ଅମାନିଆଙ୍କୁ ମାଡ଼ ମାରି ସାବାଡ୍ କରୁଛି ମାଲକାନାଗିରି ଜିଲ୍ଲା ପ୍ରଶାସନ, ଲକ୍ ଡାଉନରେ ବି ରାତିରେ ଆରାମ୍ରେ…
ମାଲକାନାଗିରି: ଅମାନିଆଙ୍କୁ ମାଡ଼ ମାରି ସାବାଡ୍ । ମାଲକାନାଗିରି ଜିଲ୍ଲାରେ ଲକ୍ ଡାଉନ୍ରେ ଘୋଷଣା ପରେ ବି ରାତିରେ ଆରାମ୍ରେ ଲୋକେ ସହର ଭିତରେ ବୁଲାବୁଲି କରୁଛନ୍ତି । ଏହାକୁ ନେଇ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି । ଜିଲ୍ଲା ସଦର ମହକୁମାର ଡିଏନ୍କେ ଛକ, କଲେଜ…