ୟ ୩ଟି ଲୋକାଲ କେସ୍‌

ଭୁବନେଶ୍ୱର:  ଭୁବନେଶ୍ୱରରୁ ଆଉ ୪ କରୋନା ପଜିଟିଭ ଚିହ୍ନଟ। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଏହି ୪ଜଣ ଭୁବନେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳର ବୋଲି ଜଣାପଡିଛି । ଏମାନଙ୍କ ଭିତରୁ ଜଣେ ପଜିଟିଭ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ଅନ୍ୟ ୩ଟି ଲୋକାଲ କେସ୍‌ ବୋଲି ବିଏମସି ପକ୍ଷରୁ ଟ୍ଵିଟ ଯୋଗେ…

କରୋନା ମୁକାବିଲାରେ ଯୋଦ୍ଧା ପାଲଟିଛନ୍ତି ଏମ୍.ଟେକ୍ ଛାତ୍ରୀ ରାଜଶ୍ରୀ, ଏକାସାଙ୍ଗରେ ତୁଲାଉଛନ୍ତି ଦୁଇ ଦୁଇଟି ଦାୟିତ୍ବ

ଗୋପ: ରାଜଶ୍ରୀ । ନାଟି ଯେମିତି କାମ ବି ସେମିତି । ଏକାସାଙ୍ଗରେ ତୁଲାଉଛନ୍ତି ଦୁଇ ଦୁଇଟି ଦାୟିତ୍ବ । ଦୀର୍ଘ ତିନି ବର୍ଷ ହେବ ପାଠ ପଢା ସାଙ୍ଗକୁ ତୁଲାଛନ୍ତି ସରପଞ୍ଚଙ୍କ ଦାୟିତ୍ବ । ଯାହାଙ୍କୁ ନେଇ ବେଶ୍ ଖୁସି ପଞ୍ଚାୟତବାସୀ । ପୁରୀ ଜିଲ୍ଲା ମହଲପଡା ପଞ୍ଚାୟତର ଆମ୍ବିଳ ଗାଁର ରାଜଶ୍ରୀ…

ରାଜ୍ୟରେ ପୁଣି ନୂଆ ୭୯ କରୋନା ପଜିଟିଭ୍‌ ଚିହ୍ନଟ, ନୂଆ ଜିଲ୍ଲା ଭାବେ ସୋନପୁର ହେଲା ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ପୁଣି ନୂଆ ୭୯ କରୋନା ପଜିଟିଭ୍‌ ଚିହ୍ନଟ। ଏହାକୁ ମିଶାଇ ୧୫୦୦ ପାରି କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଭିତରୁ କଟକରେ ସର୍ବାଧିକ ୧୬ଜଣ ପିଜିଟିଭ୍‌ ବାହାରିଛନ୍ତି। ଏହାସହ ବଲାଙ୍ଗିରରୁ ୧୪ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି…

ରାଜ୍ୟରେ ୨୭ ଜିଲ୍ଲାକୁ ବ୍ୟାପି ସାରିଲା କରୋନା, ବାକି ରହିଲା ଆଉ ୩ଜିଲ୍ଲା : ଜାଣନ୍ତୁ ଏବେ ସୁଦ୍ଧା କେଉଁଠୁ କେତେ?

ଭୁବନେଶ୍ବର: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି। ଏବେ ସୁଦ୍ଧା ୨୭ ଜିଲ୍ଲାକୁ ବ୍ୟାପି ସାରିଛି କରୋନା ସଂକ୍ରମଣ। ତେବେ ଆଉ ମାତ୍ର ବାକି ରହିଲା ୩ଟି ଜିଲ୍ଲା। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତୁ ଜାଣିବା ଏବେ…

ନବରଙ୍ଗପୁର ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ

ନବରଙ୍ଗପୁର: କରୋନା ଭାଇରସ୍ ପ୍ରଭାବିତ ଜିଲ୍ଲା ତାଲିକାରେ ନବରଙ୍ଗପୁର। ରାଜ୍ୟର ନବରଙ୍ଗପୁର ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ଜିଲ୍ଲାର ଜଣେ ୨୦ ବର୍ଷ ବୟସ୍କା ପୁରୁଷଙ୍କ ରିପୋର୍ଟ  ପଜିଟିଭ୍ ଆସିଛି। ଏନେଇ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ସୂଚନା…