Browsing Tag

coronavirus in odisha

ତିନି ଜିଲ୍ଲାକୁ ମାଡି ଯାଇଛି ପଶ୍ଚିମବଙ୍ଗ ଲିଙ୍କ୍, ଯାହା ସାରା ରାଜ୍ୟରେ ପାଲଟିଛି ଚିନ୍ତାର କାରଣ

ଭୁବନେଶ୍ବର: କରୋନା ପ୍ରତିରୋଧ ପାଇଁ ରାଜ୍ୟରେ ଲକ୍‌ଡାଉନ୍‌ ପରିସ୍ଥିତି। ବହୁ ମାତ୍ରାରେ ଲୋକେ ଏହାକୁ ମାନୁଥିବାବେଳେ କିଛି ଅମାନିଆଙ୍କ ପାଇଁ ଆଜି ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୭୯ରେ ପହଁଚିଛି। ତେବେ ଯେତେ ଜଗିଲେ ବି କୌଣସି ନା କୌଣସି ଗଳାବାଟ ଦେଇ ଆମ ରାଜ୍ୟରେ ପ୍ରବେଶ କରୁଛି…

ଆସିଲା ନୂଆ ୭ ଆକ୍ରାନ୍ତଙ୍କ କେସ୍‌ ହିଷ୍ଟ୍ରି, ବର୍ତ୍ତମାନେ ଚାଲିଛି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ

ଭୁବନେଶ୍ବର: ଆସିଲା ନୂଆ ୭ ଆକ୍ରାନ୍ତଙ୍କ କେସ୍‌ ହିଷ୍ଟ୍ରି । ପେସେଣ୍ଟ ନମ୍ବର ୬୨, ୬୩, ୬୪, ୬୫ ଓ ୬୬ ଭଦ୍ରକ ଜିଲ୍ଲାର । ସେହିପରି ପେସେଣ୍ଟ ନମ୍ବର ୬୭ ଓ ୬୮ ବାଲେଶ୍ୱର ଜିଲ୍ଲାର । ଭଦ୍ରକ ଜିଲ୍ଲାର ସମସ୍ତ ୫ ଆକ୍ରାନ୍ତ ପୁରୁଷ । ଜଣେ ୪୮ ବର୍ଷୀୟ, ୫୫ ବର୍ଷୀୟ, ୫୭ ବର୍ଷୀୟ, ୫୮ ବର୍ଷୀୟ ଓ…

ଭଦ୍ରକରେ ପାଞ୍ଚ ଜଣ ପଜିଟିଭ୍ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା,…

ଭଦ୍ରକ: ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ । ଭଦ୍ରକରୁ ୫ ଓ ବାଲେଶ୍ୱରରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭଦ୍ରକର ୫ ପଜିଟିଭ୍‌ଙ୍କ ମଧ୍ୟରୁ ବାସୁଦେବପୁରର ୩ ଓ ଭଣ୍ଡାରୀପୋଖରୀ ଅଞ୍ଚଳର ଦୁଇ ଜଣ ବୋଲି ଭଦ୍ରକ ଜିଲ୍ଲା ପ୍ରଶାସନ…

ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ । ଏହା ସହ ରାଜ୍ୟରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏବେ ରାଜ୍ୟରେ ୪୩ ସଂକ୍ରମିତ ଚିକିତ୍ସାଧୀନ ଥିବା ବେଳେ ୨୪ ଜଣ ଆରୋଗ୍ୟ ହୋଇଛନ୍ତି…

ଘରୋଇ ହିଂସା ଉପରେ ନଜର ରଖିବାକୁ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ପରିସଂଖ୍ୟାନ ହ୍ରାସ ପାଉଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତି କରିଛନ୍ତି । ଏହା ରାଜ୍ୟ ପାଇଁ ଭଲ ସଂକେତ ବୋଲି କହିଛନ୍ତି ନବୀନ । ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ…

କରୋନା ମାଡରେ ବଜାର ସ୍ଥିତି ଅଣାୟତ୍ତ: ହୁ ହୁ ହୋଇ ବଢୁଛି ପନିପରିବା ଦର, ଲକ୍‌ଡାଉନ୍‌ ଯୋଗୁ ଚାଷୀଙ୍କ ପାଖରୁ କିଣି…

ଭୁବନେଶ୍ବର: କରୋନା ମାଡରେ ବଜାର ସ୍ଥିତି ଅଣାୟତ୍ତ । ହୁ ହୁ ହୋଇ ବଢୁଛି ତେଜରାତି ଓ ପନିପରିବା ଦର । ବଜାରରେ କମ ସଂଖ୍ୟକ ଦୋକାନ ଖୋଲା ରହୁଥିବା ବେଳେ ଅଧିକ ସଂଖ୍ୟାରେ ଖାଉଟିଙ୍କ ଭିଡ ଜମୁଛି । ଜିନିଷର ଅଭାବ ଥିବାରୁ କିଛି ବ୍ୟବସାୟୀ ଚଢା ଦରରେ ଜିନିଷ ବିକ୍ରୀ କରୁଛନ୍ତି । ବଜାର ଦର…

କରୋନା ଭାଇରସ ମୁକାବିଲା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ: ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ…

ସମ୍ବଲପୁର: କରୋନା ଭାଇରସ ମୁକାବିଲା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସାମାଜିକ ଦୁରତ୍ୱ ରଖିବା ପାଇଁ ସହରରେ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ବଜାର ଖୋଲା ରଖିବା ପାଇଁ ନିୟମ ହୋଇଛି। ଏହାସହ ବିନା ହେଲମେଟ୍‌ରେ ପେଟ୍ରୋଲ ପମ୍ପ ଗୁଡିକରେ ପେଟ୍ରୋଲ…

