Browsing Tag

coronavirus in odisha

ପୁରୀରେ ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ପରିବା ମାର୍କେଟ ବନ୍ଦ, ବିଭିନ୍ନ ସାହିର ଗଳିକନ୍ଦିରେ ଚାଲିଛି ପରିବା ବିକ୍ରୀ

ପୁରୀ: ପୁରୀରେ ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ପରିବା ମାର୍କେଟ ବନ୍ଦ ଘୋଷଣା । ପ୍ରଶାସନର ଏହି ନିଷ୍ପତ୍ତି ପରେ ସାହିର ବିଭିନ୍ନ ଗଳିକନ୍ଦିରେ ଚାଲିଛି ପରିବା ବିକ୍ରୀ । ବିଶେଷ କରି ଜିଲ୍ଲାର ୩ଟି ପ୍ରମୁଖ ପରିବା ମାର୍କେଟ ଗୁଡିକ ବନ୍ଦ ରହିଛି । ଫଳରେ ଠେଲା ଗାଡି ଓ ସାହି ମଧ୍ୟରେ ଥିବା ଦୋକାନ…

BMC ପକ୍ଷରୁ ମୋବାଇଲ୍‌ ଭ୍ୟାନ୍‌ ବ୍ୟବସ୍ଥା, ଘରେ ଘରେ ପହଁଚିବ ଗ୍ରୋସରୀ ଓ ପରିବା

ସାମାଜିକ ଦୂରତା ବଜାୟ ରଖିବା ପାଇଁ BMC ପକ୍ଷରୁ ମୋବାଇଲ୍‌ ଭ୍ୟାନ୍‌ ବ୍ୟବସ୍ଥା କରାଯାଇଛି । ଏହା ଲୋକଙ୍କ ଘରେ ଘରେ ଗ୍ରୋସରୀ ଓ ପରିବା ପହଞ୍ଚାଇବାରେ ସାହାଯ୍ୟ କରିବ। ବର୍ତ୍ତମାନ ୧୨୦ଟି ଭ୍ୟାନ୍‌ର ବ୍ୟବସ୍ଥା କରାଯାଇଛି। ଆଗକୁ ଏହାର ସଂଖ୍ୟା ୨୦୦କୁ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି। ନିଜ ନିଜ…

କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ କୁଚିଣ୍ଡା ସହରରେ ବିଶୋଧନ ପ୍ରକ୍ରିୟା ଆରମ୍ଭ

କୁଚିଣ୍ଡା: କରୋନା ଭାଇରସ ସଂକ୍ରମଣକୁ ରୋକିବା ତଥା ଏହାର ମୁକାବିଲା ପାଇଁ ସମ୍ବଲପୁର ଉପଜିଲ୍ଲାପାଳ ବିଶ୍ବରଞ୍ଜନ ନାଏକଙ୍କ ନିର୍ଦ୍ଦେଶ କ୍ରମେ ଅଗ୍ନିଶମ ବିଭାଗ ପକ୍ଷରୁ କୁଚିଣ୍ଡା ସହରରେ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । କୁଚିଣ୍ଡା ମହାବିଦ୍ୟାଳୟ ଛକରୁ ଆରମ୍ଭ ହୋଇ ସହରର ମୁଖ୍ୟ ରାସ୍ତା…

ଭୋପାଳ ବୁଲି ଯିବା ହେଲା କାଳ, କରୋନା ନେଇ ଫେରିଲେ ବମିଖାଲର ଗୋଟିଏ ପରିବାରର ୧୯ଜଣ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ଦିନରେ ଭୁବନେଶ୍ୱରରେ ୧୮ ଜଣଙ୍କ ରିପୋର୍ଟ ଆସିଛି ପଜିଟିଭ୍‌ । ଗତକାଲି ଆଉ ୧୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୩୯ରେ । ଗତକାଲି ଚିହ୍ନଟଙ୍କ ଭିତରୁ…

କରୋନା ଲଢ଼େଇରେ ହଜାର ହଜାର ପୋଲିସ କର୍ମଚାରୀଙ୍କ ବଳିଦାନକୁ ସମ୍ମାନ ଜଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ, ଥରେ…

ଭୁବନେଶ୍ୱର: କରୋନା ଲଢ଼େଇରେ ହଜାର ହଜାର ପୋଲିସ କର୍ମଚାରୀ ବ୍ୟକ୍ତିଗତ ଓ ପାରିବାରିକ ବଳିଦାନ ଦେଉଛନ୍ତି । ଘରେ ରହି ଏବଂ ସାମାଜିକ ଦୂରତା ବଜାୟର ରଖି ସେମାନଙ୍କ ବଳିଦାନକୁ ସମ୍ମାନ ଜଣାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି । ଏନେଇ ଏକ ଭିଡ଼ିଓ ଜାରି ହୋଇଛି । ଥରେ ଦେଖନ୍ତୁ ଏହି ଭିଡ଼ିଓ…

କରୋନା ସ୍ଥିତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ଦେଇଛନ୍ତି ନିର୍ଦ୍ଦେଶ

ଭୁବନେଶ୍ୱର : କରୋନା ସ୍ଥିତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । କଣ୍ଟେନ୍‌ମେଣ୍ଟ ଅଞ୍ଚଳକୁ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌ । ସେହି ଅଞ୍ଚଳରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ଥାନୀୟ ପ୍ରଶାସନକୁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ…

ଯାଜପୁର ଜିଲ୍ଲାର ଆକ୍ରନ୍ତଙ୍କ ସହ ଲିଙ୍କ ଯୋଗୁଁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଗଲା ନିଶ୍ଚିନ୍ତକୋଇଲି ଓ…