ଗାଡିରେ ପେଟ୍ରୋଲ୍ ପକାଇବା ପାଇଁ ସମୟ ଧାର୍ଯ୍ୟ କଲା ଜଗତସିଂପୁର ଜିଲ୍ଲା ପ୍ରଶାସନ, ଜନସାଧାରଣଙ୍କୁ ସଚେତନ ହୋଇ ରହିବାକୁ…

ଜଗତସିଂପୁର: ଆଜିଠାରୁ ବାଇକ ଚଳାଚଳ ଉପରେ ଲାଗୁ ହେଲା କଡା କଟକଣା। ଗାଡିରେ । ଆଜିଠାରୁ ଜଗତସିଂପୁର ଜିଲ୍ଲା ପ୍ରଶାସନ ନିୟମକୁ କଡାକଡି କରିଛି । ପେଟ୍ରୋଲ୍ ପକାଇବା ଉପରେ ସମୟ ଧାର୍ଯ୍ୟ କରିଛି ଜଗସିଂପୁର ଜିଲ୍ଲା ପ୍ରଶାସନ । ଏହି ଲକ୍ ଡାଉନ୍ ସମୟରେ ଦିନ ୧ଟାରୁ ସନ୍ଧ୍ୟା ୭ଟା ଯାଏ କେହିବି…

ଯାଜପୁରରେ ଅମାନିଆଙ୍କୁ ସାବାଡ କରିବା ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଜିଲ୍ଲାପାଳ, ନିୟମ ଭଙ୍ଗ କରିଥିବା ବ୍ୟକ୍ତିଙ୍କ…

ଯାଜପୁର ଟାଉନ: ଯାଜପୁର ଜିଲ୍ଲାରେ ଅମାନିଆଙ୍କୁ ସାବାଡ କରିବା ପାଇଁ ରାସ୍ତାକୁ ପୁଣି ଓହ୍ଲାଇଲେ ଜିଲ୍ଲାପାଳ । ଆଜି ବଢ଼ିଭୋରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଆସିଥିବା ଲୋକେ ବାଇକ ନେଇ ଆସିଥିବା ବେଳେ ସେହି ଗାଡିକୁ ଜବତ କରିଛି ପୋଲିସ । ଏଥିସହିତ ସେମାନଙ୍କୁ ତାଗିଦ ମଧ୍ୟ…

ଗଞ୍ଜାମ ଲାଲମେଣ୍ଟା ଗାଁକୁ ସିଲ୍‌ କଲା ପ୍ରଶାସନ, କିଛି ଲୋକ ଭୁବନେଶ୍ୱରରୁ ଏଠାକୁ ଆସିଥିବାରୁ ପ୍ରତିଷେଧକ ଭାବେ…

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଲାଲମେଣ୍ଟା ଗାଁକୁ ସିଲ୍‌ କଲା ପ୍ରଶାସନ। କରୋନା ସଂକ୍ରମଣକୁ ରକ୍ଷା କରିବା ପାଇଁ କୁକୁଡଖଣ୍ଡି ବ୍ଲକ ଅନ୍ତର୍ଗତ ମାଟିଆସାହି ଗାଁ ଚିକଟି ବ୍ଲକ ଅନ୍ତର୍ଗତ ଲାଲମେଣ୍ଟା ଗାଁକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। କିଛି ଲୋକ ଭୁବନେଶ୍ୱରରୁ ଏଠାକୁ ଆସିଥିବାରୁ…

କ୍ୱାରେଣ୍ଟାଇନ୍‌ରେ ଭୁବନେଶ୍ୱର IB ଅଫିସ୍‌ କର୍ମଚାରୀ, ଜଣେ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବାରୁ ସମସ୍ତେ…

ଭୁବନେଶ୍ୱର: କ୍ୱାରେଣ୍ଟାଇନ୍‌ରେ ଭୁବନେଶ୍ୱର IB ଅଫିସ୍‌ କର୍ମଚାରୀ। ସମସ୍ତ କର୍ମଚାରୀଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ଇଣ୍ଟେଲିଜେନ୍ସ ବ୍ୟୁରୋର ଜଣେ କର୍ମଚାରୀ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ। ତେଣୁ ସଂକ୍ରମଣ ଆଶଙ୍କାରେ ସବୁ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ…

କେନ୍ଦ୍ରାପଡ଼ାରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ପରେ ସିଲ୍‌ ହେଲା ଆଳି ବ୍ଲକର ୩ଟି ପଞ୍ଚାୟତର ୧୨ଟି ଗାଁ, ବିଭିନ୍ନ…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ପରେ ବିଶୋଧୀକରଣ କରାଯାଇଛି । ଆଳି ବ୍ଲକର ୩ଟି ପଞ୍ଚାୟତର ୧୨ଟି ଗାଁକୁ ସିଲ୍‌ କରାଯାଇଛି । ଗାଁରୁ କେହି ବାହାରକୁ ନବାହାରିବା ପାଇଁ କୁହାଯାଇଛି । ଗତକାଲି ଜଣେ ୩୨ ବର୍ଷୀୟ ଯୁବକଙ୍କ ନମୁନା ରିପୋର୍ଟ ପଜିଟିଭ୍‌ ଆସିଛି ।…