ଯାଜପୁର : ଯାଜପୁର ଜିଲ୍ଲାର ଆକ୍ରନ୍ତଙ୍କ ସହ ଲିଙ୍କ ଯୋଗୁଁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲର ଜୟରାମପୁର ପଞ୍ଚାୟତର ୱାର୍ଡ ନମ୍ବର ୧ ଏବଂ ସାଲେପୁର ତହସିଲର ମିର୍ଜାପୁର ପଞ୍ଚାୟତର ୱାର୍ଡ ନମ୍ବର ୧୨ ଓ ୧୩କୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଉତ୍ତରରେ କାନପୁର ଗାଁର…

ଆଜିଠୁ ଲକ୍‌ଡାଉନ୍‌ ନିୟମ ଓ ସାମାଜିକ ଦୂରତ୍ୱ ଉପରେ ବଢ଼ିଲା କଟକଣା, ବାଇକ୍‌ କିମ୍ବା କାର ଧରି ମାର୍କେଟିଂକୁ ଗଲେ ଦୃଢ…

ଭୁବନେଶ୍ୱର: ସାମାଜିକ ଦୂରତ୍ୱ ନମାନିଲେ ମିଳିବ ମାଡ଼ ! ନିୟମ ଭାଙ୍ଗିଲେ କଠୋର ହେବ ପୋଲିସ । ଦୋକାନ ଆଗରେ ଭିଡ଼ ଜମାଇଲେ ଦଣ୍ଡ ମିଳିବ । ଆଜିଠାରୁ ଲକ୍‌ଡାଉନ୍‌ ନିୟମ ଓ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି କରାଯିବ । ଭୁବନେଶ୍ୱରରେ ବି ନିୟମକୁ କଡ଼ାକଡ଼ି କରାଯିବ । ପୋଲିସ କମିଶନର କହିଛନ୍ତି,…

ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଯୋରଦାର ଚେକିଂ, ଜରୁରୀ କାମ ତଥା ପାସ ମିଳିଥିବା ବ୍ୟକ୍ତି ବିଶେଷଙ୍କୁ କେବଳ ଛଡାଯାଉଛି

ସୁନ୍ଦରଗଡ଼: ଓଡ଼ିଶା - ଛତିଶଗଡ଼ ସୀମାନ୍ତରେ ଯୋରଦାର ଚେକିଂ । ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତରେ ଛତିଶଗଡ଼ ପୋଲିସ ଓ ଓଡ଼ିଶା ପୋଲିସ ମିଳିତ ଭାବେ ଯାଞ୍ଚ କରୁଛି । ଅତି ଜରୁରୀ କାମରେ ଯାଉଥିବା ଲୋକେ ତଥା ପାସ ମିଳିଥିବା ବ୍ୟକ୍ତି ବିଶେଷଙ୍କୁ କେବଳ ଛଡାଯାଉଛି । ଗୋଟିଏ ରାଜ୍ୟରୁ କେହି ଯେମିତି ଅନ୍ୟ…

ରାଜ୍ୟରେ ଚିନ୍ତା ବଢ଼ାଇଛନ୍ତି ପେସେଣ୍ଟ ନମ୍ବର ଫାଇଭ୍‌: ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳ ସିଲ୍‌, ବିଶୋଦ୍ଧିକରଣ କରୁଛି…

ଭୁବନେଶ୍ବର: ଚିନ୍ତା ବଢ଼ାଇଲେ ପେସେଣ୍ଟ ନମ୍ବର ଫାଇଭ । ସେ ବିଦେଶ କି ରାଜ୍ୟ ବାହାରକୁ ଯାଇ ନଥିଲେ । କିନ୍ତୁ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ୨୧ ଜଣ । ଗୋଷ୍ଠୀ ସଂକ୍ରମଣ କି ନୁହେଁ ସେନେଇ ଅନୁଧ୍ୟାନ ଚାଲିଛି । ପଞ୍ଚମ କରୋନା ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ପ୍ରଦୀପ୍ତ କୁମାର ଦଳବେହେରା ।…

କେଉଁଠି ଅଛନ୍ତି ଓଡ଼ିଶା ଆସିଥିବା ୨ ହଜାର ୮୫୬ ଜଣ ବିଦେଶ ଫେରନ୍ତା? ତୁରନ୍ତ ସେମାନଙ୍କୁ ଖୋଜିବା ପାଇଁ ଜିଲ୍ଲାପାଳ…

ଭୁବନେଶ୍ବର: କେଉଁଠି ଅଛନ୍ତି ଓଡ଼ିଶା ଆସିଥିବା ୨ ହଜାର ୮୫୬ ଜଣ ବିଦେଶ ଫେରନ୍ତା? ଗତ ୧୪ ଦିନ ଭିତରେ ଏମାନେ ବାହାରୁ ଆସିଛନ୍ତି । ଗଞ୍ଜାମ ଜିଲ୍ଲାକୁ ଆସିଛନ୍ତି ସର୍ବାଧିକ ୬୫୦ ଜଣ ବିଦେଶ ଫେରନ୍ତା । ଖୋର୍ଦ୍ଧାକୁ ୪୫୦ ଓ ଭୁବନେଶ୍ୱରକୁ ଆସିଛନ୍ତି ୪୦୦ ଜଣ । ସେହିପରି କଟକକୁ ଆସିଛନ୍ତି ୩୫୦…

ସୁନ୍ଦରଗଡ଼ରେ କରୋନା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରୟାସ ଜାରି, ଲକ୍‌ଡାଉନ୍‌ ସମୟରେ କଳାବଜାରୀ କଲେ ନିଆଯିବ…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ କରୋନା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଲକ୍‌ଡାଉନ୍‌ ସମୟରେ କଳାବଜାରୀ ରୋକିବା ପାଇଁ ରାଉରକେଲା ସହରବାସୀଙ୍କ ଘରେ ରାସନ…